ଗୋଲାମୁଣ୍ଡା ବ୍ଲକରୁ ନହୁସ ବାଗ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରେ 61 ତମ ସହିଦ ଦିବସ ପାଳିତ ହୋଇଯାଇଛି !ଏହି ସମାରୋହରେ ମୁଖ୍ୟ ଅତିଥି ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ତୁଲେଶ୍ୱର ନାଏକ ସଂମ୍ନାନୀତ ମୁଖ୍ୟ ଅତିଥି ଶ୍ରୀମତୀ ହେମlଙ୍ଗିନୀ ରାଉତ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ନାରାୟଣ ନାଏକ ମୁଖ୍ୟ ବକ୍ତା, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ପ୍ରଧାନ, ଗୋଲାମୁଣ୍ଡା ତହସିଲଦାର ଶ୍ରୀଯୁକ୍ତ ସର୍ବେଶ୍ୱର ଜାଲ, ଗୋଲାମୁଣ୍ଡା ଆଇ ଆଇ ସି ଶ୍ରୀଯୁକ୍ତ ଯୁଗଳ ଶବର, ସମସ୍ତ ପୋଲିସ କର୍ମଚାରୀ ଓ ସହିଦ ବିଜେନ୍ଦ୍ରନାଥ ରାଉତଙ୍କ ବାପା ଓ ଭଉଣୀ ଏବଂ ଗୋଲାମୁଣ୍ଡା ଗଣ ମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଆଜି ସହିଦ ଯବାନ ବିଜେନ୍ଦ୍ରନାଥ ରାଉତଙ୍କ ପ୍ରତିମୂର୍ତିରେ ଆଜି ପୁଷ୍ପ ମାଲ୍ୟ ଅର୍ପଣକରିଥିଲେ ! ତାପରେ ସମସ୍ତେ ସହିଦଜବାନଙ୍କ ଜୀବନୀ ବିଷୟରେ ନିଜ ନିଜ ମତ ରଖିଥିଲେ !
Sign in
Sign in
Recover your password.
A password will be e-mailed to you.