Sign in
Sign in
Recover your password.
A password will be e-mailed to you.
କୂଅରୁ ମାଁ ଓ ଝିଅଙ୍କ ମୃତଦେହ ଉଦ୍ଧାର କଲେ ପରିବାର ଲୋକେ
ପୋଲିସ ଖୋଜୁଛି ମୃତ୍ୟୁର କାରଣ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତେଙ୍ଗା ପଂଚାୟତ ର ପୁଟୁ ବଂଛୋର ଙ୍କର ପତ୍ନୀ ପ୍ରେମ ବଂଛୋର (25) ଓ ତାଙ୍କର ପାଞ୍ଚ ବର୍ଷର ନାବାଳିକା ଝିଅ ର ମୃତଦେହ ପରିବାର ଲୋକେ ଏକ କୂଅରୁ ଉଦ୍ଧାର କରିଥିବା ଜଣା ପଡ଼ିଛି । ପରିବାର ଲୋକଙ୍କ କହିବା…
ପ୍ରତି ବ୍ଲକରେ ଆପିକଲ୍ ମାଧ୍ୟମରେ କୃଷି ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ମନ୍ତ୍ରୀଙ୍କ ନିର୍ଦ୍ଦେଶ
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଭରପୂର ସୁଯୋଗ ରହିଛି
ବ୍ୟାଙ୍କ ଋଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ସମନ୍ୱୟ ରକ୍ଷା କରନ୍ତୁ ଅଧିକାରୀ
"ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା'କୁ ଅଧିକ ଲୋକପ୍ରିୟ କରାଇବା…
ୱେସ୍କୋର ଇଏ କି ମନାମାନୀ : ବିଲ ନାହିଁ , ନୋଟିସ ନାହିଁ , କାଟିଦେଲା ଲାଇନ
ଲୋକେ ଖାଇବାକୁ ପାଉନାହାନ୍ତି, କରୋନା ବେଳେ ଗରିବଙ୍କ ପିଠିରେ ପହଁରା
ବିଦ୍ୟୁତ ସଂଯୋଗ ପାଇଁ ବିପିଏଲ ଗ୍ରାହକଙ୍କୁ ମାଗୁଛି ପାଂଚ ହଜାର
ବିଦ୍ୟୁତ ସଂଯୋଗ ନଦେଲେ ଆମରଣ ଅନଶନ କରିବେ ବୋଲି ଗ୍ରାମବାସୀଙ୍କ ନିଷ୍ପତ୍ତି
ବରଗଡ଼(ଶାସକ ପ୍ରଶାସକ)- କରୋନା ମହାମାରୀ ଯୋଗୁଁ…
ରାଜ୍ୟ ସରକାରଙ୍କ ୫୦୦ ଶହ କୋଟି ଟଙ୍କାର କର୍ପସ ପାଣ୍ଠି କୁଆଡେ ଗଲା :ଗୋଲକ ମହାପାତ୍ର
କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଏବଂ ତାଙ୍କ ଅଧିକାରୀ ମାନେ ଚାକିରୀ ଦେବା କହି ପ୍ରବାସୀ ଶ୍ରମିକମାନଙ୍କୁ ମିଥ୍ୟା ପ୍ରତିଶୃତି ଦେବା ଅତ୍ୟନ୍ତ ନିନ୍ଦନୀୟ
କାମଧନ୍ଦା ଓ ରୋଜଗାର ନମିଳିବାରୁ ଅନେକ ଶ୍ରମିକ ପଳାୟନ କରୁଛନ୍ତି
ସୁପ୍ରିମକୋର୍ଟ ନିର୍ଦ୍ଦେଶ ସତ୍ୱେ ରାଜ୍ୟସରକାର…
ଜୁଆ ଖେଳ:ଲକ୍ଷାଧିକ ଟଙ୍କା ସହ ୧୭ ଜଣ ଗିରଫ କଲା ଟାଉନ ଥାନା ପୋଲିସ.
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ସହର ସ୍ଥିତ ପାହାଡ଼ି ମନ୍ଦିର ଛକ ରାସ୍ତା ଉପରେ ଥିବା ଏକ କପଡା ବ୍ୟବସାୟୀ ଙ୍କ କୋଠାରେ ବଡ଼ ଧରଣର ଜୁଆ ଚାଲୁଥିଲା । ଟାଉନ ପୋଲିସ କୌଣସି ସୂତ୍ରରୁ ଖବର ପାଇ ବୁଧବାର ସନ୍ଧ୍ୟା ରାତି ପ୍ରାୟ ୮ ଟା ସମୟରେ ଚଢ଼ାଉ କରି ୧୭ ଜଣ କୁ ଗିରଫ କରିଛି ।ଏବଂ…
ପଣ୍ୟ ପରିବହନର ବୃଦ୍ଧି ନିମନ୍ତେ ଭାରତୀୟ ରେଳ ପକ୍ଷରୁ ବିଭିନ୍ନ ପ୍ରକାର ପଣ୍ୟ ପ୍ରୋତ୍ସାହନ ଯୋଜନା
ଭୁବନେଶ୍ୱର(ଶାସକ ପ୍ରଶାସକ) ପଣ୍ୟ ପରିବହନକାରୀମାନଙ୍କୁ ରେଳପଥ ସହଯୋଗରେ ପଣ୍ୟ ପରିବହନ କରିବା ନିମନ୍ତେ ଆକୃଷ୍ଟ କରିବା ପାଇଁ ରେଳପଥ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଜନା ନିକଟରେ ଆରମ୍ଭ କରିଛି l ଏହି ପ୍ରୋତ୍ସାହନ /ଲାଭ, କରାଯାଇଥିବା ପରିବହନ /ଯୋଜନା ମାର୍ଗଦର୍ଶିକା ଅନୁଯାୟୀ …
ଆଜି ବିଏମସି ଅଂଚଳରୁ ୧୧୮ ଜଣ
ଦେଖନ୍ତୁ କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୧୮ ଜଣ କରନା ପଜିଟିଭ | ସେମାନଙ୍କ ମଧ୍ୟରେ ୭୧ ଜଣ କବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ସାଧାରଣ ଆଚଳରୁ ଆକ୍ରାନ୍ତ | ଫଳରେ…
କରୋନା ଆର୍ଥିକ ପ୍ୟାକେଜ: ଦ୍ୱିତୀୟ କିସ୍ତିରେ ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ରର ୮୯୦.୩୨ କୋଟି ଜାରୀ
କରୋନା ମୁକାବିଲାକୁ ଅଧିକ ମଜବୁତ୍ କରିବ - ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ
• ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମୋଦି ସରକାରଙ୍କ ପ୍ରାଥମିକତା
ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ ପ୍ରଶାସକ) – କରୋନା ଜରୁରୀକାଳୀନ…
ଜାତୀୟସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ପ୍ରତିଯୋଗିତା : ସଫଳତା ଆଣିଲେ ସୋଆ ଛାତ୍ରଛାତ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଡିଜିଟାଲ୍ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ସେହି ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍ଆଇଏଚ୍)- ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର…
ଶୁକ୍ରବାର ଦିନ ଭୁବନେଶ୍ୱରରୁ କୋଣାର୍କ ସ୍ପେଶାଲ୍ ଏକ୍ସପ୍ରେସ୍ ବାତିଲ୍
ଭୁବନେଶ୍ୱର (ଶାସକ ପ୍ରଶାସକ): ମୁମ୍ବାଇ ଓ ତତ୍ସଂଲଗ୍ନ ଅଂଚଳରେ ପ୍ରବଳ ବର୍ଷା ହେତୁ 11019 CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଏକ୍ସପ୍ରେସକୁ ଆଜି (05.08.200) ବାତିଲ କରିଦିଆଯାଇଛି। ଫଳସ୍ୱରୂପ, 07.08.2020 (ଶୁକ୍ରବାର) ରେ ଭୁବନେଶ୍ୱରରୁ 11020 ଭୁବନେଶ୍ୱର-ସିଏସଏମଟି…