Sign in
Sign in
Recover your password.
A password will be e-mailed to you.
ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ସେପଟେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟକୁ ଆଇଏସଓ ମାନ୍ୟତା
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ମହାନଗର ନିଗମ ଖଣ୍ଡୁଆଲ ଠାରେ ଚାଲି ଥିବା ୨୦ କେଏଲଡ଼ି ବିଶିଷ୍ଟ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କୁ ଆଇଏସଓ ମିଳିଛି l ଜ଼ିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି l ଏହି ପ୍ଲାଣ୍ଟ ୨୦୧୮ ନଭେମ୍ବର ରେ କାର୍ଯ୍ୟକ୍ଷମ ହୋଇଥିଲା l ଏହା ମହିଳା ସ୍ୱୟଂ…
ଆଜି ବି ଡ୍ରାଇଭର ସିଟରେ ମନ୍ତ୍ରୀ ସୁଶାନ୍ତ
ବସ ଡ୍ରାଇଭିଙ୍ଗ କରି ପ୍ରବାସୀଙ୍କୁ ଆଣିଲେ କ୍ଵାରେଣ୍ଟାଇନ ସେଣ୍ଟରକୁ
ସୋହେଲା (ଶାସକ ପ୍ରଶାସକ) : ଏଥର ପ୍ରବାସୀ କଟକଣା ଲାଗୁହେବା ପରଠାରୁ କ୍ରମାଗତ ଭାବରେ ଜନସାଧାରଣଙ୍କର ଗହଣରେ ସବୁବେଳେ ଉପସ୍ଥିତ ରହୁଛନ୍ତି ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଯୁବନେତା ଶ୍ରୀ ସୁଶାନ୍ତ ସିଂ…
ପୋଲିସ ବାହିନୀରେ ୯୦୫ଟି ପଦବୀର ରାଶନାଲାଇଜେସନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
୧୨୦ଟି ଥାନା ଓ ୬ଟି ଫାଣ୍ଡିର ସାମର୍ଥ୍ୟ ବୃଦ୍ଧି ସହ ସୃଷ୍ଟି ହେବ ନୂଆ ୬ ଥାନା
ଭୁବନେଶ୍ୱର (ଶାସକ ପ୍ରଶାସକ) ମୁଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୋଲିସ ବାହିନୀରେ ୯୦୫ଟି ପଦବୀର ରାଶନାଲାଇଜେସନକୁ ବା ସୁଵ୍ୟଵସ୍ଥିକରଣକୁ ଅନୁମୋଦନ ଦେଇଛନ୍ତି | ଏହି…
କରୋନାରେ ଗଞ୍ଜାମକୁ ବଳେଇ ଗଲା ଖୋର୍ଦ୍ଧା
ଆଜି ଓଡ଼ିଶାରେ କରୋନା ୧୮୩୩ , ସ୍ଥାନୀୟ ସଂକ୍ରମିତ ୭୧୫
ଆଜି କରୋନାରେ ଯାଇଛି ୧୨ ଜଣଙ୍କ ଜୀବନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୮୩୩ ଜଣ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୧୧୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୭୧୫ ଜଣ…
ଆଜି ରେକର୍ଡ ସଂଖ୍ୟାରେ ଆକ୍ରାନ୍ତ ୬୨,୫୩୮ /୮୮୬ : ୨୦ ଲକ୍ଷ ଟପିଲା କରୋନା
ନୂଆଦିଲ୍ଲୀ : ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୨,୫୩୮ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୮୬ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୦,୨୭,୦୭୫ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୬,୦୭,୩୮୪ ଜଣ | ଏ ଯାବତ ଦେଶରେ ୧୩,୭୮,୧୦୬ ଜଣ ସୁସ୍ଥ ହୋଇ ଘରକୁ…
ଗିରିଶ ମୁର୍ମୁଙ୍କୁ ଶୁଭକାମନା ଜଣାଇଲେ ନବୀନ ଓ ଧର୍ମେନ୍ଦ୍ର
ଓଡ଼ିଆ ଅଧିକାରୀଙ୍କ ଦସ୍ତଖତରେ ଓଡ଼ିଆ ଅଧିକାରୀଙ୍କ ନିଯୁକ୍ତି ପତ୍ର
ଭୁବନେଶ୍ୱର (ଶାସକ ପ୍ରଶାସକ) ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିବା ଓଡିଶାର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦେଶର ସିଏଜି ଭାବରେ ନିଯୁକ୍ତି ଦେଇଛନ୍ତି ଭାରତ ସରକାର । ଏଭଳି ଗୁରୁତ୍ୱପୂର୍ଣ…
କୋଭିଡ ଯୋଦ୍ଧାଙ୍କୁ ସ୍ମରଣରେ ନୀରବ ପ୍ରାର୍ଥନା କଲେ ଝାରସୁଗୁଡ଼ା ଜିଲ୍ଲାବାସୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ସାରା ବିଶ୍ବ କୋରୋନା କବଳରେ। ଏହି ସମୟରେ ପ୍ରତ୍ୟେକ ଦେଶର ସରକାର ଏହି ବିପର୍ଯ୍ୟୟର ମୁକାବିଲା କରିବା ସଙ୍ଗେ ସଙ୍ଗେ ଏହାର ସମ୍ମୁଖ ଭାଗରେ ଲଢ଼େଇ ଜାରି ରଖିଥିବା ସ୍ବାସ୍ଥ୍ୟ ବିଭାଗର ପ୍ରତ୍ୟେକ ସଦସ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରୁଛନ୍ତି ନିଜସ୍ବ ଉପାୟରେ।…
କୋରୋନା ପ୍ରଭାବ। ବନ୍ଦ ହେଲା ସାର୍ବଜନିକ ସ୍ଥାନରେ ଗଣେଶ ପୂଜା!
ନୂଆଖାଇ ଭେଟଘାଟ ଉପରେ ମଧ୍ୟ କଟକଣା!
ଝାରସୁଗୁଡ଼ା:(ସୁଭାଷ ସହାରେ) ଗଣେଶ ପୂଜା ଓ ନୂଆଖାଇ ଭେଟଘାଟ ଉପରେ କଟକଣା ଲାଗୁ କରିବା ନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ। ଏହା ନେଇ ଗଣେଶ ପୂଜା ଓ ନୂଆଖାଇ ଭେଟଘାଟ ନେଇ ବର୍ତ୍ତମାନ ପରିସ୍ଥିତିରେ…
ଜିଲ୍ଲାରେ ସାରର ଅଭାବୀ ବିକ୍ରି ନେଇ ବିରୋଧ ପ୍ରକଟ କଲେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି।
ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ଜିଲ୍ଲାରେ କୃଷିକାର୍ଯ୍ୟ ନିମନ୍ତେ ରାସାୟନିକ ସାରର ଅଭାବୀ ବିକ୍ରି ନେଇ ଅଭିଯୋଗ ଆଣିଛି ଜିଲ୍ଲା ବିଜେପି। ଏହା ନେଇ ଜିଲ୍ଲା ବିଜେପି ସଭାପତି ଶ୍ରୀ ମଙ୍ଗଳ ସାହୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟକୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି।
ନିଜ…
ବରଗଡ଼ ଜିଲାରେ ୮୧ କରୋନା ପୋଜିଟିଭ ଚିହ୍ନଟ ।
ସୋହେଲା :-ବରଗଡ ଜିଲାରେ ଆଜି ୮୧ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ବରଗଡ଼ ପୌରାଞ୍ଚଳରେ ୩୨,ସୋହେଲା ବ୍ଲକ ୪ , ଭେଡେନ ବ୍ଲକ ୩,ଭଟଲି ବ୍ଲକ ୧୧,ଗାଇସିଲେଟ ବ୍ଲକ ୧୫,ଅମ୍ବାଭୋନା ୪,ପଦ୍ମପୁର ଏନଏସି 3,ବରପାଲି ଏନଏସି8, ଓ ବରଗଡ ବ୍ଲକ 1 କରୋନା ପୋଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । …