ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବା ଧର୍ମଶାଳା ବିଡିଓଙ୍କୁ ଚାକିରୀରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ:ବିଜେପି

ଧର୍ମଶାଳା ବ୍ଲକ ବିଡିଓ ରାସନକାର୍ଡ ତାଲିକାରୁ ପ୍ରକୃତ ହିତାଧିକାରୀଙ୍କ ନାଁ କାଟିବା ପ୍ରସଙ୍ଗ  ରାସନକାର୍ଡ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ   ରାସନକାର୍ଡ ର୍ୟାକେଟରେ ଶାସକଦଳ ନେତାଙ୍କ ସଂପୃକ୍ତି ରହିଛି   ଶାସକ ଦଳ ସମର୍ଥୀତ ଅଯୋଗ୍ୟ ଲୋକଙ୍କୁ ପ୍ରଥମେ ମିଳୁଛି ରାସନ କାର୍ଡ …

ନୂଆ ୭୪ ଆକ୍ରାନ୍ତଙ୍କ ସହ  କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୯୮୩ ରେ :   ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ସହରରେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୪ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର…

ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଘରୋଇ କର୍ମଚାରୀ ସହ ୭ ଜଣ କରୋନା  ପଜିଟିଭ ।

ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ାରେ ଆଜି ୭ ଜଣ କରୋନା  ପଜିଟିଭ  ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ହେଲେ ସରକାରଙ୍କ ପକ୍ଷରୁ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୬ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି |  ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଝାରସୁଗୁଡ଼ାରେ…

କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ସାମିଲ କରି କେବଳ ମିଛ ବାହାସ୍ପଟ ମାରୁଛନ୍ତି ରାଜ୍ୟସରକାର:ବିଜେପି

ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇଦେବାର ଘୋଷଣା ପ୍ରସଙ୍ଗ ଭୁବନେଶ୍ୱର(ଶାସକ ପ୍ରଶାସକ) : ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି…

“ଏହି ବରଗଛ ହେଉଛି ଓଡ଼ିଆଙ୍କ ଅଦମ୍ୟ ଇଚ୍ଛାଶକ୍ତିର ପ୍ରତୀକ” 

କରୋନା ସମୟରେ ଫନି କଥା ମନେ ପକାଇଦେଲେ ନବୀନ  ଭୁବନେଶ୍ୱର : ଏବେ କରୋନା ସମସ୍ତଙ୍କୁ ନୟାନ୍ତ କରିଛି | ସବୁ ଆଡେ ନିରାଶା | ୨୧ ଦିନର ଲଢେଇ ଏବେ ୨୧ ସପ୍ତାହ ଡେଇଁବ ଡେଇଁବ ହେଲାଣି | ଲୋକଙ୍କ ରୋଜଗାର ଗୋଲ, ସଂଚୟ ଗୋଲ | ବଂଚିବା ପାଇଁ ଗଣ୍ଡେ ଖାଇ ଚାଲିଛି ଲଢେଇ ଭୁତାଣୁ କରୋନା ବିରୋଧରେ |…

ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରକଳ୍ପର ସେକୁଲାରକରଣ ସର୍ବଥା ଅଦୁରଦର୍ଶିତାପୂର୍ଣ୍ଣ : ଶଙ୍କରାଚାର୍ଯ୍ୟ

 ପୁରୀ (ଶାସକ ପ୍ରଶାସକ) : ଶ୍ରୀ ରାମଭଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରକଳ୍ପ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ | ସେ ତାଙ୍କ ବାର୍ତ୍ତାରେ କହିଛନ୍ତି "ଶ୍ରୀ ରାମଭଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରକଳ୍ପର ସମ୍ପୂର୍ଣ୍ଣ…

କାରୋନା ମୃତକଙ୍କ ପିଲାଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ସମ୍ପୂର୍ଣ ନିଃଶୁଳ୍କ ଶିକ୍ଷା

କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବଡ ଘୋଷଣା କାରୋନାରେ ଅସହାୟ ହୋଇପଡିଥିବା ଓଡିଶାବାସୀଙ୍କୁ କିଛିଟା ଆଶ୍ଵସ୍ତି ଦେବ : ଡ଼ ସାମନ୍ତ  ଭୁବନେଶ୍ୱର(ଶାସକ ପ୍ରଶାସକ) :  ଓଡିଶା, ଭରତ ଓ ସମଗ୍ର ବିଶ୍ଵରେ କାରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ଵ ଏଥିରେ ଆକ୍ରାନ୍ତ ହୋଇଛି। …

ଆଜି “ଠ” ବୁଲାଇଦେଲା କରୋନା : ସବୁ ଜିଲ୍ଲାରୁ ବାଣ୍ଟିହୋଇ ବାହାରିଲେ ୧୩୭୬ କରୋନା ପଜିଟିଭ

ଆଜି ବି ୧୦ଜଣଙ୍କ ଯାଇଛି ଜୀବନ , ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୫ ହଜାର   ଗଂଜାମ ୪୮୪, ଖୋର୍ଦ୍ଧା ୧୮୭, କେନ୍ଦୁଝର ୧୦୩, କଟକ ୭୫, ଗଜପତି ୭୪  ଭୁବନେଶ୍ୱର (ଶାସକ ପ୍ରଶାସକ) :   ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ  କରି ଦେଇଛି…

କରୋନା ଭାରତ : ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୪୮  ହଜାର ଉପରେ

ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି  ୪୮,୬୬୧ ଜଣ କରୋନା ଆକ୍ରାନ୍ତ |  ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ  ୪୮,୬୬୧ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୦୫ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ…

କାର୍ଗିଲ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି 

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧରେ ଭାରତର ବିଜୟର 21 ତମ ବାର୍ଷିକୀ ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,  ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ  ଶ୍ରୀପଦ ନାୟକ ଏବଂ ତିନି ସେନା ସେବା ମୁଖ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। "କାର୍ଗିଲ ବିଜୟ ଦିବସରେ ମୁଁ ଦେଶର…