ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ହେବେ ଜନସନ

0

File Photo

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ | ଏ ନେଇ ବ୍ରିଟେନ ପକ୍ଷରୁ ସ୍ପଷ୍ଟ କରାଯାଇଛି |  ଭାରତ ଗସ୍ତରେ ଆସିଥିବା ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାଏବ ବୈଦେଶିକବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ନିଶ୍ଚିତ କରିଛନ୍ତି ଯେ ଆସନ୍ତା ମାସରେ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବାକୁ ପ୍ରଧାନମନ୍ତ୍ରୀ ଜନସନ ଭାରତର ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.