ଶାସ୍ତ୍ରୀୟ ସଙ୍ଗୀତ ପାଇଁ ସଂଗୀତ ନାଟକ ଏକାଡେମୀ ସମ୍ମାନ ହେଲା “ସୁନନ୍ଦା ସମ୍ମାନ”

0

“ସୁନନ୍ଦା ସମ୍ମାନ” ବାବଦରେ ଦିଆଯିବ  ୨ଲକ୍ଷ ୫୦ହଜାର ଅର୍ଥ ରାଶି 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଶିଷ୍ଟ ସଙ୍ଗୀତ ଗୁରୁ ସ୍ୱର୍ଗତଃ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ସୁନନ୍ଦା ସମ୍ମାନ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଅସାମାନ୍ୟ କୃତୀତ୍ୱ ହାସଲ କରିଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ଆଦେଶ ରହିଥିଲା । ଏପରି ସମ୍ମାନ ବ୍ୟବସ୍ଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ କରାଯିବ। ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯେଉଁ ପୁରସ୍କାର ଶାସ୍ତ୍ରୀୟ ସଙ୍ଗୀତ ପାଇଁ ପ୍ରଦାନ କରୁଅଛି ତାହା “ସୁନନ୍ଦା ସମ୍ମାନ” ନାମରେ ନାମିତ କରାଗଲା। “ସୁନନ୍ଦା ସମ୍ମାନ”ର ରାଶି ୨ଲକ୍ଷ ୫୦ହଜାର କରିବା ପାଇଁ ମୁଖ୍ୟମନ୍ତ୍ରୀ  ଅନୁମୋଦନ କରିଛନ୍ତି |

Leave A Reply

Your email address will not be published.