Sign in
Sign in
Recover your password.
A password will be e-mailed to you.
ଗୌରଚନ୍ଦ୍ର ଚୌଧୁରୀଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ସ୍ଥାନୀୟ ବସନ୍ତ ବିହାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାସ ଭବନ ଠାରେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ବିଶିଷ୍ଟ ଶିକ୍ଷାବିତ୍ , କବି ,ଲେଖକ , ପ୍ରାବନ୍ଧିକ , ସମାଲୋଚକ ଦିବଂଗତ ଗୌରଚନ୍ଦ୍ର ଚୌଧୁରୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ…
ଲୁଟ ସୁନା ଅଳଙ୍କାର ଜବତ ; ୭ ଗିରଫ
ଭଞ୍ଜନଗର / ବଡଗଡ଼ ( ନିଲୁ ବିଷୋୟୀ)/- ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧିନରେ ହୋଇଥିବା ଏକ ଡକାୟତି ମାମଲାର ତଦନ୍ତ କରି ପୁଲିସ୍ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ ଗତମାସ ୧୮ ତାରିଖ ଦିନ ସଂନ୍ଧ୍ୟା ସମୟରେ ବଡ଼ଗଡ ବଡଦାଣ୍ଡ ସାହିରେ ଥିବା କେ ସୀମାଦ୍ରୀ…
ଜଙ୍ଗଲରୁ ମାଙ୍କଡ ମାଂସ ନେଇ ଆସୁଥିବା ଯୁବକକୁ ଗିରଫ କଲା ବନବିଭାଗ
(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କଦଳିଗଡ ଅଂଚଳରୁ ମାଙ୍କଡ ମାଂସ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ।
ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ବଡବାହାଳ ରେଞ୍ଜ ଅଧିନସ୍ଥ କଦଳିଗଡ…
ଭରତାପୁରରେ ଦୋକାନୀକୁ ମରଣାତ୍ମକ ଆକ୍ରମଣ
(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଭରତାପୁରରେ ଜନୈକ ଦୋକାନୀକୁ ସଂଘବଦ୍ଧ ଭାବରେ ମରଣାତ୍ମକ ଆକ୍ରମଣ ହୋଇଥିବା ଆହତ ଙ୍କ ମାଆ ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ଥାନା ଭରତାପୁର…
ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶିକାର ଘଟଣା: ୨ ଶିକାରୀଙ୍କୁ କୋର୍ଟ ଚାଲାଣ
( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ବନବିଭାଗ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଆଦି ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ରେଢାଖୋଲ ଏସ୍ଡିଜେଏମ୍…
ରୋଗାକ୍ରାନ୍ତ ବିନୋଦ ଙ୍କୁ ସହାୟତାର ହାତ ବଢ଼ାଇଲେ ସମାଜସେବୀ
ଭଞ୍ଜନଗର ( ନିଲୁ ବିଷୋୟୀ ) - ରୋଗ ଶଯ୍ୟା ରେ ପଡି ଆଜକୁ ୨ ବର୍ଷ ହେବ ଛଟପଟ ହେଉଥିବା ଭଞ୍ଜନଗର ବ୍ଳକ ଲାଲସିଂ ଗ୍ରାମର ବିନୋଦ କୁମାର ସାହୁ ଙ୍କ ପରିବାର କୁ ସମାଜସେବୀ ସନତ କୁମାର ସାହୁ, ଶୂଳପାଣି ଶତପଥୀ ଓ ପଞ୍ଚାନନ ପାଳ ସହାୟତାର ହାତ ବଢ଼ାଇଛନ୍ତି । ସେମାନେ ବିନୋଦଙ୍କ ଘରକୁ ଯାଇ ଏକ ମାସର…
ସ୍ୱାଧୀନତାର ୭୨ ବର୍ଷ ପରେ ହେବ ଅଙ୍ଗ ନଦୀ ଉପରେ ପୋଲ
"ଶାସକ ପ୍ରଶାସକ"ର ଖବର ଓ ଦୀପାଙ୍କ ଟୁଇଟ ପରେ ସାକାର ହେବ ନିଲାଥର ଗ୍ରାମବାସୀଙ୍କ ସ୍ବପ୍ନ
ପଦ୍ମପୁର : ଆମେ ଲୋକଙ୍କ ଭଲକାମକୁ ପ୍ରଶଂସା କରିବା ସହ ନିଲାଥର ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନଭେମ୍ବର ୯ ତାରିଖରେ ଏକ ଖବର ପରିବେଷଣ କରିଥିଲୁ | ସେ…
“ଘରେଘରେ ଅରୁଣିମା’ କ୍ୟାଲେଣ୍ଡର ସବୁ ଜିଲ୍ଲାକୁ ପ୍ରେରଣ : ଏଥର “ଯାନବାହାନ”
ଡିସେମ୍ବର ମାସ ପାଇଁ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କର ଯାନବାହନ ସଂପର୍କିତ ଜ୍ଞାନ ଆହରଣ
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବା ସମୟରେ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ସୃଜନଶୀଳ ବିକାଶ ପାଇଁ ଅପ୍ରେଲ…
ପାଳ ଗଦାରେ ଲାଗିଲା ନିଆଁ ।
ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗଡ଼ଭାଟି ଗ୍ରାମରେ ପାଳ ଗଦାରେ ଲାଗିଲା ନିଆଁ ,ଅଳ୍ପକେ ବର୍ତୀଲା ଅନ୍ୟ କୃଷକଙ୍କ ପାଳଗଦା । ନିଜ ଗୃହପାଳିତ ପଶୁଙ୍କୁ ଗୋଟିଏ ବର୍ଷ ଯାଏଁ ଖୁଆଇବା ପାଇଁ ଅତି ଜତନରେ ପାଳକୁ ସାଇତି ରଖିଥିଲେ କୃଷକ ବନମାଳୀ ବାରିହା । ହେଲେ ଆଜି 4 ଟାରେ କିପରି କେଜାଣେ…
ଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
http://www.youtube.com/watch?v=G3T4RoPRTNw
ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ ଶୀଘ୍ର
ଭୁବନେଶ୍ବର(ଶାସକ ପ୍ରଶାସକ) : ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ…