Sign in
Sign in
Recover your password.
A password will be e-mailed to you.
କୃଷକଙ୍କ ସମସ୍ୟାର ଆଠ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ।
ବୁଗୁଡା ;(ଡଃ କୁମୁଦ ଚନ୍ଦ୍ର ବେହେରା) ଖୋଦ୍ ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବୋଲାଉଥିବା ଗଞ୍ଜାମ ଜିଲ୍ଲାରେ କୃଷକ ମାରଣ ନୀତି ତୀବ୍ରତର ହେଉଛି । ଖବରରୁ ପ୍ରକାଶ ଯେ ଚାଷୀମାନଙ୍କ ଫସଲ ପାଇଁ ବର୍ତ୍ତମାନ ସାର ର ଆବଶ୍ୟକତା ରହିଛି । ରାଜ୍ୟ ସରକାର ସମୁଦ୍ରକୁ ଶଙ୍ଖେ ଭଳି ସାର ଯୋଗାଉଥିବା ବେଳେ…
କରୋନା ବିପତ୍ତି କାଳେ ମାଗଣା ସ୍କୁଟି ଦେବା ନାଁରେ ଠକେଇ ; ୨ ଗିରଫ
ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ମାଗଣା ସ୍କୁଟି ଯୋଗାଇବା ନାଁ ରେ ଠକୁ ଥବା ଓ ସ୍କୁଟି ରେଜିଷ୍ଟ୍ରେସନ ଟଙ୍କା ଆଦାୟ କରୁ ଥିବା ବେଳେ ମାଲକାନଗିରି ପୁଲିସ ଦ୍ବାରା ଦୁଇ ଅନଲାଇନ ଲୁଟେରା ଗିରଫ ହୋଇଛନ୍ତି।
ସୂଚନା ଯୋଗ୍ୟ, ଉକ୍ତ ଅଭିଯୁକ୍ତ ସ୍କୁଟି ଦେବା ପାଇଁ ଏକ ଯୋଜନା କରିଥିଲେ।…
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା , ୩ ଆହତ
କାଲିମେଳା-ମାଲକାନଗିରି( ବି ଶ୍ରୀନିବାସ ପାତ୍ର):କାଲିମେଳା ୩୨ ୬ ନମ୍ବର ଜାତୀୟ ରାଜପଥର ଏମପିଭି - ୩୧ ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କାହେବା ଫଳରେ ୩ ଜଣ ବ୍ୟକ୍ତି ଆହତ ହୋଇଥିବା ଦେଖିବାକୁ ମିଳିଛି । ଏଥି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ…
ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ
ଭୁବନେଶ୍ୱର : ପୂର୍ବତଟ ରେଳପଥ ଚଳାଇବ ସ୍ୱତନ୍ତ୍ର ଟ୍ରେନ I ୫ ସେପ୍ଟେମ୍ବର ଆସନ୍ତାକାଲି ସନ୍ଧ୍ୟା ୫ ଘଟିକାରେ ବିଭିନ୍ନ ଷ୍ଟେସନରୁ ଟ୍ରେନ ଚଳାଚଳ କରିବ I ସେହି ଟ୍ରେନ ଗୁଡିକ ହେଲା ଅନୁଗୁଳ ରୁ କଟକ, ବ୍ରହ୍ମପୁର ରୁ କଟକ, ପାରାଦୀପ ରୁ କଟକ, କେନ୍ଦୁଝର ରୁ କଟକ, ବାଲେଶ୍ୱର ରୁ କଟକ…
ମୁଖରିତ ହେବ ବେଳାଭୂମି, ସହରରେ ଲାଗିବ ଗହଳ ଚହଳ
ପର୍ଯ୍ୟଟକଙ୍କ ପାଇଁ ଶୃଙ୍ଖଳିତ ସାହାଣମେଲା
ହେଲେ କାଳିଆର ସାହାଣମେଲା ପାଇଁ ମାତ୍ର ଆଉ କିଛିଦିନର ପ୍ରତୀକ୍ଷା
କାଳିଆ ଦର୍ଶନ ଲାଗି ଶ୍ରଦ୍ଧାଳୁ ଭକ୍ତ ପାଇଁ କିଛି ଦିନର ପ୍ରତୀକ୍ଷା
ହଟିଲା ନାକାବନ୍ଦୀ: ପୁରୀକୁ ଆସିପାରିବେ ପର୍ଯ୍ୟଟକ
ପୁରୀ,(ଶାସକ ପ୍ରଶାସକ) :…
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକସଭା ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂଜୟ ଅଧିକାରୀ , ଇଶ୍ଵର ମାଝୀ ,…
ବଗଲା ବଞ୍ଚାଓ ଅଭିଯାନକୁ ବୁର୍ଲା ଭାଜପାର ସମର୍ଥନ l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଗତ କିଛିଦିନ ହେବ ଶ୍ରୀକ୍ଷେତ୍ର ପୁରୀ ରେ "ବଗଲା ଧର୍ମଶାଳା "କୁ ରାଜ୍ୟ ସରକାର ପ୍ଲଟିଙ୍ଗ କରି ବିକ୍ରି କରିବାର ଚକ୍ରାନ୍ତ କୁ ରାଜ୍ୟ ତମାମ ଭାଜପା ବିରୋଧ କରୁଥିବାବେଳେ , ବୁର୍ଲା ଭାଜପା ମଧ୍ୟ ବିରୋଧ କୁ ସମର୍ଥନ କରିଛି । ଏହି ଅବସରରେ ଗୁରୁବାର ରାଜ୍ୟ…
ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ଏଣିକି ସବୁଦିନ ଚଳାଚଳ କରିବ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଆସନ୍ତା କାଲି ଶୁକ୍ରବାର ଠାରୁ ସପ୍ତାହରେ ୫ ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି I
ଏହି ଟ୍ରେନ ଭୁବନେଶ୍ୱର ରୁ ସକାଳ…
ଝାରବନ୍ଧ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ବାଟବଣା
ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା
ଝାରବନ୍ଧ-ମନୋହର ଦାଶ : ଦେଶକୁ ସ୍ୱଚ୍ଛ ରଖିବା ପାଇଁ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନା ମାଧ୍ୟମରେ ପ୍ରତ୍ୟେକ ପରିବାର କୁ ସୁଲଭ ଶୌଚାଳୟ ଯୋଗାଇ ଦେଉଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ବାରି ହେଉଛି।ତେବେ…
ଉପଜିଲ୍ଲାପାଳଙ୍କ ବିରୋଧରେ ଅସଦାରଣ ଅଭିଯୋଗ ।
ଅଭିଯୋଗ ଆଣିଲେ ମହିଳା କର୍ମଚାରୀ ।
ବଲାଙ୍ଗୀର/ ନିରୋଜ ମିଶ୍ର -ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କର୍ମଚାରୀ। ଉପଜିଲ୍ଲାପାଳ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା କର୍ମଚାରୀ ଜଣକ।ଏହି ଘଟଣାକୁ ନେଇ ସମ୍ପୃକ୍ତ ମହିଳା କର୍ମଚାରୀ…