Sign in
Sign in
Recover your password.
A password will be e-mailed to you.
ଦେଖନ୍ତୁ ଚାଲିବନି କେଉଁ ଟ୍ରେନ, ପ୍ରତ୍ୟାହାର ହେବ କେଉଁ ରହଣୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ପଶ୍ଚିମବଙ୍ଗରେ ହେଉଥିବା ଲକ୍ ଡାଉନ ପାଇଁ ପୂର୍ବ ତଟ ରେଳପଥର କେତେକ ଟ୍ରେନ ପ୍ରଭାବିତ ହେବ | ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନ ରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରିବାକୁ ପଡିବ…
ଭାରତୀୟ ଚିକିତ୍ସା ପଦ୍ଧତି ରେ ସବୁ ରୋଗର ଚିକିତ୍ସା ସମ୍ଭବ
ଆୟୁର୍ବେଦ ଉପରେ ବଢ଼ିବାରେ ଲାଗିଛି ଲୋକଙ୍କର ବିଶ୍ୱାସ
ବରଗଡ :- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବଟଗଡ଼ ,ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ପୁରୀ ରହିଛି ଔଷଧୀୟ ବୃକ୍ଷ, ଲତା ଗୁଳ୍ମ ଓ ଅନେକ କିଛି । ଅଂଚଳର ବୟୋଜ୍ୟେଷ୍ଠ…
ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ପ୍ରଦୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ସାହିତ୍ୟିକ ପ୍ରଦୋଷ ପଟ୍ଟନାୟକଙ୍କୁ ରବିବାର ଦିନ ବରେନ୍ଦ୍ର କୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ନ୍ୟାସର ସଦସ୍ୟମାନେ ପୁଷ୍ପଗୁଚ୍ଛ ଓ…
ପ୍ରବାସୀ ଶ୍ରମିକଙ୍କୁ ଉତ୍ସାହିତ କରିବାକୁ କୋଦାଳ ଧରିଲେ ଉପଜିଲ୍ଲାପାଳ
http://www.youtube.com/watch?v=EJQEo4S6c6c
ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ,ବରଗଡ ଜିଲ୍ଲାପାଳଙ୍କର ଦ୍ୱାରା ଜାରି କରାଯାଇଥିବା ଲକଡାଉନ ନିରୀକ୍ଷଣ କରିବା ପାଇଁ ଆଜି ସକାଳୁ ନିଜ ଅଫିସ ରୁ ବାହାରି ପଦ୍ମପୁର ସହର ଓ ଆଖପାଖ ପଂଚାୟତ ଗୁଡିକୁ ବୁଲିଥିଲେ ।…
ରାଜ୍ୟରେ ୨୯ ଜିଲ୍ଲାରୁ ୧୪୩୪ ଜଣ ଚିହ୍ନଟ
ଗଂଜାମ ୩୨୦ ଜଣ, ଖୋର୍ଦ୍ଧା ୨୧୮ , ରାୟଗଡାରୁ ୧୯୭, କଟକରୁ ୧୨୩, ଗଜପତିରୁ ୯୧
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୬୦୨ ଜଣ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୮୮୯ ଜଣ ଚିହ୍ନଟ ହୋଇଥିବା ବେଳେ ୫୪୫ ଜଣ ଚିହ୍ନଟ ହୋଇଛନ୍ତି |…
କରୋନା ମୁକାବିଲା : ଲୋକଙ୍କ ନିରାପତ୍ତା ପାଇଁ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କଲା ପାଇକମାଳ ପୋଲିସ
ବରଗଡ :- ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ମହାମରୀର ପ୍ରକୋପ । ଇତି ମଧ୍ୟରେ ଦୈନିକ ଦେଶରେ ପଚାଶ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଠାବ ହେଉଛନ୍ତି । ଅନ୍ୟପଟେ ବର୍ତ୍ତମାନ ପାର୍ବଣ ଋତୁ ମଧ୍ୟ ଆରମ୍ଭ ହେବାକୁ ବସିଲାଣି । ପ୍ରଥମେ ରଖୀ ପୂର୍ଣ୍ଣିମା , ବକରିଦ , ଆଗକୁ ଗଣେଶ ପୂଜା ,…
ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ମା ଭଣ୍ଡାର ଘରଣୀ ଯୁବା ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ…
ଧର୍ମଗଡ ସୁଶାନ୍ତ ରାଉତ : ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ମା ଭଣ୍ଡାର ଘରଣୀ ଯୁବା ଅନୁଷ୍ଠାନ ତେଲିପଳାସ (ଦର୍ଳି ପଡା) ଗ୍ରାମ୍ୟ ମିଳିତ ଆନୁକୁଲ୍ୟରେ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…
ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଟପିଲା ୧୭ ଲକ୍ଷ, ମୃତ୍ୟୁ ଟପିଲା ୩୭ହଜାର
୨୪ ଘଣ୍ଟା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୪ ହଜାରରୁ ଅଧିକ
କମିଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢିଛି ମୃତ୍ୟୁସଂଖ୍ୟା ନମୁନା ପରୀକ୍ଷା କମିଛି, ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି
ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୪,୭୩୬ କୋଭିଡ ପଜିଟିଭ କେଶ…
କୂଅରେ ଭାସୁଛି ନବଜାତ ଶିଶୁର ଶବ
ବୌଦ୍ଧ(ଶାସକ ପ୍ରଶାସକ)- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡି ପଟେ ଥିବା ଏକ କୂଅ ମଧ୍ୟରେ ଗୋଟିଏ ନବଜାତକ ଶିଶୁର ଶବ ଭାସୁଥିବା ଆଜି ସକାଳୁ ଦେଖିବାକୁ ମିଳିଛି l ଶବଟି ଗୋଟିଏ ନବଜାତ ଶିଶୁ ପୁତ୍ର ବୋଲି ଜଣାପଡିଛି l ଆଜି…
ନେପାଳର ବି ବହପ, ଭାରତକୁ ପଠାଇଵ ବିବାଦୀୟ ମ୍ୟାପ
କାଠମାଣ୍ଡୁ(ଏଜେନ୍ସି) : ମଉକା ଦେଖି ଆଖି ଦେଖାଉଥିବା ନେପାଳ ଏବେ ବହପ ଦେଖାଇବାରେ ଆଉ ପାଦେ ଆଗକୁ ପକାଇଛି | ଭାରତର ପରାମର୍ଶକୁ "ଫୁ" କରି ବିବାଦୀୟ ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିଅଂଚଳ ନେପାଳର ବୋଲି ଦାବି କରିବା ସହ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଏବେ ଆଉ ଗୋଟେ ପାଦ ଆକୁ…