ବଡଧରଣର ମାଓ ଆକ୍ରମଣକୁ ପଣ୍ଡ କଲା ଛତିଶଗଡ଼ ପୋଲିସ ।

0

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ସୀମାନ୍ତ ପଡୋଶି ଛତିଶଗଡ଼ ରାଜ୍ୟ ଦାନ୍ତେବାଡା  ଜିଲ୍ଲାର DRG ଫୋର୍ସ ଦ୍ୱାରା କୁମ୍ବି ସମୟରେ ବିସ୍ଫୋରକ ନକ୍ସଲ ସାମଗ୍ରୀ ଜବତ । ଦନ୍ତେବାଡା DRG ଯବାନ କେରାଣ୍ଡୁଲ ଏବଂ ଫାର୍ଶପାଳ  ସୀମା ଅନ୍ତର୍ଗତ ଗ୍ରାମ ଇନ୍ଦ୍ରିପାଲ ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ  ଆରମ୍ଭ କରିଥିଲା ​​| ପୋଲିସ ଆସିବା ଅନୁମାନ କରି ନକ୍ସଲ ଛାତ୍ରଭଙ୍ଗ ଦେଇ ଥିଲେ । କିନ୍ତୁ  ନକ୍ସଲମାନଙ୍କୁ ପୋଲିସ ଦଳ ଗୋଡ଼ାଇଥିଲେ  ଜଙ୍ଗଲ-ପାହାଡ଼ର ସୁଯୋଗ ନେଇ ନକ୍ସଲ ମାନେ ଖସି ପଳାଇବାରେ ସଫଳ ହୋଇଥିଲେ |  ଏହି ସମୟ ମଧ୍ୟରେ ମାଓବାଦୀ ଶିବିରରୁ ୨ଟି .315 ରାଇଫଲ, ଟେଣ୍ଟ ସାମଗ୍ରୀ, ନକ୍ସଲାଇଟ୍ ୟୁନିଫର୍ମ, ମାନଚିତ୍ର, ଟର୍ଚ୍ଚ, ପଲିଥିନ, ଦଉଡି, ପ୍ଲେଟ, ଔଷଧ ବ୍ୟାଟେରୀ, ଫାୟାରଫ୍ରାକର୍, ନକ୍ସଲାଇଟ୍ ସାହିତ୍ୟ ଏବଂ ଅନ୍ୟାନ୍ୟ ନିତ୍ୟଵ୍ୟଵହାର ଉପଯୋଗୀ ସାମଗ୍ରୀ ଉଦ୍ଧାର କରାଯାଇଥିଲା।  ମାଓବାଦୀ ଶିବିରକୁ ଭାଙ୍ଗି ଦିଆଯାଇଥିଲା।  ମାଓବାଦୀ ଶିବିର କୁ ଡ଼ଃ ସୁରକ୍ଷା ବାହିନୀ ଦ୍ୱାରା ଏହି ଅଞ୍ଚଳକୁ ଜଗି ରହିଛନ୍ତି।

Leave A Reply

Your email address will not be published.