Sign in
Sign in
Recover your password.
A password will be e-mailed to you.
ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଜିଲ୍ଲା ଆବାହକ / ଅଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ୱର – ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇନ୍ଜୀବୀ ଶ୍ରୀ ସୁରେନ୍ଦ୍ରନାଥ କର ଦାୟିତ୍ୱ ନେବା ପରେ ୩୩ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ନିମନ୍ତେ ଆବାହକ / ଅଧ୍ୟକ୍ଷମାନଙ୍କର ନାମ ତାଲିକା ଘୋଷଣା କରିଛନ୍ତି ।
ଅନୁଗୁଳ ଜିଲ୍ଲା ନିମନ୍ତେ ଶ୍ରୀ…
ନୀଳଗିରି ନାବାଳିକା ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି
ଭୁବନେଶ୍ୱର- ନୀଳଗିରି ଥାନା ଅଂଚଳରେ ଥିବା ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୧୨ ବର୍ଷର ନାବାଳିକା ମୃତ୍ୟୁ ଘଟଣା ସଂପର୍କରେ ତଥ୍ୟ ଅନୁଧ୍ୟାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ…
ରତ୍ନା ବଡ଼ମାଳଠାରେ ଆକ୍ଟିଭା ଦୁର୍ଘଟଣା , ଚାଳକ ଆହତ ।
( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ):ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ରତ୍ନା ବଡ଼ମାଳ ଠାରେ ଏକ ଆକ୍ଟିଭା ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି | ଚାଳକକୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ ରେଢ଼ାଖୋଲ ଦେହୁରୀ ସାହିର ଆଶିଷ…
ବୁଗୁଡା ବ୍ଲକ ସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ
ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ବୁଧବାର ଦିନ ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଇଓ ନୀଳମାଧବ ଷଡଙ୍ଗୀ, ସିଡିପିଓ ରଞ୍ଜିତା ତ୍ରିପାଠୀ ଓ…
ବୁଗୁଡ଼ାରେ ହେଲେମେଟ ଧରପଗଡ଼, ୧୦ ହଜାର ଟଙ୍କା ଜରିମାନା ଆଦାୟ ।
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ପୋଲିସ ଜିଲ୍ଲା, ବୁଗୁଡା ପୋଲିସ ଥାନା ପକ୍ଷରୁ ଡିସେମ୍ବର ୦୨ ତାରିଖ ଦିନ ବୁଗୁଡା ସହରରେ ହେଲେମେଟ ଧରପଗଡ଼ କରାଯାଇ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଥିବା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ବୁଧବାର ଦିନ ଉପ…
ହଜିଗଲା ଏମଡ଼ିଏଚ ମସଲାର ଆତ୍ମା : ଚାଲିଗଲେ ମହାଶୟ
ନୂଆଦିଲ୍ଲୀ : ଏମଡ଼ିଏଚ ମସଲାର ପ୍ରତିଷ୍ଠାତା ତଥା ଭାରତର ଘରେ ଘରେ ପରିଚିତ ଚେହେରା ମହାଶୟ ଧର୍ମପାଲ ଗୁଲାଟିଙ୍କର ଦେହାନ୍ତ ଯୋଇଯାଇଛି | ଗୁରୁବାର ସକାଳେ 98 ବର୍ଷ ବୟସରେ ଏମଡ଼ିଏଚ ମସାଲାର ମାଲିକ ଶ୍ରୀ ଗୁଲାଟିଙ୍କର ଦେହାନ୍ତ ହୋଇଥିବା ଖବର ହସ୍ତଗତ ହୋଇଛି | ଖବର ଅନୁଯାୟୀ ଗୁଲାଟି ଗତ ତିନି…
ମ୍ୟାଲେରିଆ ନିରାକରଣରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା : 2019 ରେ କମିଛି 40.35%
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମ୍ୟାଲେରିଆ ରିପୋର୍ଟ 2020 ପ୍ରକାଶିତ
• ମ୍ୟାଲେରିଆ ବୋଝ ହ୍ରାସ କରିବାରେ ଭାରତର ଉଲ୍ଲେଖନୀୟ ସଫଳତା ଜାରି
• ରୋଗ ପ୍ରଭାବିତ ଏକମାତ୍ର ଦେଶ ଭାବେ ଭାରତରେ 2018 ତୁଳନାରେ 2019ରେ 17.6% ହ୍ରାସ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…
୯୫ ବର୍ଷରେ ପଦାର୍ପଣ କଲା ଐତିହ ସମ୍ପନ୍ନ ପୁରୀ ବିଏନଆର ହୋଟେଲ ।
ଭୁବନେଶ୍ୱର (ଶାସକ ପ୍ରଶାସକ) : ପବିତ୍ର ଜଗନ୍ନାଥଧାମ ପୁରୀ ସମୁଦ୍ରକୂଳ ନିକଟରେ ଅବସ୍ଥିତ ବିଏନଆର ହୋଟେଲ ହେଉଛି ଏକ ଭାରତୀୟ ରେଳପଥର ପାରମ୍ପାରିକ ଐତିହ ବହନ କରୁଥିବା ହୋଟେଲ ସମ୍ପତ୍ତି, ଯାହା ଅତିଥିମାନଙ୍କୁ ଏକ ଭିନ୍ନ ସ୍ବାଦର ଆତିଥେୟତା ଓ ଆରାମଦାୟକ ରହଣି ପ୍ରଦାନ କରିଥାଏ | ପୁରାତନ…
୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦% ହ୍ରାସ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ
“ଆତ୍ମନିର୍ଭର ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ୨୦୩୦ର ଭିଜନ” ୱେବିନାରରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର– ୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି ବୁଧବାର ସ୍ୱରାଜ୍ୟ ପକ୍ଷରୁ ଆୟୋଜିତ…
ସାରସ୍ୱତ ସାଧକ, କବି ତଥା ସାମ୍ବାଦିକ ଦାମୋଦର ପଣ୍ଡାଙ୍କ ପରଲୋକ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସାରସ୍ୱତ ସାଧକ, କବି ତଥା ସାମ୍ବାଦିକ ଦାମୋଦର ପଣ୍ଡା (୬୮)ଙ୍କ ଆଜି ଅପରାହ୍ନ ୫ଟାରେ ହୃଦ୍ଘାତରେ ଦେହାନ୍ତ ହୋଇଛି l ଗତ ୨୩ ତାରିଖ ତାଙ୍କ ଶତାୟୁ ମାଆଙ୍କ ବିୟୋଗ ଘଟିଥିଲା । ଆଜି ତାଙ୍କ ଆକସ୍ମିକ ମୃତ୍ୟୁ ସାରା ସମ୍ବଲପୁର ସହରକୁ ସ୍ତବ୍ଧ କରିଦେଇଛି ।…