ବୀର ବିର୍ସା ମୁଣ୍ଡାଙ୍କ ୧୪୫ ତମ ଜୟନ୍ତୀ ପାଳିତ

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଆଦିବାସୀ ମାନଙ୍କର ଭଗବାନ ଧରିତୀ ଆବା ଵୀର ବିର୍ସା ମୁଣ୍ଡା ଙ୍କ ୧୪୫ ତମ ଜନ୍ମ ଜୟନ୍ତୀ  ଶନିବାର ଅଇଁଠାପାଳି ବୀର ବିର୍ସାମୁଣ୍ଡl ଛକ ଠାରେ ମହାସମାରୋହରେ ପାଳନ ହୋଇଯାଇଛି ।କରୋନାର କଟକଣାକୁ ଆଖିଆଗରେ ରଖି ଏକ ଶୋଭାଯାତ୍ରାରେ ଆଦିବାସୀ ସଂପ୍ରଦାୟର ଯୁବକ, ଯୁବତୀମାନେ ଅଇଁଠାପାଲି ସ୍ଥିତ ଛକକୁ ଆସିଥିଲେ। ପରେ ଏହି କାର୍ଯ୍ୟକ୍ରମକୁ  ଡ.ରାସେଶ୍ୱରୀ ପାଣିଗ୍ରାହୀ(ବିଜେଡି ରାଜ୍ୟ  ସମ୍ପାଦିକା ତଥା ପୂର୍ବତନ ବିଧାୟିକା)ସମ୍ବଲପୁର ଉପସ୍ଥିତ ହୋଇ ଵୀର ବିର୍ସା ମୁଣ୍ଡା ଙ୍କୁ ସ୍ନାନ କରାଇ ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ମହାନଗର ସଭାପତି  ପ୍ରଫୁଲ କୁମାର ଦାଶ,ଜିଲ୍ଲା ମହିଳା ସଭାପତି ରାଜଲଷ୍ମୀ ପ୍ରଧାନ, ରାଜ୍ୟ ପରିଷଦ ସଭ୍ୟ ଗୋକୁଳ ମେହେର, ବିଜୁ ଯୁବ ଜନତାଦଲ ରାଜ୍ୟ ସମ୍ପାଦକ  ହୀରାଲାଲ ବେହେରା,ବିଜୁ ଯୁବ ଜନତାଦଲ ରାଜ୍ୟ ସାଧାରଣ ସମ୍ପାଦକ  ସତୀଶ ବିଶି,ଜିଲ୍ଲା ଆଇଟି ସଂଯୋଜକ ଦୁଲାଲ ଚନ୍ଦ୍ର ରାୟ, ସତ୍ୟନ୍ଦ୍ର ଦାସ,ଶେଷଦେଵ ମହାକୁଡ଼,ସୁମନ୍ତ ପଣ୍ଡା, ମାୟାଧର ଜେନା, କାନନବାଲା ପଟ୍ଟନାୟକ, ସୁରେଖା ସାହୁ, ରେଣୁ ମରେଇ,ପୁଷ୍ପାଞ୍ଜଳି କେର୍କେଟା, ମମତା ପଣ୍ଡା, ବୃନ୍ଦା କଣ୍ଟା, ନିଳିମା ନାୟକ,ବାବୁଲାଲ ଖଣ୍ଡୁଆଲ,ବିଶ୍ୱ।ମିତ୍ର ସାହୁ, ଜିତେଦ୍ରୀୟ ବିଶି,ସବିନୟ ପୂଜାରୀ,ଗିରିଧାରୀ ମୁଣ୍ଡା, ସହଦେଵ ମୁଣ୍ଡା, ଅନୁପ ମଦକ, ସନ୍ୟାସୀ ବାରିକ,ଲଷ୍ମୀ ତାଣ୍ଡିଆ, ସଲମା ବସିମ, ଇସ୍ରାତ ବେଗମ, ମିନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.