Sign in
Sign in
Recover your password.
A password will be e-mailed to you.
ଅଗଷ୍ଟ ୩ ରୁ ଉତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର, (ଶାସକ ପ୍ରଶାସକ) : ଆସନ୍ତା ସପ୍ତାହରେ ଉତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମୌସୁମୀ ଉତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତନ ଆସିବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ…
“ବିଜେପି କଲେ ଠିକ, କଂଗ୍ରେସ କଲେ ଭୁଲ”
ଜୟପୁର(ଏଜେନ୍ସି) ରାଜସ୍ଥାନ ରାଜନୀତି ଅନିଶ୍ଚିତତା ଭିତରେ ଗତି କରିଥିବା ବେଳେ ବିଏସପିର ୬ ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ଟାଣ ଓଟରା ଚାଲିଛି | ଏହାକୁ ବିଜେପି ବେଆଇନ ବୋଲି କରୁଥିବା ବେଳେ ତା ଜବାବ ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ | ସେ କହିଛନ୍ତି " ବିଜେପି…
ପଦ୍ମପୁର ବଣିକ ସଂଘ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର
ଦୋକାନ ବଜାର ସ୍ୱାଭାବିକ ଭାବେ ଖୋଲିବାକୁ ଅନୁମତି ଦେବାପାଇଁ କଲେ ଅନୁରୋଧ
ପଦ୍ମପୁର- ଚିର ମରୁଡି ପ୍ରପିଡିତ ଅଂଚଳ ଭାବେ ପଦ୍ମପୁର ସବଡିଭିଜନ ଟି ବେଶ ଭଲଭାବରେ ଓଡିଶା ମାନଚିତ୍ର ରେ ଅଦ୍ୟାବଧି ରହିଆସିଛିା ବର୍ତମାନ ବର୍ଷା ର ପରିମାଣ କମ ହେବାରୁ ଚାଷକାର୍ଯ୍ୟ ରେ ଅନେକ ବାଧା ଉପୁଜିବା ସଂଗେ…
ଲକ ଡାଉନ-ସଟ ଡାଉନ ସମୟ ରେ କୋରଡା ମାଡ !
ପଦ୍ମପୁର:- କରୋନା ମହାମାରୀ ପାଇଁ ପର୍ଯ୍ୟାୟ କ୍ରମେ କେନ୍ଦ୍ର ଓ ରାଜ୍ୟସରକାର ଲକ ଡାଉନ ସମେତ ବିଭିନ୍ନ ଦିଗକୁ ଦେଖି ଜନଜୀବନ ରକ୍ଷା ଉଦ୍ଦେଶ୍ୟ ରେ ସଟଡାଉନ ଘୋଷଣା ସ୍ୱାଗତଯୋଗ୍ୟ ପଦଯେପ ମାନ ନେଇଚାଲିଛନ୍ତି । ହେଲେ ନିରିହ ଗରିବ ଖଟିଖିଆ ଦିନ ମଜୁରିଆ କାମ ଧନ୍ଦା ନ ପାଇ ବର୍ତମାନ ସର୍ବଶାନ୍ତ…
ଜଗନ୍ନାଥ ଆମକୁ ବଞ୍ଚାଅ : ତଥାଗତ ସତପଥୀ
ଭୁବନେଶ୍ୱର : ବିଭିନ୍ନ ସମୟରେ ନିଜର ଶାଣିତ ମନ୍ତବ୍ୟ ପାଇଁ ଚର୍ଚାରେ ରହିଆସିଥିବା ଲୋକପ୍ରିୟ ଦୈନିକ ଖବରକାଗଜ ଧରିତ୍ରୀର ସମ୍ପାଦକ ତଥା ବିଜେଡିର ପୂର୍ବତନ ସଂସଦ ତଥାଗତ ସତପଥୀ ଏବେ ଉଠାଇଛନ୍ତି ଏକ ସମ୍ବେଦନଶୀଳ ପ୍ରସଙ୍ଗ | କିଛି ଦିନ ତଳେ ସୁନ୍ଦରପଡ଼ାର ଜଣେ ଗରିବ ଲୋକଙ୍କ ବିଦ୍ୟୁତ ବିଲ ୬…
ପ୍ରଶାସନର ବାଉଳା ତଥ୍ୟରେ ଲୋକେ କନଫ୍ୟୁଜ : ସ୍ଥାନୀୟ ସଂସ୍ପର୍ଶ ୧୧ ନା ୧୩
ମୟୂରଭଞ୍ଜ : ଆଜି ପୁଣି ୧୩ ନୂଆ ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୬୫୧କୁ ବୃଦ୍ଧି
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଜିଲ୍ଲାର ଉଦଳା ବ୍ଲକ ଖଲାଡ଼ି ପଞ୍ଚାୟତ କଇଁସାରୀ ଅଞ୍ଚଳରୁ- ୧, ଶାମାଖୁଣ୍ଟା ବ୍ଲକ ପାଇକବସା ଅଞ୍ଚଳରୁ-୧, କରଞ୍ଜିଆ ବ୍ଲକ ବଡ଼ଦେଉଳି ଅଞ୍ଚଳରୁ-୧, ଶୁକୃଳି ବ୍ଲକର…
ନୂଆ ୯୭ ଆକ୍ରାନ୍ତଙ୍କ ସହ କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୧୪୦୧ ରେ : ଜିଲ୍ଲାପାଳ ଅନୁପମ ସାହା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୯୭ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଜିଲ୍ଲାର ପାରଳାଖେମୁଣ୍ଡିରୁ ୫୮ ଜଣ , ରାୟଗଡ ବ୍ଳକରୁ ୫ ଜଣ , ଗୁମ୍ମା…
ରାଜ୍ୟରେ ୨୯ ଜିଲ୍ଲାରୁ ୧୪୯୯ ଜଣ ଚିହ୍ନଟ
ଗଂଜାମ ୩୬୮ ଜଣ, ଖୋର୍ଦ୍ଧା ୨୧୪, ଗଜପତି ୯୭, ଢେଙ୍କାନାଳ ୯୨, କୋରାପୁଟ ୮୧, ସୁନ୍ଦରଗଡ ୭୫, ନୟାଗଡ ୬୭
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୪୯୯ ଜଣ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୯୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୫୮୫ ଜଣ…
ଆଜି ୫୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ୭୭୯
ଦିନକରେ ସର୍ବାଧିକ ୬ ,୪୨ ,୫୮୮ ନମୁନା ପରୀକ୍ଷା
ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୫,୦୭୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୭୭୯ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬,୩୮,୮୭୧ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୫,୪୫,୩୧୮ …
ମୟୂରଭଞ୍ଜ :ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବାରିପଦା(ଦିଲ୍ଲୀପ ମହାନ୍ତି )- ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅଭିଯୋଗ ଆଣି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ…