ଟାଇମ୍ସ ୱାର୍ଲ୍ଡ ରା଼ଙ୍କିଙ୍ଗରେ ପୁଣି ସୋଆ ସ୍ଥାନିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଟାଇମ୍ସ ହାୟର ଏଡୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରା଼ଙ୍କିଙ୍ଗ-୨୦୨୧ରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ନିଜ ସ୍ଥାନ ହାସଲ କରିବାରେ ସଫଳତା ହାସଲ କରିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ ଦିଗକୁ…

କରୋନା ଆକ୍ରାନ୍ତ ହେଲେ ରାଜ୍ୟର ତୃତୀୟ ମନ୍ତ୍ରୀ ପଦ୍ମିନୀ 

ଭୁବନେଶ୍ୱର/କୋରାପୁଟ  : ଗତକାଲି ପଟାଂଗୀ ବିଧାୟକ ପ୍ରିତମ ପାଢ଼ୀଙ୍କୁ କରୋନା ହୋଇଥିବା ବେଳେ ନବୀନ ବାବୁଙ୍କ ମନ୍ତ୍ରୀମଣ୍ଡଳର ତୃତୀୟ ମନ୍ତ୍ରୀ ଭାବେ  ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି କୋଟପାଡ଼ ବିଧାୟିକା ତଥା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ |  ସେ ହୋମ ଆଇସଲେସନରେ…

ଆନ୍ଧ୍ର-ଓଡିଶା ସୀମାନ୍ତରେ ପୋଲିସ କାର୍ଯ୍ୟକଳାପ ବିରୋଧରେ ଆଦିବାସୀ ମେଳି

ମାଲକାନଗିରି (ବି ଶ୍ରୀନିବାସ ପାତ୍ର )  ଗତକାଲି ଏକ ପୋଲିସ ଜୁଲମ ବିରୋଧି  ରାଲୀ ସ୍ୱାଭିମାନ ଅଞ୍ଚଳ ରେ ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ର ରାଲେଗାଡ଼ା ପଞ୍ଚାୟତର ସୀମାନ୍ତ ଓ ଆନ୍ଧ୍ରା ପ୍ରଦେଶ ସୀମାନ୍ତ  ପେଦାବାଇଲୁ ଥାନା  ଅନ୍ତର୍ଗତ ଇଂଜେଇ…

 ଥାନାରେ ପଶିଲା  ପଶିଲା କରୋନା

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କରୋନା ପଶିସାରିଥିବା ବେଳେ ମେଲଛାମୁଣ୍ଡାସ୍ଥିତ ଥାନା ମଧ୍ୟ ଏଥିରୁ ବାଦ ପଡି ନାହିଁ । ଥାନାର ଦୁଇ ଜଣ କର୍ମଚାରୀଙ୍କ ପାଖରେ କରୋନା ପଜିଟିଭ ଥିବା ସୂଚନା ମିଳିବା ପରେ ଥାନା ପରିସରକୁ ଜନସାଧାରଣଙ୍କ ପ୍ରବେଶକୁ ନିଷେଧ…

ସରକାରୀ ନିୟମକୁ ଫୁ : ଜିଲ୍ଲାପାଳଙ୍କ ବିନାଅନୁମତିରେ କୋଭିଡ ସମୟରେ କନିଷ୍ଠ ଶିକ୍ଷକଙ୍କ ମେଳି ।

ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ବାକି  ମାଲକାନଗିରି(ବି ଶ୍ରୀନିବାସ ପାତ୍ର)-କୋଭିଡ ମହାମାରୀରେ ଦେଶ ଉବୁଟୁବୁ , ରାଜ୍ୟ ର ଅର୍ଥ ଭାରକୁ  ପଛକୁ ଟାଣି ନଇଥିବା ବେଳେ, ସରକାରୀ କାମ ପାଇଁ ମଧ୍ୟ ସରକାରୀ କର୍ମୀ ପରକ୍ଷ ଭାବରେ ଲାଞ୍ଚ ନେବା ଓ ଦେବା ଖବର ସାମ୍ନାକୁ ଆସିଛି l ବିଗତ…

 ନୀତି ଆୟୋଗଙ୍କ ଆସ୍ପିରେସନ ଜିଲ୍ଲା ତାଲିକାରେ ନବରଙ୍ଗପୁର ଓ କନ୍ଧମାଳ 

ଭୁବନେଶ୍ୱର( ଶାସକ ପ୍ରଶାସକ) ଓଡିଶାର ନବରଂଗପୁର ଏବଂ କନ୍ଧମାଳ ଜିଲ୍ଲା ନୀତି  ଆୟୋଗଙ୍କ  ୫ ସର୍ବାଧିକ ଉନ୍ନତ ଆସ୍ପିରେସନ୍ ଜିଲ୍ଲା ତାଲିକାରେ ସ୍ଥାନ ପାଇଛି | ନୀତି ଆୟୋଗ ତରଫରୁ  ଏ ବିଷୟ ଏକ  ଟୁଇଟରେ କୁହାଯାଇଛି  बूँद-बूँद मिलने से बनता एक दरिया है “.ଟ୍ୟାଗ ଲାଇନରେ .   ନୀତି…

ଦେଶରେ ଉପରମୁହାଁ, ଓଡ଼ିଶାରେ ବି : ୨୪ ଘଂଟାରେ ୩୦ ଜିଲ୍ଲାରୁ ୩୬୩୧/୮ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୮୩ ,୮୮୩  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୪୩  ଜଣଙ୍କ ମୃତ୍ୟୁ ହୋଇଛି | ସାରାଦେଶରେ କରୋନା ଉପର ମୁହାଁ ହୋଇଥିବା ବେଲେ ରାଜ୍ୟରେ ବି ଧାରା ସେଇଆ | ଆଜି ଅର୍ଥାତ ଗତ ୨୪ ଘଣ୍ଟା ଭିତରେ ୩୦ ଜିଲ୍ଲାରୁ…

ଏବେ କରୋନା ବି ହେଲାଣି ଅନଲକ : ଉପରମୁହାଁ ଭୁତାଣୁ  

୨୪ ଘଣ୍ଟା ଭିତରେ ସାରା ଦେଶରେ  ୮୩ ,୮୮୩  /୧,୦୪୩   ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୮୩ ,୮୮୩  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୪୩  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୮,୫୩,୪୦୭  ହୋଇଥିବା ବେଳେ ଏ ଯାବତ…

ପିଏମ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ଏହା କାର୍ଯ୍ୟକଳାପ ବିଷୟରେ ଅବଗତ ଥିବା ଏବଂ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଥିବା ଟ୍ୱିଟର ପକ୍ଷରୁ ସ୍ଵୀକାର କରାଯାଇଛି |  ପ୍ରଧାନମନ୍ତ୍ରୀଙ୍କ …

ଆତ୍ମନିର୍ଭର ଭାରତ ଅଭିଯାନରେ ସହଯୋଗୀ ହେବାକୁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ୟୁଏସଆଇଏସପିଏଫ୍ ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ • ଆତ୍ମନିର୍ଭର ଭାରତ ଅଭିଯାନ କୋଭିଡ୍-୧୯ର ଆହ୍ୱାନକୁ ସୁଯୋଗରେ ପରିଣତ କରିବ • ଏକବିଂଶ ଶତାବ୍ଦୀରେ ଭାରତକୁ ଉତ୍ପାଦନ କ୍ଷେତ୍ରରେ ପେଣ୍ଠସ୍ଥଳି କରିବାର ଲକ୍ଷ୍ୟ • ଦେଶର ବିକାଶ କ୍ଷେତ୍ରରେ ଉର୍ଜା…