Sign in
Sign in
Recover your password.
A password will be e-mailed to you.
ଥାନାରେ କୋରୋନା।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡା ଜିଲ୍ଲାର ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାରେ ପଶିଲା କରୋନା। ୮ ପୋଲିସ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାକୁ ସିଲ କରି ସାନିଟାଇଜ କଲା ଜିଲ୍ଲା ପ୍ରଶାସନ। ବଡ଼ମାଲ ଥାନାରେ…
ଚିନ୍ତାରେ ମୂର୍ତ୍ତି କାରିଗର,ଦ୍ୱନ୍ଦରେ ଛାତ୍ରଛାତ୍ରୀ !
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନୀରାୟଣ ସାହୁ :କରୋନା କଟକଣା ଯୋଗୁଁ ଗତ ଦିନରେ ଯେଉଁ ସବୁ ପର୍ବ ପର୍ବାଣି ପଡ଼ିଛି ତାହାକୁ ନିରାଡାମ୍ବର ଭାବେ ପାଳନ କରାଯାଇଛି। ଏପରିକି ସ୍ୱାଧୀନତା ଦିବସରେ ମଧ୍ୟ କେବଳ ଜାତୀୟ ପତାକା ଉତ୍ତୋଳନ କରାଯାଇଛି କିନ୍ତୁ କଟକଣା ଯୋଗୁଁ ପୂର୍ବବର୍ଷ ପରି…
ବୁଲା ଗୋରୁଙ୍କ କବ୍ଜାରେ ୫୫ ନମ୍ବର ଜାତୀୟ ରାଜପଥ
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଏବେ ବୁଲା ଗୋରୁଙ୍କ ଗୁହାଳ ପାଲଟିଛି। ସନ୍ଧ୍ୟା ହେଲେ ସହର ଛକ ର ବିଭିନ୍ନ ଜାଗାମାନଙ୍କରେ ଏମାନେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ରାତି…
ଅସମୟରେ ବରଦାନ ସାଜିଲା ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନିଷ୍ପତ୍ତି
କରୋନାର ତିରୋଟ କାଳରେ ଅନେକ ପରିବାରକୁ ଦେଲେ ଲକ୍ଷାଧିକ ଅର୍ଥବ୍ୟୟ ଯନ୍ତ୍ରଣାରୁ ମୁକ୍ତି
ଭୁବନେଶ୍ୱର ( ଶାସକ ପ୍ରଶାସକ) : କରୋନା ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧା ବଢାଇ ଦେଇଛି । କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଯଦିଓ ଅଧିକ ହେଲେ ଏହାର ଚିକିତ୍ସାରେ ଅବହେଳା କରିବା ମଣିଷ…
ଓଡଗାଁ ତହସିଲ୍ କାର୍ଯ୍ୟାଳୟ ୧୯ରୁ ୨୧ ସଟ୍ ଡାଉନ୍
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ଗାଁ ବ୍ଳକରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଗ୍ରେ ରହିଛି । ନିକଟରେ ଓଡ଼ଗାଁ ତହସିଲ ଅଫିସରେ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ଓଡଗାଁ ତହସିଲ୍ କାର୍ଯ୍ୟାଳୟ କୁ ୧୯ ତାରିଖ ଠାରୁ ୨୧…
ବର୍ଷା କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାଙ୍କୁ ଯୁବ ସମାଜସେବୀ ଓ ଖିଦମଦ୍ କମିଟିର ସହାୟତା
ଝାରସୁଗୁଡ଼ା:(ସୁଭାଷ ସହାରେ) ଗତ ଲଗାଣ ବର୍ଷାରେ ଝାରସୁଗୁଡ଼ା ମଙ୍ଗଲବଜାରର ୧୫ ଟି ପରିବାରର ଘର ଗୁଡ଼ିକ ଅତି ଶୋଚନୀୟ ଅବସ୍ଥାର ଶୀକାର ହୋଇଥିଲା। ଛାତରୁ ପାଣି ଗଳିବା ସହ କିଛି ଘରର କାନ୍ଥ ଧରି ଯାଇଥିବାରୁ ଅତ୍ୟନ୍ତ ଶୋଚନୀୟ ପରିସ୍ଥିତିରେ ଏହି ପରିବାରଗୁଡ଼ିକ ରହୁଥିଲେ। ଏସବୁ ବିଷୟରେ…
ବିଦ୍ୟୁତ୍ ବଣ୍ଟନ ଓ କୋଲ ଇଣ୍ଡିଆର ଘରୋଇକରଣ ବିରୋଧରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ।।
ଝାରସୁଗୁଡ଼ା :(ସୁଭାଷ ସହାରେ) ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ, କର୍ମଚାରୀ, ଇଞ୍ଜିନିୟର ଏକତା ମଞ୍ଚ ତରଫରୁ ଆଜି ଜିଲ୍ଲାପାଳଙ୍କ ମାଧ୍ୟମରେ ବିଦ୍ୟୁତ୍ ବଣ୍ଟନ ଓ କୋଲ ଇଣ୍ଡିଆର ଘରୋଇକରଣ ତଥା ଅନ୍ୟାନ୍ୟ ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। …
ଘରମାଲିକଙ୍କ ଅନୁପସ୍ଥିତିରେ ଚୋରି, ପାଞ୍ଚ ଗିରଫ ।
ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ୍ ପିଟା ବାସିନ୍ଦା ସଂଜୟ ସିଂହ ନାମକ ଏକ ବ୍ୟକ୍ତିଙ୍କ ଘରୁ ପରିବାରର ଅନୁପସ୍ଥିତିର ସୁଯୋଗ ନେଇ ଘରର ଅନେକ ସାମଗ୍ରୀ ଚୋରି ହେବା ନେଇ ଗତକାଲି ଏକ ମାମଲା ରୁଜୁ ହୋଇଥିଲା।
ସୂଚନାନୁସାରେ, ଶ୍ରୀ ସିଂହ…
ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର : ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ | ଅଧିବେଶନ ସ୍ଥାନ ଏଯାଏ ନିର୍ଦ୍ଧାରିତ ହୋଇନାହିଁ। କୋଭିଡ କଟକଣାରେ ଗୃହ ପରିଚାଳନା ନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ଡ଼…
ସତ୍ୟପାଲ ଗଲେ ମେଘାଳୟ, କୋସିଆରିଙ୍କୁ ଗୋଆର ଅତିରିକ୍ତ ଦାୟିତ୍ୱ
ନୂଆଦିଲ୍ଲୀ : ଗୋଆର ରାଜ୍ୟପାଳ ଶ୍ରୀ ସତ୍ୟପାଲ ମଲ୍ଳିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଛି ।ସେହିପରି ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ନିଜ ଦାୟିତ୍ୱ ସହ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ…