Sign in
Sign in
Recover your password.
A password will be e-mailed to you.
ସଟ୍ ଡାଉନରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଚାରି ସହୃଦ ଯୁବକ
ବାରିପଦା (ଦିଲ୍ଲୀପ ମହାନ୍ତି ) ଦେଶରେ କରୋନା ମୁକାବିଲା ନିମନ୍ତେ ସଟ୍ ଡ଼ାଉନ ଜାରି ରହିବା ଫଳରେ ଜନସାଧାରଣଙ୍କ ଆୟ ଉପାର୍ଜନ ବାଧାପ୍ରାପ୍ତ ହୋଇଛି । ଏଥି ସହିତ ଗରୀବ ଜନସାଧାରଣଙ୍କ ନିମନ୍ତେ ଆହାର କେନ୍ଦ୍ର ମଧ୍ୟ ବନ୍ଦ ରହିଛି । ଫଳରେ ଅସହାୟ, ନିରାଶ୍ରୟ ଲୋକମାନେ ମୁଠାଏ ଖାଦ୍ୟ ପାଇଁ…
ପାରଳା ପୌରାଞ୍ଚଳର ୱାର୍ଡ ନଂ ୦୧ , ୦୨ ଓ ୦୩ ରେ ଜିଲ୍ଲା ବିଜେଡି ତରଫରୁ ମାସ୍କ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ ନିର୍ଦ୍ଧେଶ କ୍ରମେ ରବିବାର ଦିନ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପାରଳାଖେମୁଣ୍ଡି ପୌରାଞ୍ଚଳର ୱାର୍ଡ ନଂ ୦୧ , ୦୨ ଓ ୦୩ ରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ,…
୬୦୦ ବର୍ଷ ପୁରୁଣା ଦେବୀପୀଠରେ ନୂଆଖାଇ ପାଳିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -୬୦୦ ବର୍ଷ ପୂର୍ବରୁ ସମ୍ବଲପୁର ରାଜା ବଳରାମ ଦେବଙ୍କ ଦ୍ଵାରା ନିର୍ମିତ କୋଲାବିରାର ସମଲେଶ୍ଵରୀ ଦେବୀପୀଠରେ ଆଜି ନୂଆଖାଇ ଉତ୍ସବ ପାଳନ କରାଯାଇଛି। ନିର୍ଦ୍ଦିଷ୍ଟ ଲଗ୍ନ ଅନୁସାରେ ୯ଟା ୪୫ରେ ଦେବୀଙ୍କୁ ନୂଆ ଅନ୍ନ ଅର୍ପଣ କରାଯାଇଥିଲା।
କିମ୍ବଦନ୍ତୀ ଅନୁସାରେ,…
ଘୋଷଣା ହେଲା ୧୫୪ ଜଣିଆ “ଟିମ ସୁଶାନ୍ତ”:ଦେଖନ୍ତୁ କିଏ କିଏ ଅଛନ୍ତି ଟିମରେ
୨୭ ଉପଦେଷ୍ଟା , ୨୪ ଉପସଭାପତିଙ୍କ ସାଙ୍ଗକୁ ୨୩ ସାଧାରଣ ସମ୍ପାଦକ ଓ ୭୯ ସମ୍ପାଦକ
ଭୁବନେଶ୍ୱର : ଘୋଷଣା ହେଲା ଟିମ ସୁଶାନ୍ତ ବା ବିଜେଡି ଭୁବନେଶ୍ୱର ଜିଲ୍ଲା କମିଟି | ନିକଟରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ ଆଜି ତାଙ୍କ ଯୁମ୍ବୋ…
ନୂଆ ଖାଇଲେ ସଭିଏ : ସାଧାରଣ ଜନତାଙ୍କ ଠାରୁ ରାଜ ପରିବାର ଯାଏଁ
ବଲାଙ୍ଗୀର ଆଜି ହେଉଛି ପଶ୍ଚିମ ଓଡିଶାର କୃଷିଭିର୍ତିକ ଗଣ ପର୍ବ " ନୁଆଁଖାଇ"। ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ "ନୁଆଁଖାଇ"। ଧାନ ଅମଳର ଖୁସି ପାଳନ କରିବା ନିମନ୍ତେ କରାଯାଇଥାଏ।ତେବେ ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ତିଥିରେ ଗଣେଷ ଚତୁର୍ଥୀର ଆର ଦିନ ପାଳନ…
ଅନଲାଇନ ମାଧ୍ୟମରେ ନୂଆଁଖାଇ ଭେଟଘାଟ
ପଦ୍ମପୁର:-କକୋନା ଜନିତ କଟକଣା ଯୋଗୁଁ ପ୍ରତିବର୍ଷ ପଦ୍ମପୁରର ଫଟାମୁଣ୍ଡା ଠାରେ ବି . ଆର . ଆମ୍ବେଦକର ଯୁବକ ସଂଘ ତରଫରୁ ଆୟୋଜିତ ହେଉଥିବା ନୂଆଁଖାଇ ଭେଟଘାଟ ଏଥରକ ଅନଲାଇନ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛିାଏ ଅଂଚଳର ସାମାଜିକ କର୍ମୀ ଶ୍ରୀ ଗୋପବଂଧୁ ଶିକା ଙ୍କ ସଭାପତିତ୍ୱରେ ଆୟୋଜିତ ଏଇ…
ଗଣପରବ ନୂଆଁଖାଇ ଉଧେ ସବକେ ଅଭିନନ୍ଦନ ଆର ଶୁଭେଛ୍ଛା
ପଶ୍ଚିମ ଓଡ଼ିଶାରେ ଗଣପରବ ନୂଆଁଖାଇ ଉଧେ ସବକେ ଅଭିନନ୍ଦନ ଆର ଶୁଭେଛ୍ଛା । ନୂଆଁଖାଇ ତିହାର ପଶ୍ଚିମ ଓଡ଼ିଶାର ବଡ଼ଖା ତିହାର । ଇ ବଛର କରୋନା ଲାଗି ସରକାର ନୂଆଁଖାଇ ତିହାର ଉପରେ ଟିକେ କଟକଣା ଲଗାଇ ଥିଲେଭି କରୋନା ନୂଆଁଖାଇ ତିହାର କେ ଫିକା ପକାଇ ନାଇ ପାରେ । ମାଁ ସମଲେଶ୍ବରୀ ଠାନେ ଆମର…
ଓଡ଼ିଶାବାସୀଙ୍କୁ ନୂଆଖାଇ ଶୁଭେଛା ଜଣାଇଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ନୂଆଖାଇ ଶୁଭେଛା ଜଣାଇଛନ୍ତି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ |
ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି "ନୂଆଁଖାଇ ଜୁହାର !…
ନୁଆଁଖାଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁନନେଶ୍ୱର(ଶାସକ ପ୍ରଶାସକ) :ନୁଆଁଖାଇ ଉପଲଲକ୍ଷେ ରାଜ୍ୟବାସୀଙ୍କୁ ସର୍ବୋପରି ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ ସମ୍ବଲପୁରୀ ଭାଷାରେ ଟୁଇଟ କରି ରଖିଛନ୍ତି ଶୁଭେଚ୍ଛା | ସେ ତାଙ୍କ ବାର୍ତ୍ତାରେ କହିଛନ୍ତି " ନୂଆଁ ଧାନ୍ ସାଙ୍ଗେ…
ପାଟଣେଶ୍ୱରୀଙ୍କ ପୀଠ ଓ ସମଲେଇ ମନ୍ଦିରରେ ନବାନ୍ନ ଲାଗି
ବଲାଙ୍ଗୀର(ନିରୋଜ ମିଶ୍ର) ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀଙ୍କ ପୀଠରେ ନୂଆଁ ଲାଗିଯାଇଛି । ବିଧି ଅନୁସାରେ ନିର୍ଦ୍ଧାରିତ ସମୟରେ ପୂଜାପାଠ ସହ ମା’ଙ୍କଠାରେ ନୂଆଁ ଲଗାଯାଇଥିବା ବେଳେ କରୋନା କଟକଣା ଯୋଗୁଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିନାହିଁ । ତେବେ ନୀତିକାନ୍ତି ପାଳନ ହୋଇଛି…