Sign in
Sign in
Recover your password.
A password will be e-mailed to you.
ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ ହେଲା ଦୁତି, ବୀରେନ୍ଦ୍ର ଓ ଦୀପଙ୍କ ନାମ
ଭୁବନେଶ୍ୱର: ତିନିଜଣ ଓଡିଆ ଆଥଲେଟଙ୍କ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ ହୋଇଛି | କ୍ରୀଡ଼ା ମନ୍ତ୍ରଣାଳୟର ଚୟନ କମିଟି ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ପୁରସ୍କାର ପାଇଁ ସୁପାରିଶ ହୋଇଥିବା ୨୯ ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଏହି ପ୍ରତିଭାସମ୍ପନ୍ନ ସ୍ପୋର୍ଟ୍ସ…
“ଭାରତୀୟ ଜୀବନ ବୀମା ନୀଗମ ସୁରକ୍ଷା ଦିିବସ”
ଝାରସୁଗୁଡ଼ା :(ସୁଭାଷ ସହାରେ) : ଆଜିି ବେହେଲାମାଳ ସ୍ଥିତ ଜୀବନଜ୍ୟାେତିି ଭବନ ଠାରେ ଅଖିଳ ଭାରତୀୟ ବୀମା କର୍ମଚାରୀସଂଘର ଆହ୍ବାନରେ ସର୍ବ ଭାରତୀୟ ସ୍ତରରେ ମଧ୍ୟାନ୍ନ ବିିରତିିରେ ସରକାରଙ୍କଘରୋଇକରଣ ନୀତିି ଓ ସରକାରୀ ବୀମା ଅଂଶକୁ ସେୟାର ଜରୀଆରେ ବିିକ୍ରୀ କରିିବାର ଷଡଯନ୍ତକୁ ପ୍ରତିିହତ ତଥା…
ଆଜି ସୁସ୍ଥ ହେଲେ ୧୫୩୫ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୧୫୩୫ ଜଣ କରୋନା ରୋଗୀ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୫୩୧୪ ରେ ପହଁଚିଲା
ଦେଖନ୍ତୁ କେଉଁ ଜିଲ୍ଲାରୁ କେତେ ଜଣ ସୁସ୍ଥ ହେଲେ |
287 from Khordha
178 from Sundergarh …
କୋଭିଡ ମୁକାବିଲା: ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ସ୍ବତନ୍ତ୍ର ରଣନୀତି ପାଇଁ ମୁଖ୍ୟମନ୍ତ୍ରୀଙ୍କ…
ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ
୫୦ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ତାଲିମ କୋଭିଡ ଯୁଦ୍ଧକୁ ମଜବୁତ କରିଛି
ଭୁବନେଶ୍ବର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍ଫରେନ୍ସିଂ…
ପାଇକମାଲରେ ବିଧାୟକ ବାଣ୍ଟିଲେ ଆବାସ କାର୍ଯ୍ୟାଦେଶ
ପାଇକମାଲ :- ଗରିବ ଲୋକଙ୍କ ପାଇଁ ପେଟପୁରା ଖାଦ୍ୟ ଖାଇବା ଆଜିର ସମୟରେ କଷ୍ଟକର । ସେହିଭଳି ପରିସ୍ଥିତି ରେ ନିଜ ପରିବାର ପାଇଁ ଘର କରିବା କଥା ଜଣେ ଗରିବ ଶ୍ରେଣୀର ଲୋକ ଭାବି ମଧ୍ୟ ପାରିବ ନାହିଁ । ଗରିବ ଲୋକଙ୍କ ନିଜ ଘର ସ୍ୱପ୍ନ ପୂର୍ଣ କରିବା ନିମନ୍ତେ ରାଜ୍ୟ ସରକାର ଙ୍କର ବିଜୁ ପକ୍କା ଘର…
ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ମହାପ୍ରୟାଣ ଦିବସ ପାଳିତ
ମୋହନ ପ୍ରଜ୍ଞା ସମ୍ମାନରେ ବ୍ଲକ ଟପ୍ପର ସୋହନ ସମ୍ମାନୀତ
ପଦ୍ମପୁର,(ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଲପଦର ସରସ୍ବତୀ ଶିଶୁ ମନ୍ଦିରରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ମହାପ୍ରୟାଣ ଦିବସ ସୋମବାର ସନ୍ଧ୍ଯାରେ ପାଳିତ ହୋଇ ଯାଇଛି। ବିଜେପୁର ଖଗେଶ୍ୱର ସାହିତ୍ୟ ପରିଷଦ ପକ୍ଷରୁ…
ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ ଇସ୍ପାତ ଶିଳ୍ପର ପ୍ରମୁଖ…
ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
• ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଉପରେ ଗୁରୁତ୍ୱ
• କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ଜରୁରୀ
• ଦେଶରେ ଇସ୍ପାତର ବ୍ୟବହାରକୁ…
ପଶ୍ଚିମବଙ୍ଗରେ ଲକ୍ ଡାଉନ : କିଛି ଟ୍ରେନ ହେବ ପ୍ରତ୍ୟାହାର ଆଉ କିଛି ଟ୍ରେନର ବାତିଲ ହେବ ରହଣି
ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନ ରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି l
ଭୁବନେଶ୍ୱର (ଶାସକ ପ୍ରଶାସକ ) ପଶ୍ଚିମବଙ୍ଗ ରାଜ୍ୟରେ ଅଗଷ୍ଟ 2020 ର ୨୦, ୨୧, ଓ ୨୭ ତାରିଖରେ…
ଘରର ମୁରବୀମାନେ ମହିଳାଙ୍କୁ ସାନିଟାରି ନାପକିନ ଯୋଗାଇ ଦେବାର ସଂକଳ୍ପ ନିଅନ୍ତୁ:ଲେଖାଶ୍ରୀ
ପ୍ରଧାନମନ୍ତ୍ରୀ ମୋଦିଜୀ ଲାଲକିଲ୍ଲା ଠାରୁ ମହିଳା ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ସାନିଟାରୀ ନାପକିନର ବ୍ୟବହାରକୁ ଗୁରୁତ୍ୱ ଦେବା ପ୍ରସଙ୍ଗ
ମହିଳାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଗୁରୁତ୍ୱ ଦେଇ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ଉପଲବ୍ଧ କରାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ…
ଆରିଆ( ARIIA )ରାଙ୍କିଙ୍ଗ ୨୦୨୦: ଦେଶରେ ପ୍ରଥମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ
ଭୁବନେଶ୍ଵର,(ଶାସକ ପ୍ରଶାସକ) : ସୃଜନଶୀଳତା କ୍ଷେତ୍ରରେ କିଟକୁ ମିଳିଛି ଭାରତ ସରକାରଙ୍କ ସ୍ଵୀକୃତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ରାଙ୍କିଙ୍ଗ ଅଫ୍ ଇନଷ୍ଟିଚ୍ୟୁଟସ ଅନ୍ ଇନୋଭେସନ୍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍…