ସମାପନ ହେଲା ରେଲୱେ ନିରାପତ୍ତା କମିଶନର ନିରୀକ୍ଷଣ।

0

ଝାରସୁଗୁଡ଼ାରୁ ବିଲାସପୁର ପର୍ଯ୍ୟନ୍ତ ଆରମ୍ଭ ହେଲା ତୃତୀୟ ରେଲୱେ ଲାଇନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାରୁ ବିଲାସପୁର ପର୍ଯ୍ୟନ୍ତ ତୃତୀୟ ରେଲୱେ ଲାଇନ ସଂଯୋଗୀ କରଣ ସରିବା ପରେ ଗତକାଲି ରେଲୱେ ନିରାପତ୍ତା  କମିଶନର ନିରୀକ୍ଷଣ କାର୍ଯ୍ୟ ହୋଇଯାଇଛି। ଏହା ସହିତ ପରୀକ୍ଷା ମୂଳକ ଭାବରେ ଏହି ଧାରଣା ଉପରେ  ୧୨୫ କିମି ବେଗରେ ଟ୍ରେନ ଚଳାଇ ଏହାର ଶେଷ ପରୀକ୍ଷା ମଧ୍ୟ ଶେଷ ହୋଇଛି। ରେଲୱେ ବିଭାଗ ଅନୁସାରେ ଆଗାମୀ ସମୟରେ ଏହି ଲାଇନ ବେଶ ଫଳପ୍ରଦ ହେବ। ଏହି ପରୀକ୍ଷଣ ସମୟରେ ରେଲୱେ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.