ନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍ ଆକାରର  ଟ୍ୟୁମର 

ସମ୍ ଅଲ୍ଟିମେଟ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର ଭୁବନେଶ୍ୱର(ଶାସକ ପ୍ରଶାସକ) : ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ରୋପଚାର  । ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ  ଟ୍ୟୁମରକୁ ଆଧୁନିକ…

 ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ…

• ରାଜ୍ୟର କରୋନା ସଂକ୍ରମିତଙ୍କ କାମରେ ଏହି ପ୍ଲାଜମା ଲାଗିପାରିଲେ, ମୋ ପାଇଁ ଆତ୍ମସନ୍ତୋଷର ବିଷୟ ହେବ • ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବା ସହ ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ନିବେଦନ ଭୁବନେଶ୍ୱର/କଟକ - କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ…

ମୋଦି ସରକାର ଥିବା ପର୍ଯ୍ୟନ୍ତ ଏମ୍ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ : ଧର୍ମେନ୍ଦ୍ର ପ୍ରଧାନ 

 ‘ନୂତନ କୃଷିନୀତି’ ଉପରେ ସାମ୍ବାଦିକ ସମ୍ମିଳନୀ ନୂଆ ନିୟମରେ ଏମ୍ଏସପି ବନ୍ଦ ହୋଇଯିବ ବୋଲି ଅପପ୍ରଚାର ସମ୍ପୂର୍ଣ୍ଣ ମିଥ୍ୟା ନୂତନ କୃଷି ନୀତି ଦ୍ୱାରା ରାଜ୍ୟରେ ମଣ୍ଡି ବ୍ୟବସ୍ଥା ବନ୍ଦ ହେବନାହିଁ ନୂଆ ବିଧେୟକ ଚାଷୀ ଓ ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବ ୧୦…

ବୁଗୁଡା ଏନଏସି ରେ ବିଜେଡି ର ମିଶ୍ରଣ ପର୍ବ

 ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗାନ୍ଧୀ ଜୟନ୍ତୀ ଦିବସରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ବୁଗୁଡା ଏନଏସି ର ବିଚିତ୍ର…

ପିସ୍ତଲ ମୁନରେ ୪ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଲୁଟ।

ବୁଗୁଡ଼ା /ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡ଼ା ଥାନା ଅଞ୍ଚଳରେ ଗତ କାଲି ଅକ୍ଟୋବର ୨ ତାରିଖ ମଧ୍ୟାହ୍ନରେ ପିସ୍ତଲ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କାର ରୂପା ଛଡ଼ାଇ ନେଇଥିବା ନେଇ ବୁଗୁଡା ଥାନାରେ ଅଭିଯୋଗ ହୋଇଛି। ଜଗନ୍ନାଥ ପ୍ରସାଦ ଥାନା ଖମାରପଲ୍ଲୀ ଗ୍ରାମର ରୂପା ଅଳଙ୍କାର…

ଝାରସୁଗୁଡ଼ା ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ !

"ଗାନ୍ଧୀଜୀ କା ଚଷମା " ଓ "ସ୍ୱଚ୍ଛ ଭାରତ" ଗାନ୍ଧୀଜୀଙ୍କର ଏକ ସ୍ୱପ୍ନ" ଶୀର୍ଷକ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଝାରସୁଗୁଡା /ସୁବାଷ ସାହାରେ- ଝାରସୁଗୁଡା ସ୍ଥିତ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିର ପରିସର ରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଏକ ନିଆରା ଢଙ୍ଗରେ ପାଲନ କରାଯାଇଛି ।…

୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ ସମ୍ବଲପୁରର ଯୋଶେଫ ତିର୍କୀ

ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ସେବା ଯୋଗାଉଛି ସୁନ୍ଦରଗଡ଼ର ଏଆରସି ସୁନ୍ଦରଗଡ଼(ଶାସକ ପ୍ରଶାସକ) : ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ…

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଜାତିର ଜନକ ମହାତ୍ମା…

ଗୋହତ୍ୟାକାରୀକୁ ଗିରଫ ଦାବିରେ ଚନ୍ଦନଭାଟି ଫାଣ୍ଡି ଘେରାଉ। 

ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଗତ ମାସ ୨୬ ତାରିଖରେ ସଦର ବ୍ଲକ କୁସ୍ ମେଲ୍ ଗ୍ରାମରେ ଗୋଟିଏ ଜୀବନ୍ତ ଗାଈ କୁ ୪ଜଣ ଅଭିଯୁକ୍ତ ହତ୍ଯା କରୁଥିବା ବେଳେ ଗ୍ରାମବାସୀ ଜଣକୁ କାବୁ କରି ପୋଲିସ ର ଯିମା ଦେଇଥିଲେ। ଓ ଅନ୍ୟ ତିନିଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର…

ଗାନ୍ଧି ଜୟନ୍ତୀ ଉପଲକ୍ଷେ ବୁଗୁଡ଼ା ଏନଏସିରେ ବିଭିନ୍ନ କାର୍ଯ୍ୟକ୍ରମ

ବୁଗୁଡା /  ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ  ଶୁକ୍ରବାର ଅକ୍ଟୋବର ୨ ତାରିଖ ଦିନ ସଫେଇ କାର୍ଯ୍ୟ, ସହର ସଫା ରଖିବା ପାଇଁ ଶପଥ ପାଠ ଓ ସହର ସଫା ରଖିବା ପାଇଁ ସାଇକେଲ ରାଲି ପ୍ରଭୃତି କାର୍ଯ୍ୟକ୍ରମ ଏନଏସି…