Sign in
Sign in
Recover your password.
A password will be e-mailed to you.
ସୁନ୍ଦରଗଡ଼ ଏସପି ସାଗରିକା ନାଥଙ୍କ ତ୍ବରିତ ପଦକ୍ଷେପ : ଲକ୍ଷାଧିକ ଟଙ୍କାର ଠକେଇ ସାମଗ୍ରୀ ଜବତ, ୨ ଗିରଫ
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ବିଭିନ୍ନ ଉପାୟରେ ହେଉଥିବା ଠକେଇ ଘଟଣା ପୁଲିସର ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ସହରର ଏକ ଅତ୍ୟାଧୁନିକ ସୋ ରୁମରୁ ଲକ୍ଷାଧିକ ଟଙ୍କାର ଠକେଇ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ଠକେଇ ଘଟଣାକୁ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ…
ପୁନର୍ଗଠିତ ହେବ ୨୨୦ଟି ଥାନା ପାଇଁ ୯୦୫ ଟି ପଦବୀ: ଟୁଇଟ କରି ଧନ୍ୟବାଦ ଜଣାଇଲେ ଝାରସୁଗୁଡା ଏସପି
ଝାରସୁଗୁଡ଼ା :(ସୁଭାଷ ସହାରେ) ରାଜ୍ୟ ପୋଲିସ ବିଭାଗରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାରେ ପଦକ୍ଷେପ ନେଇଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ରାଜ୍ୟର ୨୨୦ଟି ଥାନାର ୯୦୫ଟି ପଦବୀର ପୁନର୍ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ଡିଜିଙ୍କୁ…
ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଲା ନିଷ୍ଠା ପରିବାର
ବରଗଡ :- ପୁଣିଥରେ ଚର୍ଚ୍ଚାରେ ବରଗଡ଼ ଜିଲ୍ଲାର ନିଷ୍ଠା ପରିବାର ଓ ଏହାର ସାଧାରଣ ସଂପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ । ସାମାଜିକ ଗଣମାଧ୍ୟମ ରୁ ଜଣେ ଅସହାୟ ବୃଦ୍ଧ ଦମ୍ପତିଙ୍କ କରୁଣ କାହାଣୀ କଣିବା ପରେ ‘ନିଷ୍ଠାର’ ସମ୍ପାଦକ ସମାଜସେବୀ ଅଶ୍ୱିନୀ ତ୍ରିପାଠୀ ସେମାନଙ୍କୁ ଡାକ୍ତରଖାନା…
ଲୋକଙ୍କର ସମସ୍ୟା ବୁଝିବାକୁ ଲୋକଙ୍କର ଦ୍ୱାରରେ ଉପଜିଲ୍ଲାପାଳ
ବରଗଡ :- ଅନେକ ଅଧିକାରୀ ଅଛନ୍ତି ଯେଉଁମାନେ କେବଳ ନାମକୁ ମାତ୍ର ନିଜର କର୍ତ୍ତବ୍ୟ କରିଥାନ୍ତି । ଅନେକ ଏମିତିବି ଅଛନ୍ତି ଯେଉଁମାନେ କେବଳ ଠକିବାରେ ମାହୀର । ଅନେକ ଅଧିକାରୀ ଲୋକଙ୍କର ସେବା କରିବାକୁ ନିଯୁକ୍ତ ଥାଇ ମଧ୍ୟ ଲୋକଙ୍କ ସହିତ କଥା ହେବାକୁ ବି ରାଜି ନୁହନ୍ତି । କିନ୍ତୁ ପଦ୍ମପୁର…
ସନ୍ଦେହ ଘେରରେ ମାଁ ଝିଅର ମୃତ୍ୟୁ ଘଟଣା , ମାଜିଷ୍ଟ୍ରେଟଙ୍କର ଉପସ୍ଥିତିରେ ଶବ ଜବତ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତେଙ୍ଗା ଗ୍ରାମପଞ୍ଚାୟତ ର କୁତ୍ରମାଲ ଗ୍ରାମର ପୁଟୁ ବଂଛୋର ଙ୍କର ସ୍ତ୍ରୀ ଓ ତାଙ୍କର ପାଞ୍ଚ ବର୍ଷୀୟ ଝିଅ ତାଙ୍କର ବିଲର ଏକ ପତିତ୍ୟକ୍ତ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ପରିବାର ତରଫରୁ ଗତକାଲି ପାଇକମାଲ ଥାନାରେ ରିପୋର୍ଟ କରା ଯାଇଥିଲା…
ଆଜିଠୁ ପ୍ରଥମ ଅନ୍ଲାଇନ୍ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ
ନୂଆଦିଲ୍ଲୀ : ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆଜିଠାରୁ ଆରମ୍ଭ ହୋଇ ତିନି ସପ୍ତାହ ବ୍ୟପି ଚାଲିବାକୁ ଥିବା ଏହି ଦେଶାତ୍ମବୋଧକ ଚଳଚିତ୍ର ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏକ ଅଂଶବିଶେଷ । ସୂଚନା ଓ…
ରେଙ୍ଗାଲି ବ୍ଳକ ଗୁମଲୋଇ ଗାଁରେ ୧୪୪ ଧାରା ଜାରି l
ରେଙ୍ଗାଲି, (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରିଚାଲିଛି। ବ୍ଳକରେ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଶୁକ୍ରବାର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ୨ ଜଣ…
ଘୁ.ଉଦୟଗିରିଠାରେ ସେବାଭାରତ ସଂସ୍ଥାର ଲେଥା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖାଦ୍ୟସମଗ୍ରୀ
ଘୁ.ଉଦୟଗିରି: ଗଗନ କୁମାର ପ୍ରଧାନ: କରୋନା ମହାମାରୀ ଆସିଲା ଏବଂ ସମଗ୍ର ପୃଥିବୀକୁ କଲା ଅସ୍ତବ୍ୟସ୍ତ I ସବୁ କିଛି ଠପ I ପେଟକୁ ଦାନା ପାଇଁ ସଂଗ୍ରାମ କରୁଛନ୍ତି ସାଧାରଣ ଜନତା I ଏହି ମହାମାରୀ ସମୟରେ ଗରିବଙ୍କ ସାହାଭରସା ସାଜିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ବେଚ୍ଛାସେବୀ ସଂସ୍ଥା I ଗାଁ…
ହୋଟେଲ୍ ଶିଳ୍ପ କ୍ଷେତ୍ରରେ ପ୍ରଭୁତ ଗବେଷଣାର ସୁଯୋଗ ରହିଛି : ବିଶେଷଜ୍ଞ
ଭୁବନେଶ୍ୱର (ଶାସକ ପ୍ରଶାସକ) : ହୋଟେଲ ଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃହତ ଗବେଷଣାର ପ୍ରଭୁତ ସୁଯୋଗ ରହିଥିବା ବେଳେ ତାହା ସମ୍ଭବ ହୋଇନାହିଁ । ମାତ୍ର କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ କ୍ଷେତ୍ରରେ ଯୋଜନା ଏବଂ କ୍ଷତି ପରିଚାଳନା ଜରୁରୀ ବୋଲି ଜଣେ ବିଶେଷଜ୍ଞ ମତ ପ୍ରକାଶ…
ନୂଆପଡା ଜିଲ୍ଲା ପ୍ରଶାସନ ଓ ଏନଆରଇଜିଏସ ଲୋକପାଳଙ୍କ ମଧ୍ୟରେ ଟଣା ଓଟରା
ନୂଆପଡା(ଅମିତା ପୁରୋହିତ ); ଏନ.ଆର. ଇ.ଜି.ଏସ ଲୋକପାଳ ପଦବିର ପୁନଃନିଯୁକ୍ତି ପାଇଁ ଜିଲ୍ଲା ପ୍ରଶାସନ ଓ ଲୋକପାଳଙ୍କ ମଧ୍ୟରେ ଟଣା ଓଟରା ଦେଖା ଦେଇଛି । ଏନେଇ ପୂବର୍ତ୍ତନ ଏନଆରଇଜିଏସ ଲୋକପାଳ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନୂଆପଡା ଜିଲ୍ଲା ପ୍ରଶାସନ ଉପରେ ବିଶୋଦଗାର କରିଛନ୍ତି । ଗତ…