Sign in
Sign in
Recover your password.
A password will be e-mailed to you.
ଏପଟେ ଜାତିଆଣ ଭାବ, ସେପଟେ କରୋନା ଭୟ : ଚକ୍ରବ୍ୟୁହରେ ଫସିଛି ମଣିଷପଣିଆ
ପଡ଼ିରହିଲା ଶବ, କାନ୍ଧ ଦେବାକୁ ଆସିଲେନି ଆତ୍ମୀୟ : ଶେଷରେ ସରପଂଚ ଆସି କଲେ ଅନ୍ତିମ ସଂସ୍କାର
ଗାଇସିଲେଟ/କେଦାର ନାଥ ସାହୁ: ଗାଁରେ ଜାତିଆଣ ଭାବ, ଆଉ ଆର ଗାଁରେ ଥିବା ଆତ୍ମୀୟଙ୍କ ମନରେ କାରଣ ଭୟ | ହଜାଇଦେଲା ମଣିଷ ପଣିଆ | ମଲାପରେ କେହି ଆସିଲେନି କାନ୍ଧ ଦେବାକୁ | ହେଲେ ଶେଷରେ ମଣିଷ…
କିମ୍ସରେ ଯୋଗଦେଲେ ଡା. ବିଧୁକଲ୍ୟାଣ ମହାନ୍ତି ଓ ଡା. ହେମନ୍ତ କୁମାର କର
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡା. ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର କର କଳିଙ୍ଗ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ)ରେ ଯୋଗ ଦେଇଛନ୍ତି । ଡା. ମହାନ୍ତି କିମ୍ସ କ୍ୟାନ୍ସର ସେଣ୍ଟରର…
ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକ ଙ୍କ ଚେତାବନୀ, ଓଭର ଲୋଡିଂ ବନ୍ଦ ନକଲେ ଆମରଣ ଅନଶନ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ରେଙ୍ଗାଲି ସ୍ଥିତ ଶ୍ୟାମମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକ ଙ୍କ ଦାବୀ କୁ ପ୍ରଶାସନ ର ଅଣଦେଖା l ବାରମ୍ବାର ଦାବୀ କରିବା ସତ୍ୱେ କମ୍ପାନୀ ଜ଼ିଲ୍ଲା ପ୍ରଶାସନ ନା କମ୍ପାନୀ କର୍ତ୍ତୃପକ୍ଷ କେହି କର୍ଣପାତ କରୁ ନ…
ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିରର ଭୂମିପୂଜନର ପ୍ରସାଦ ବଣ୍ଟନ କଲା ସମ୍ବଲପୁର ବିଜେପି
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ଆଜି ସନାତନ ଧର୍ମର ପୁରାଣରେ ସ୍ବର୍ଣ୍ଣିମ ଦିବସ ଲିପିବଦ୍ଧ ହୋଇଯାଇଛି । ଗତ ୨୦୧୯ ନଭେମ୍ବର ୯ ତାରିଖ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟାର ବିବାଦୀୟ ଜମି ପ୍ରସଙ୍ଗରେ…
ସମ୍ବଲପୁରରେ ଫୁଟିଲା ବିରଳ ହଜାରେ ପାଖୁଡା ବିଶିଷ୍ଟ ପଦ୍ମଫୁଲ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ରେ ହଜାରେ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ଫୁଟାଇବା ସମ୍ଭବ ହୋଇପାରିଛି, ଯାହାକି ଏକ ବିରଳ ଫୁଲ ବୋଲି ଜଣା ପଡିଛି । ଏହି ବିରଳ ପଦ୍ମଫୁଲ ବଗିଚାରେ ଫୁଟାଇବା ରେ ସଫଳତା ହାସଲ କରିଛନ୍ତି ସମ୍ବଲପୁର କଲ୍ୟାଣ ନଗର ନିବାସୀ ଯୁବ ଉଦ୍ୟମୀ ସମାଜସେବୀ …
ରେଲୱେ ଧାରଣା ନିକଟରେ କ୍ଷତବିକ୍ଷତ ଚିତାବାଘର ମୃତଦେହ
ଝାରସୁଗୁଡ଼ା :(ସୁଭାଷ ସହାରେ)/ଝାରସୁଗୁଡ଼ା , ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଫରେଷ୍ଟ ରେଞ୍ଜର ବଡ଼ ରାମପିଆ ଗ୍ରାମର ରେଲୱେ ଧାରଣା ନିକଟରେ ଏକ କ୍ଷତବିକ୍ଷତ ଚିତାବାଘର ମୃତଦେହ ମିଳିଛି। ଚିତାବାଘଟି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଲୋକଙ୍କୁ ଆକ୍ରମଣ କରି ବଡ଼ ରାମପିଆ ଗ୍ରାମର ଚାରିଜଣ ଲୋକଙ୍କୁ…
ବିଧବା ଅସହାୟ ବୃଦ୍ଧାଙ୍କୁ ଦଳିଦେଲେ ଦୁଇହାତୀ
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ଜିଲ୍ଲା କିର୍ମିରାବ୍ଳକ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମ ସିଂହିପଡାର ଏକ ବୃଦ୍ଧା ବିଧବା ଅସହାୟ ମହିଳା ଜମୁନା ବେହେରା(୭୦) ସରକାରଙ୍କ ଦ୍ଵାରା ନିଜେ ପାଇଥିବା ଇନ୍ଦିରା ଆବାସ କୁ ସଉତ ପୁଅ ହୃଦାନନ୍ଦ ବେହେରା ଅକ୍ତିଆର କରି ରହିଥିବା ବେଳେ ବୃଦ୍ଧା…
ପ୍ଲାଜମା ଦାନ କରିଥିବା ଦୁଇଜଣ ଙ୍କୁ ପ୍ରଶାସନ ର କୃତଜ୍ଞତା
ଝାରସୁଗୁଡ଼ା :(ସୁଭାଷ ସହାରେ)/ଝାରସୁଗୁଡ଼ା। ରାଉରକେଲା ସ୍ଥିତ ଆଇଜିଏଚ୍ ରେ କୋରୋନା ସଂକ୍ରମଣ ରୁ ସୁସ୍ଥ ହୋଇ ଝାରସୁଗୁଡ଼ା ର ଦୁଇ ଜଣ ବ୍ୟକ୍ତି ତାଙ୍କର ପ୍ଲାଜମା ଦାନ କରିଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି। କୋରୋନା ସଂକ୍ରମଣ ରୁ ସୁସ୍ଥ ହେବାର ୨୮ ଦିନ ପରେ ଉକ୍ତ…
ଶ୍ରୀରାମ ଭୂମି ପୂଜନ ଉତ୍ସବ ଅବସରରେ ମିଷ୍ଟାନ୍ନ ବଣ୍ଟନ କରି ଶୁଭେଚ୍ଛା ଜଣାଇଲେ ମୁସଲମାନ ଯୁବକ ।
ବରଗଡ଼ (ଶାସକ ପ୍ରଶାସକ): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ରାମଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜା ହେବା ସହ ଶିଳାନ୍ୟାସ ଶେଷ ହୋଇଛି। ଦୀର୍ଘ ୫୦୦ ବର୍ଷର ବିବାଦ ଓ ୭ ଦଶନ୍ଧିର ଅଦାଲତ ଲଢ଼େଇ ପରେ ହିନ୍ଦୁ ଧର୍ମର ବିଶ୍ୱାସ ଓ ଆସ୍ଥାର ପ୍ରତୀକ ରାମ…
ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର
ଗଙ୍ଗାଧର ମେହେର ଜୟନ୍ତୀରେ ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନାଚକ୍ର
ପଦ୍ମପୁର- ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶା କମ୍ୟୁନିଟି ତରଫରୁ ଭରଚୁଆଲ ଭାବରେ…