ଗାଁ ମୁହାଁ ହାତୀପଲ

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ -: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଲ ବନାଞ୍ଚଳର  ହାତୀବାହାଲ ଛକ ଠାରୁ ଆଜି ସକାଳେ ଗାଁ ଭିତରକୁ ହାତୀପଲ ଯାଉଥିବା ସମୟରେ ଲୋକେ ଘଉଡାଇ ଦେଇଥିଲେ। ଯାହାଫଳରେ ହାତୀପଲରେ ଥିବା ୭ଟି ହାତୀ ପାଖରେ ଥିବା ବଡକୁଡା ଜଙ୍ଗଲକୁ ପଳାଇଛନ୍ତି। ହାତୀବାହାଲ ଗାଁରେ ବ୍ୟାପକ ଧାନ ଫସଲ  ହାତୀପଲ ରାତିରେ ନଷ୍ଟ କରିଥିବା ଜଣାପଡିଛି ।

Leave A Reply

Your email address will not be published.