ମୁଁ ସଙ୍ଗରୋଧରେ ଅଛି : ଡାନି 

0

 ଭୁବନେଶ୍ୱର (ଶାସକ ପ୍ରଶାସକ) ବିଜେଡିର ଟାଣୁଆ ଯୁବ ନେତା, ବରିଷ୍ଠ ସାଧାରଣ ସମ୍ପାଦକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କ ଦେହରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ ଡାକ୍ତରଙ୍କ ପରାମର୍ଶରେ  ସଙ୍ଗରୋଧରେ ଅଛି | ସେ ନିଜେ ଏହା ଟୁଇଟ କରି ସୂଚାଇ ଛନ୍ତି | ସେ ଟୁଇଟରେ କହିଛନ୍ତି ”  ମୁଁ_ସଂଗରୋଧରେ_ଅଛି | ଯଦିଓ Coronaର କୌଣସି ଲକ୍ଷଣ ନାହିଁ; କିନ୍ତୁ ମୋର ସ୍ୱାବ ଟେଷ୍ଟ ରିପୋର୍ଟ Positive ଆସିଛି।  ଡାକ୍ତରଙ୍କ ପରାମର୍ଶରେ ମୁଁ  2ସପ୍ତାହ ସଂଗରୋଧରେ ରହୁଛି।” 

Leave A Reply

Your email address will not be published.