ଦଳ ବିରୋଧୀ କାର୍ଯ୍ୟ ପାଇଁ ଜୀବନ ନିଲମ୍ବିତ 

0

ଭୁବନେଶ୍ୱର (ଶାସକ ପ୍ରଶାସକ): ବାଲେଶ୍ୱର ସଦର ବିଧାନସଭା ଉପ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟକ୍ରମ କରିଥିବା ଅଭିଯୋଗରେ ବିଜେଡିରୁ ନିଲମ୍ବିତ ଯୋଇଛନ୍ତି  ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାଶ |  ବିଜୁ ଜନତା ଦଳ ସଭାପତି  ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଶ୍ରୀ ଦାସଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି  ବୋଲି ବିଜେଡି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ରଂଜନ ମଙ୍ଗରାଜଙ୍କୁ ସୂଚନା ଦେଇଛନ୍ତି। 

Leave A Reply

Your email address will not be published.