ଆଜି ଭୁବନେଶ୍ୱରରେ ୧୦୫  ପଜିଟିଭ 

ଦେଖନ୍ତୁ ୪୬   ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!! ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୧୧ କରୋନା ପଜିଟିଭ | ସେଥି ମଧ୍ୟରୁ ୫୯ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୬  ଜଣ ସାଧାରଣ ଅଂଚଳରୁ | ଫଳରେ…

କନ୍ଧମାଳ ଜିଲ୍ଲାରେ ଗର୍ବ ସାଜିଲେ ନିପଟ ମଫସଲ ଗାଁ ଗୋଇବନ୍ଧାର ମୀନାକ୍ଷୀ   

ଘୁ.ଉଦୟଗିରି:ଗଗନ କୁମାର ପ୍ରଧାନ: ଚେଷ୍ଟା ହିଁ  ସଫଳତାର  ଚାବିକାଠି l କଥାରେ ଅଛି ଦୃଢ ଇଛାଶକ୍ତି ଓ ଅଧ୍ୟବସାୟ ବଳରେ ଶୀର୍ଷର  ସୋପାନକୁ  ପହଞ୍ଚି ହୁଏ l କନ୍ଧମାଳର  ସୁନାଝିଅ ମିନାକ୍ଷୀ ମେଟ୍ରିକ ପରୀକ୍ଷାରେ ସମସ୍ତଙ୍କୁ  ପଛରେ ପକାଇ ଜ଼ିଲ୍ଲା ତଥା  ରାଜ୍ୟପାଇଁ  ଗୌରବ ଆଣିଛନ୍ତି l…

ସାଢେ ୮ ଟଙ୍କା କମିଲା ଡିଜେଲ ଦର

ଡିଜେଲ ଉପରେ ଦିଲ୍ଲୀ ସରକାର କମାଇଲେ ଭାଟ ନୂଆଦିଲ୍ଲୀ: ଦିଲ୍ଲୀ କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ୍ ଡିଜେଲ ଉପରେ ଭାଟ୍ ୩୦% ରୁ ୧୬.୭୫% କୁ ହ୍ରାସ କରିଛନ୍ତି | ଫଳରେ ଡିଜେଲ ମୂଲ୍ୟ ଲିଟର ପିଛା   82 ଟଙ୍କା ବଦଳରେ ୭୩.୬୪ ଟଙ୍କାକୁ କମିଛି | ଅର୍ଥାତ ଡିଜେଲ ଦର ଲିଟର ପିଛା 8.36 ଟଙ୍କା…

ନୟାଗଡ ଜିଲ୍ଲାରେ ପ୍ରଥମ ତିନି ସ୍ଥାନରେ ଝିଅ

ପ୍ରଥମ ଓ ତୃତୀୟ ସ୍ଥାନରେ ଓଡଗାଁ ରାଧାକାନ୍ତ ବାଳିକା ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଜ୍ଞା ଓ ମେଘନା  ଦ୍ଵିତୀୟ ସ୍ଥାନରେ ରହିଲେ  ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ମାନମୟୀ  ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଅନେକ ଆଶା ଆଶଙ୍କାକୁ ଦୁରେଇ ଦେଇ ମାଧ୍ୟମିକ ଶିକ୍ଷା…

ଟ୍ରାକରେ ଓହ୍ଳାଇଲା ରେଳ ସାଇକେଲ

ନୂଆଦିଲ୍ଲୀ(ଶାସକ ପ୍ରଶାସକ) ରେଳବାଇ ପକ୍ଷରୁ ରେଳ ଟ୍ରାକରେ ଓହ୍ଳାଇଛି  ରେଳ ସାଇକେଲ | ଟ୍ରାକ ଯାଞ୍ଚ, ମନିଟରିଂ ଏବଂ ଜରୁରୀ ମରାମତି ପାଇଁ ରେଳ ଟ୍ରାକରେ ଶୀଘ୍ର ଯାତ୍ରା କରିବା ପାଇଁ ଏହି ରେଲସାଇକେଲ ବେଶ ସହାୟକ ହେବ | ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା ଏକ ସରଳ ଉଦ୍ଭାବନ |…

ଜଗତସିଂହପୁର ଜିଲ୍ଲାରେ କରୋନା ସ୍ଥିତି ଓ ପ୍ଲାଜମା ଦାନ ସମ୍ପର୍କରେ ସମୀକ୍ଷା କଲେ ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ଅନୁଷ୍ଠିତ  ଏକ ବୈଠକରେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି…

ପଥର ମାଫିଆଙ୍କ କବଳରୁ ମୁକୁଳିବକି ପଥରଖଣି !

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ତହସିଲ ଅନ୍ତର୍ଗତ କୋମଣ୍ଡ କଣ୍ଟନମେଣ୍ଟ ଜୋନ ଅଞ୍ଚଳରେ ଚାଲିଥିବା ବେଆଇନ ମାଙ୍କଡା ଖଣିରେ ଚଢ଼ାଉ କରି 90 ହଜାର ଟଙ୍କାର ଜୋରିମାନା ଆଦାୟ କରିଛନ୍ତି ଓଡଗାଁ ତହସିଲଦାର । ଉକ୍ତ ଅଞ୍ଚଳରେ କରୋନା  ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ…

କରୋନାରେ ମୃତ୍ୟୁବରଣ କରିଥିବା ଦୁଇ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏ ସହାୟତା 

ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଗଣମାଧ୍ୟମ ପରାମର୍ଶଦାତା  ଭୁବନେଶ୍ୱର (ଶାସକ ପ୍ରଶାସକ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି । କରୋନା ମହାମାରୀ ସମୟରେ ସାହସର ସହ ଦାୟିତ୍ୱ…

ଆଇଏସଓ ସାର୍ଟିଫିକେଟ୍ ହାସଲ କରିବାରେ ବେଦାନ୍ତ “ନନ୍ଦଘର” ଓଡିଶାରେ ଆଗୁଆ |

ଭବାନୀପାଟଣା/ ଲାଞ୍ଜିଗଡ(ଶାସକ ପ୍ରଶାସକ) :  ବେଦାନ୍ତ ଗ୍ରୁପ୍‌ର ଫ୍ଲାଗସିପ୍ କର୍ପୋରେଟ୍ ସାମାଜିକ ଦାୟିତ୍ୱ ବା ସିଏସଆର  ପ୍ରକଳ୍ପ "ନନ୍ଦ ଘର" ଘୋଷଣା କରିଛି ଯେ ଓଡିଶାର କଳାହାଣ୍ଡିରେ ଥିବା ଏହାର ତିନୋଟି କେନ୍ଦ୍ର ସମ୍ମାନଜନକ ଆଇଏସଓ  ପ୍ରମାଣପତ୍ର ପାଇଛି। ପ୍ରାରମ୍ଭିକ ଶିକ୍ଷା ପ୍ରଦାନ,…

୨୮  ଜିଲ୍ଲାରୁ ୧୨୦୩   କରୋନା ପଜିଟିଭ 

 ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୦ ହଜାର  ଆଜି ଦଶ ଜଣ କରୋନା ଜନିତ ମୃତ୍ୟୁ ଘଟିଛି  ଭୁବନେଶ୍ୱର (ଶାସକ ପ୍ରଶାସକ) :  ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ  ରାଜ୍ୟରେ  ୧୨୦୩    କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ…