ସମ୍ବଲପୁର (ରମାକାନ୍ତ ବିଶ୍ବାଳ) – ସମ୍ବଲପୁର ଧନକଉଡା ବ୍ଲକ ଅନ୍ତର୍ଗତ ଷଣ୍ଢlସିଙ୍ଗା ଗ୍ରାମର କିଶୋର ଛତର ଙ୍କୁ ଆଜି ଜଙ୍ଗଳ ଓ ପରିବେଶ ବିଭାଗ,ଓଡିଶା ସରକାରଙ୍କ ପକ୍ଷରୁ, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ସ୍ୱରୂପ 10,000 ଦଶ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଅଛି l ଆଜି ଏହି ପୁରସ୍କାର ଟି ସମ୍ବଲପୁର ବିଭାଗୀୟ ବନ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜିତ କୁମାର ଙ୍କ ହାତରୁ ପ୍ରଦାନ କରାଯାଇଅଛି l ଏହି ଖବର ଟି ଜାଣିବା ପରେ ଧନକଉଡା ବ୍ଲକ ତଥା ସଣ୍ଡlସିଙ୍ଗା ଗ୍ରାମରେ ଏକ ଖୁସିର ପରିବେଶ ସୃଷ୍ଟି ହୋଇଛି l
Sign in
Sign in
Recover your password.
A password will be e-mailed to you.
Next Post