ସ୍ବର୍ଗତ ଡକ୍ଟର ବି.ବି ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

0

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ)- ଜନସେବୀ ୰ଡକ୍ଟର.ବି.ପି.ମିଶ୍ରଙ୍କ ଜୟନ୍ତୀ ଉପଲକ୍ଷେ- ଡକ୍ଟର ବି. ପି. ମିଶ୍ର ସ୍ମୃତି କମିଟି ଦ୍ଵାରା ଆଜି ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ପୂର୍ବତନ ବିଧାୟିକା ତଥା ବିଜୁ ଜନତାଦଲର ରାଜ୍ୟ ସାଧାରଣ ସମ୍ପାଦିକା, ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର. ରାସେଶ୍ୱରୀ ପାଣିଗ୍ରାହୀ ଯୋଗଦାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି କରିଥିଲେ।

     

Leave A Reply

Your email address will not be published.