ଦଶ ଜଣ ଙ୍କୁ ନେଇ ସ୍ବାଧୀନତା ଦିବସ ପାଳନ 

ଝାରସୁଗୁଡ଼ା :(ସୁଭାଷ ସହାରେ) ବିଗତ ୧୦ ବର୍ଷ ଧରି ଝାରସୁଗୁଡ଼ାରେ ମହାଆଡ଼ମ୍ବରରେ ସ୍ୱାଧୀନତା ଦିବସ ପାଳନ କରିଆସୁଥିବା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟଙ୍ଗ ଷ୍ଟାର ଚେରିଟେବଲ ଟ୍ରଷ୍ଟ, ସରବାହାଲ ଏଥର କୋରନା ମହାମାରୀ ପାଇଁ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ କୁ ସମ୍ମାନ କରି କେବଳ ୧0 ଜଣ ଙ୍କୁ…

ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ।

ଝାରସୁଗୁଡ଼ା :(ସୁଭାଷ ସହାରେ)  ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଓଡ଼ିଶା -ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ମଙ୍ଗଳବଜାର ସ୍ଥିତ ସ୍ପୋର୍ଟ୍ସ କୋମ୍ପ୍ଲେକ୍ସ ଅଡିଟୋରିୟମଠାରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l  ଉକ୍ତ ଶିବିରକୁ  ଝାରସୁଗୁଡ଼ା ବିଧାୟକ …

ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ରକ୍ତଦାନ ଶିବିର। 

ଝାରସୁଗୁଡ଼ା :(ସୁଭାଷ ସହାରେ) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବାଧୀନତା ଦିବସ ଅବସରରେ ରକ୍ତଦାନ ଶିବିରର ଆୟୋଜନ  ସ୍ଥାନିୟ ଷ୍ଟେସନ ଛକ ପାଖ ହୋଟେଲ ପ୍ରିନ୍ସରେ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶ୍ରୀଯୁକ୍ତ ନବ କିଶୋର ଦାସ ଫିତା…

ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା 

ଝାରସୁଗୁଡ଼ା (ସୁଭାଷ ସହାରେ): - ସମ୍ପ୍ରତି   କରୋନା ମହାମାରୀ ସକାଶେ ଝାରସୁଗୁଡ଼ା ଜିଲ୍ଲାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସକାଶେ ଆଜି ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆ ଠାରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ…

ନୂତନ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ। 

ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ନୂତନ ଜିଲ୍ଲା ଯୋଗାଣ ଅଧିକାରୀ ଭାବରେ ଆଜି ଶ୍ରୀ ଉମେଶ ଚନ୍ଦ୍ର ସ୍ବାଇଁ ଯୋଗଦାନ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ବିଭାଗ କର୍ମଚାରୀମାନଙ୍କ ତରଫରୁ ଶ୍ରୀ ସ୍ବାଇଁଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଛି। ଶ୍ରୀ ସ୍ବାଇଁ ଏହା ପୂର୍ବରୁ ଗଞ୍ଜାମ…

ଝାରସୁଗୁଡ଼ା ପୋଲିସ ହାତରେ ଗଞ୍ଜେଇ ଚୋରାଚାଲାଣକାରୀ

ଝାରସୁଗୁଡ଼ା :(ସୁଭାଷ ସହାରେ) ଗତକାଲି ଝାରସୁଗୁଡ଼ା ପୋଲିସ ହାତରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ଜଣେ ଧରାପଡ଼ିଛି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାର ମାଲତିଗୋଛାପଡାର ନିବାସୀ କୁଶ କହଁର ପି: ସ୍ବ: ରାମ କହଁର  OD 15 A 3154 ନମ୍ବରର ଏକ ଆପାଚେ ମୋଟର ସାଇକେଲରେ ଆଠ କିଲୋଗ୍ରାମ…

ସମ୍ମିଳିତ ଆଦିବାସୀ ସମାଜର ଆଇନ ଉପଦେଷ୍ଟା ଭାବରେ ଆଡଭୋକେଟ ସିୟାରାମ ଦାସ ନିଯୁକ୍ତ। 

ଝାରସୁଗୁଡ଼ା (ସୁଭାଷ ସହାରେ) : ମିଳିତ ଆଦିବାସୀ ସମାଜ ନିଜର ଆଇନ ଉପଦେଷ୍ଟା ଭାବରେ ବରିଷ୍ଠ ଆଇନଜୀବୀ ଶ୍ରୀ ସିୟାରାମ ସାହୁଙ୍କୁ ନିଯୁକ୍ତ କରିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କୁ ଲେଖିଥିବା ଏକ ପତ୍ର ମାଧ୍ୟମରେ ଏକଥା ଝାରସୁଗୁଡ଼ା ମିଳିତ ଆଦିବାସୀ ସମାଜ ଜଣାଇ ଦେଇଛନ୍ତି।…

ଗୋଣ୍ଡୱାନା ସମାଜଦ୍ବାରା ଜିଲ୍ଲାପାଳଙ୍କୁ ଦିଆଯିବ ଦାବୀପତ୍ର। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଜିଲ୍ଲା ଗୋଣ୍ଡୱାନା ଗୋଣ୍ଡ ସମାଜ ଓ ସମ୍ମିଳିତ ଆଦିବାସୀ ସମାଜର ମହାସଚିବ ଶ୍ରୀ ପ୍ରଭାକର ଓରାମ ଗଣମାଧ୍ୟମକୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଇଛନ୍ତି ଯେ ଆସନ୍ତା କାଲି ଜିଲ୍ଲା ସମାଜ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ।…

ଗାର୍ଲଫ୍ରେଣ୍ଡ ସହ ତିକ୍ତତାରୁ ଆତ୍ମହତ୍ୟା

ଝାରସୁଗୁଡ଼ା ଜିଲ୍ଲାର ରାମପୁର ଆଉଟପୋଷ୍ଟ ଅନ୍ତର୍ଗତ ବୁନ୍ଦିଆ ଅଞ୍ଚଳରେ ଏକ ୨୦ ବର୍ଷର ନବଯୁବକ ନିଜ ଘରେ ସିଲିଂ ଫ୍ୟାନରେ ଆତ୍ମହତ୍ୟା କରିଥିବା ଖବର ଆସିଛି।  ନୀତିଶ କୁମାର ନାମକ ଏହି ଯୁବକ ନିଜର ଏକ ଝିଅ ସାଙ୍ଗ ସହ ସଂପର୍କ ତିକ୍ତ ହୋଇଯାଇଥିବା ଯୋଗୁଁ ଭିଡିଓ କଲ କରିବା ସମୟରେ ଏହି ଦୁଃଖଦ…

ଅର୍ଥ ହେର୍‌ଫେର୍‌ ମାମଲା : ବ୍ଲକ୍‌ ଶିକ୍ଷା ଅଧିକାରୀ ନିଲମ୍ବିତ 

ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ବ୍ଲକ୍‌ ଶିକ୍ଷା ଅଧିକାରୀ ରିଚ୍‌ପାଲ୍‌ ସାଗର ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୧୪ ଅଗଷ୍ଟ ରାଜ୍ୟ ସରକାରଙ୍କ ତରଫରୁ ଏକ ପତ୍ର ଜରିଆରେ ରିଚ୍‌ପାଲ୍‌ ସାଗରଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ସୁଦ୍ଧା…