ରମାକାନ୍ତ ବିଶ୍ବାଳ /ସମ୍ଵଲପୁର- ରାଜ୍ୟ ରେ ବହୁ ଚର୍ଚ୍ଚିତ ପାଠକ କେସ ଲିଙ୍କକୁ ନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଆଜି ସହରର ବିଭିନ୍ନ ବେଙ୍କରେ ଯାଞ୍ଚ ଆରମ୍ଭ କରାଯାଇଛି । ସମ୍ବଲପୁର ରେ ପାଠକ ଙ୍କ ନାରେ କୋଣସି ବ୍ୟାଙ୍କ ରେ ଆକାଉଣ୍ଟ ଅଛି ନା ନାହିଁ ସେନେଇ ତଦନ୍ତ ଆରମ୍ଭ ହୋଇଛି ଭିଜିଲାନ୍ସ । 1991 ମସିହାରେ ଅଭୟ ପାଠକ ସମ୍ବଲପୁରରେ joint director social forestry ରେ ଯୋଗ ଦେଇଥିଲେ।ତାଙ୍କର ଚାକରି କାଳରେ ସେ କଣ କଣ କରିଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି। ତାଙ୍କର ସମ୍ଵଲପୁରରେ କିଛି ସମ୍ପତ୍ତି ଅଛି ନା ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ।
Sign in
Sign in
Recover your password.
A password will be e-mailed to you.