ଭାର୍ଗବୀ ନଦୀ ଉପରେ ପଥରପଦାଠାରେ ସେତୁ ନିର୍ମାଣ କାର୍ଯ୍ୟ ନେଇ ବୈଠକ

0

କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର,: ବ୍ରହ୍ମଗିରି ବ୍ଲକର କପିଳେଶ୍ୱରପୁର ପଞ୍ଚାୟତର ଭାର୍ଗବୀ ନଦୀ ଉପରେ ପଥରପଦାଠାରେ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଏହି ନିର୍ମାଣାଧୀନ ସେତୁ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛିା ଭୁବନେଶ୍ୱର ଗ୍ରାମ୍ୟ ନିର୍ମାଣ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରମୌଳି ପଟ୍ଟନାୟକ, ଅଧୀକ୍ଷଣ ଯନ୍ତ୍ରୀ, କେନ୍ଦ୍ରୀୟ ମଣ୍ଡଳ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ, ପୁରୀ ଡିଭିଜନ ଏହି ବୈଠକ ରେ ଉପସ୍ଥିତ ଥିଲୋ

Leave A Reply

Your email address will not be published.