ମନ୍ତ୍ରୀ ସମୀର ଦାଶ ସପତ୍ନୀକ କୋଭିଡ ଚିହ୍ନଟ

ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କୋଭିଡ ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସହ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସଂଗୀତା ଦାଶ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଆଜି ନିଜେ ଟୁଇଟ କରି ଏହା ଜଣାଇଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ସୂଚନା…

ସେଲ୍ଫି ହେଲା କାଳ ! ମୋବାଇଲ ସାଙ୍ଗରେ ଡ୍ୟାମକୁ ଡେଇଁଲେ ଯୁବ ଇଂଜିନିୟର

ଓଡ୍ରାଫ ଟିମ ଦ୍ୱାରା ଉଦ୍ଧାର ହେଲା ମୃତ ଦେହ । ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ): ବୋୖଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝାର ଡ୍ୟାମକୁ ଗାଧୋଇବାକୁ ଯାଇ ଯୁବ ଇଂଜିନିୟର ମୃତ। ମୃତକ ହେଲେ ତାମିଲନାଡୁର ଆର.ମୁକୁନ୍ଦମ। ସେ ଅନୁଗୋଳ ଜିଲ୍ଲା କୁମ୍ଭୀଆ ଠାରେ ଚାଲିଥିବା ମେଗା ଲିଫ୍ଟ…

ଏନଡିଏ ମୁହାଁ ବିଜେଡି : ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଜେଡି ୟୁ କୁ ସମର୍ଥନ

ଭୁବନେଶ୍ବର : ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମର୍ଥିତ ଜନତାଦଳ ୟୁ ସର୍ବୋପରି ଏନଡିଏ ପ୍ରାର୍ଥୀ ଡ଼ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେବ । ଆଜି ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନ ଯୋଗେ ଆଲୋଚନା ସମୟରେ ଏ…

କରୋନାକୁ ଅଣଦେଖା ନକରି ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ ଜୁହାର ପରିବାରର ଇ-‘ନୂଆଁଖାଇ ପରବ୍’ରେ କେନ୍ଦ୍ରମନ୍ତ୍ରୀ • କରୋନାର ଅପ୍ରଚାର ଠାରୁ ଦୂରେଇ ରହିବାକୁ ପରାମର୍ଶ • ଆଇସିଏମଆରର କରୋନା ସମ୍ପର୍କିତ ପ୍ରୋଟୋକଲକୁ ପାଳନ କରିବା ପାଇଁ ପରାମର୍ଶ • କରୋନା ଲକ୍ଷଣ ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଆହ୍ୱାନ ନୂଆଦିଲ୍ଲୀ(ଶାସକ…

ସମୀର ମହାନ୍ତି କରୋନା ଆକ୍ରାନ୍ତ : ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର 

 ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ସେ ବର୍ତ୍ତମାନ ହାସ୍ପାତାଳରେ ଭର୍ତ୍ତି ହୋଇ ଚିକିତ୍ସିତ  ହେଉଛନ୍ତି | ଯେଉଁମାନେ ତାଙ୍କ  ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି ଶ୍ରୀ…

କରୋନା ସମୟରେ ଗରିବଙ୍କ ଜୀବନକୁ ପରିବର୍ତନ କରିଛି ଉଜ୍ଜଳା ଯୋଜନା – ପ୍ରଧାନମନ୍ତ୍ରୀ

ତିନୋଟି ମହତ୍ୱକାଂକ୍ଷୀ ପେଟ୍ରୋଲିୟମ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ‘ମିଶନ ପୂର୍ବୋଦୟ’ରେ ବଡ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ • ପାରାଦୀପ-ହଳଦିଆ-ଦୁର୍ଗାପୁର-ମୁଜାଫରପୁର ପାଇପଲାଇନର ବାଙ୍କା ସେକ୍ସନ୍ ରାଷ୍ଟ୍ର ଉଦେ୍ଧଶ୍ୟରେ ସମର୍ପିତ • ଲୋକାର୍ପିତ…

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ

ଝାରସୁଗୁଡ଼ା :(ସୁଭାଷ ସହାରେ)-ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ଏହାକୁ ବିରୋଧ କରି ଯୁବ ମୋର୍ଚ୍ଚାର ସଦସ୍ୟମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ରାଜ୍ୟ  ବିଜେପି…

ଯୁବକକୁ ଆକ୍ରମଣ,ପରିବାର ଲୋକଙ୍କୁ ଧମକ : ପୋଲିସରେ ମାମଲା ରୁଜୁ ।

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ବୁରୋମାଲ ଅଞ୍ଚଳ ରେ ଥିବା ତେତେଲମାଲ ଅଞ୍ଚଳରେ ଯୁବକକୁ ମିଳିତ ଭାବରେ ଆକ୍ରମଣ କରି ତାଙ୍କ ପିଠିରେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରାଯାଇଥିଲା ଏବଂ ସେ ଗୁରୁତର ଆହତ ହୋଇଛନ୍ତି ତାଙ୍କୁ ଚିକତ୍ସାଲୟରେ ଭର୍ତି କରାଯାଇଛି ଆହତ ବ୍ୟକ୍ତି ଜଣକ ସେହେଜାଦ…

“ମାର୍ଚ୍ଚ ସୁଦ୍ଧା କୋଭିଡ ଟୀକା, ମୁଁ ପ୍ରଥମ ଡୋଜ ନେବାକୁ ପ୍ରସ୍ତୁତ”

ନୂଆଦିଲ୍ଲୀ (ଶାସକ ପ୍ରଶାସକ): “ମାର୍ଚ୍ଚ ୨୦୨୧ ସୁଦ୍ଧା ଭାରତରେ  କୋଭିଡି ଟିକା ଉପଲବ୍ଧ ହେବ। ଟିକାଗୁଡ଼ିକର ସୁରକ୍ଷା ଦିଗକୁ ନେଇ ଭୟ ଦୂର କରିବା ପାଇଁ ଓ ଲୋକଙ୍କ ମନରେ ଯଦି କିଛି ଅବିଶ୍ୱାସ ତାକୁ ଦୂର କରିବା ସକାଶେ ମୁଁ ଟୀକାକରଣର ପ୍ରଥମ ଡୋଜ  ନେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି …

କାଶଲ ପୁରା ଜଙ୍ଗଲ ରୁ ଜବତ ହେଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

ଟାଟା ପିକଅପ ଓ ହୋଣ୍ଡା ସିଟି ଗାଡି ଜବତ, ୪ ଗିରଫ ବୀରମହାରାଜ ପୁର ରୁ ବିନୋଦ ପାଣ୍ଡେ / ରେଢାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ ଙ୍କ ରିପୋର୍ଟ )  ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ଏକ ନୂଆ ଟାଟା ପିକଅପରେ ୪ କୁଇଣ୍ଟାଲ ୮୦ କେଜି ଓଜନର…