Sign in
Sign in
Recover your password.
A password will be e-mailed to you.
“ପ୍ଲିଜ…..ରାଜ୍ୟକୁ ଅଧିକ ୟୁରିଆ ଯୋଗାନ୍ତୁ ”
ଭିଡିଓ କନଫରେନସିଂ ବୈଠକରେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ କେନ୍ଦ୍ରକୁ କଲେ ଅନୁରୋଧ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ…
ଆଜି ୨୯ ଜିଲ୍ଲାରୁ ୨୨୩୯ / ୯
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୨୩୯ ଜଣ କରୋନା ପଜିଟିଭ | ଆଜି ବି ତିନିଶହ ପାର ହୋଇଛି ଖୋର୍ଦ୍ଧା ଜିଲ୍ଲାରେ | ଆଜି ରାଜ୍ୟରେ ୨୨୩୯ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ…
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏମ୍ସରେ ଭର୍ତ୍ତି : ଅଛନ୍ତି ସୁସ୍ଥ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) କିଛି ଦିନ ତଳେ କରୋନାରୁ ମୁକ୍ତି ପାଇଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପୁଣି ଅସୁସ୍ଥତା କାରଣରୁ ଗତକାଲି ଏମ୍ସରେ ଭର୍ତ୍ତି କରାଯାଇଛି | ଛାତି ସଂକ୍ରମଣ ହେତୁ ଶାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର…
ଡଲ୍ଫିନ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଶୀଘ୍ର ଆରମ୍ଭ ହେବ ‘ପ୍ରୋଜେକ୍ଟ ଡଲ୍ଫିନ’
ଅଙ୍ଗାରକାମ୍ଳ ନିୟନ୍ତ୍ରଣ ପାଇଁ ଜଙ୍ଗଲର ମାନ ବୃଦ୍ଧି ଓ ଅଧିକ ବନାଞ୍ଚଳ ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି : ପ୍ରକାଶ ଜାଭଡେକର
• ସବୁଜିମା ବୃଦ୍ଧି ପାଇଁ ସଫଳ ରାଜ୍ୟକୁ ପୁରସ୍କୃତ କରିବା ନେଇ ଅର୍ଥ କମିଶନ ଉଦ୍ୟମକୁ ପରିବେଶ ମନ୍ତ୍ରୀଙ୍କ ସ୍ୱାଗତ
• କେନ୍ଦ୍ରୀୟ ଟିକସ ବଣ୍ଟନବେଳେ…
ହୀରାକୁଦ ଜଳଭଣ୍ଡାର, ଖୋଲିଲା ୧୮ ଟି ଗେଟ l
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ଧ କର୍ତ୍ତୃପକ୍ଷ ଆଉ ୧୮ ଟି ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରିଛନ୍ତି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫. ୯୩ ଫୁଟ…
ଚବିଶି ଘଂଟାରେ ୫୫,୦୭୯ ଆକ୍ରାନ୍ତ, ଯାଇଛି ୮୭୬ ଜୀବନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୫,୦୭୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୭୬ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୭,୦୨,୭୪୩ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୬,୭୩,୧୬୬ ଜଣ | ଏ ଯାବତ ଦେଶରେ ୧୯,୭୭,୭୮୦ ଜଣ…
ସବୁଜ ପ୍ରଯୁକ୍ତିକୁ ନେଇ ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଇଲେକ୍ଟ୍ରିକାଲ ପାୱାର ଇଞ୍ଜିନିୟରିଂ, ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ…
ସୋଆରେ ପର୍ଯ୍ୟଟନ ଉପରେ ଫ୍ୟାକଲଟି ଡେଭେଲପମେଂଟ ପ୍ରୋଗ୍ରାମ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସୋଆ ଡିମଡ୍ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ (ଏସଏଚଏମ) ଠରେ ନିକଟରେ ୭ ଦିନ ଧରି ଏକ ଫ୍ୟାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଭାରତ ତଥା ଭାରତ ବାହାରୁ ୨୦ ଜଣ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ…
ଘରୋଇ ଟିକା ଉତ୍ପାଦନକାରୀଙ୍କୁ ଭେଟିଲେ ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀ
ନୂଆଦିଲ୍ଲୀ: ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀ ଆଜି ଅଗ୍ରଣୀ ଘରୋଇ ଟିକା ଉତ୍ପାଦନକାରୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁଣେ; ଭାରତ ବାୟୋଟେକ, ହାଇଦ୍ରାବାଦ; ଜାଇଡସ କାଡିଲା, ଅହମ୍ମଦାବାଦ; ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ, ପୁଣେ; ଏବଂ ବାୟୋଲୋଜିକାଲ ଇ, ହାଇଦ୍ରାବାଦଙ୍କୁ ଭେଟିଛନ୍ତି ।…
18ରୁ 24ପର୍ଯ୍ୟନ୍ତ ମାଓ ସହିଦ ଦିବସ ପାଳନ କରିବାକୁ ଲାଲ ବାହିନୀର ଆହ୍ୱାନ
ଘୁ.ଉଦୟଗିରି: ପୁଣି ଲାଲ ବାହିନୀର ତାଣ୍ଡବ I ଯାହା କି କନ୍ଧମାଳ ଜିଲ୍ଲାରେ ଦୀର୍ଘ ଦିନର ନୀରବତା ପରେ ପୁଣି ମାଓସ୍ଥିତି ଜାହିର କଲେ ମାଓବାଦୀ I ଗତକାଲି ବାଲିଗୁଡା ଉପଖଣ୍ଡ ଥାନା ଅଞ୍ଚଳର କଂଜାମେଣ୍ଡି ଛକ ନିକଟ NH5ମୁଖ୍ୟ ରାସ୍ତାରେ ମାଓ ବ୍ୟାନର ମାରିବା ସହ ସନ୍ଧ୍ୟାରେ ବାଲିଗୁଡା ଥାନା ର…