ବୁର୍ଲା ରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁର୍ଲାର ଭିମ୍‌ସାରରେ ପ୍ଲାଜମା ବ୍ୟାଙ୍କକୁ ବୁଧବାର ଭିଡ଼ିଓ କନଫରେନ୍ସ ଜରିଆ ରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖମନ୍ତ୍ରୀ  ପ୍ଲାଜମା ଦାନ ଲାଗି କରୋନାରୁ ସୁସ୍ଥ ହୋଇଥିବା ସମସ୍ତଙ୍କୁ  ଆହ୍ନାନ କରିଛନ୍ତି  l…

ଆଖି ନାହିଁ, ଆଉ ଆଖି ସାଜିଥିବା ଜୀବନସାଥୀକୁ ବି ପକ୍ଷାଘାତ : ଅସହାୟ ରଘୁ ପ୍ରଶାସନର ଦ୍ୱାରସ୍ଥ 

 " ସମସ୍ତଙ୍କ ଦୁଃଖ ବୁଝୁଛନ୍ତି ଉପଜିଲ୍ଳାପାଲ, ମୋ ଦୁଃଖ ବି ନିଶ୍ଚୟ ବୁଝିବେ " ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ  ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗଙ୍କ  ଏକ ଦୁଃଖଦ କାହାଣୀ । ଜନ୍ମ ରୁ ଦୁଇ ଆଖି ନଷ୍ଟ । ବହୁ ବାଧା ବିଘ୍ନ…

ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟ୍ ନୀରବ ପ୍ରାର୍ଥନା ସହ ଶପଥ ପାଠ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୫ ତାରିଖ ସଂଧ୍ୟା ୬ ଘଣ୍ଟା ସମୟରେ ନିଜ ଘରେ ତଥା ଯିଏ ଯେଉଁଠାରେ ବି ଥାନ୍ତୁ ସେହିଠାରେ ଠିଆ ହୋଇ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା ସହ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ ପାଠ କାର୍ଯ୍ୟକ୍ରମରେ ଭାଗ…

ବେଦାନ୍ତ ଲିଃ ଝାରସୁଗୁଡ଼ାର ଶିକ୍ଷା କାର୍ଯ୍ୟକ୍ରମରେ ମ୍ୟାଟ୍ରିକ ପରୀକ୍ଷାର ସଫଳତା

ଝାରସୁଗୁଡା, (ସୁଭାଷ ସହାରେ) : ବେଦାନ୍ତ ଲିଃ ଝାରସୁଗୁଡା ଏହାର ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ  ଅଭିନନ୍ଦନ ଜଣାଇଛି। ଏହି ଅଞ୍ଚଳରେ ବେଦାନ୍ତର ଦୁଇଟି ମୁଖ୍ୟ ଶିକ୍ଷା କାର୍ଯ୍ୟକ୍ରମ ଜାରି ରହିଛି।…

ପୋଖରୀରେ ବୁଡି ଯୁବକ ମୃତ

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଫାଣ୍ଡି ଅନ୍ତର୍ଗତ କିରାରମା ଗାଁ ପୋଖରୀରେ ଗତ ବୁଧବାର ରାତିରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ହେଲେ କିରାରମା ଗ୍ରାମର ଯଦୁମଣି ପ୍ରଧାନ(୨୩) ବୋଲି…

ଜାମ୍ମୁ ଓ କାଶ୍ମୀରର ନୂତନ ଉପରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଲେ ବୈଜୟନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଜାମ୍ମୁ ଓ କାଶ୍ମୀରର ନୂତନ ଉପରାଜ୍ୟପାଳ ମନୋଜ ସିହ୍ନାଜୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ମନୋଜଜୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ସେ ନମ୍ର କିନ୍ତୁ ଅତ୍ୟନ୍ତ ବୁଦ୍ଧିମାନ,…

ଆଜି ଓଡ଼ିଶାରେ କରୋନା ୧୬୯୯, ସ୍ଥାନୀୟ ସଂକ୍ରମିତ ୬୨୬

ଆଜି କରୋନାରେ ଯାଇଛି ୧୦ ଜଣଙ୍କ ଜୀବନ |    ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୬୯୯  ଜଣ ଚିହ୍ନଟ  ହୋଇଛନ୍ତି |  ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ  ୧୦୭୩   ଜଣ ଚିହ୍ନଟ ହୋଇଥିବା ବେଳେ  ୬୨୬ ଜଣ ଚିହ୍ନଟ ହୋଇଛନ୍ତି ସ୍ଥାନୀୟ ଅଂଚଳରୁ  |ଆଜି କରୋନାରେ…

କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏସପି ଓ ଆରକ୍ଷୀ ବାହିନୀ ପକ୍ଷରୁ ନୀରବ ପ୍ରାର୍ଥନା ଓ ଶପଥ

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ  ସଂଗ୍ରାମ ଚଳାଇ ଆସୁଥିବା କୋଭିଡ଼-୧୯ ଯୁଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ତ୍ୟାଗକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୬ଟା ସମୟରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ…

କରୋନାରେ ବଢିଛି ମରଣ : ଗତ ୨୪ ଘଣ୍ଟା ଭିତରେ ୫୬ ,୨୮୨/୯୦୪ 

ନୂଆଦିଲ୍ଲୀ : ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୬ ,୨୮୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୦୪ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯,୬୪,୫୩୭  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୫,୯୫,୫୦୧  ଜଣ | ଏ ଯାବତ ଦେଶରେ ୧୩,୨୮,୩୩୭  ଜଣ ସୁସ୍ଥ ହୋଇ ଘରକୁ…

ବିଳମ୍ବିତ ରାତିରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଗିରିଶ ମୁର୍ମୁ, ହେବେ ଦେଶର ସିଏଜି 

ବରିଷ୍ଠ ବିଜେପିନେତା ମନୋଜ ସିହ୍ନା ହେଲେ କାଶ୍ମୀର ଉପରାଜ୍ୟପାଳ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଜାମ୍ମୁ-କାଶ୍ମୀରର  ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିବା ସହ ବରିଷ୍ଠ ବିଜେପି ନେତା ମନୋଜ ସିହ୍ନାଙ୍କୁ  ରାଷ୍ଟ୍ରପତି ରାମ ନାଥ କୋବିନ୍ଦ…