ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଲ ରେଞ୍ଜ୍ ର କଦଳୀଗଡ ଅଞ୍ଚଳରେ । ଆଜି ଗାଁ ଭିତରକୁ ହାତୀପଲ ଯାଉଥିବା ସମୟରେ ଲୋକେ ଘଉଡାଇ ଦେଇଥିଲେ। ଯାହାଫଳରେ ହାତୀପଲରେ ଥିବା ୧୨ଟି ହାତୀ , ପାଖରେ ଥିବା ଧଉରାଖମଣ, ଏବଂ ଗରିଆମୁଣ୍ଡା ଜଙ୍ଗଲକୁ ପଳାଇଛନ୍ତି। କଦଳୀଗଡ ଅଞ୍ଚଳର ଆମ୍ବଝରୀ, ଗରିଆମୁଣ୍ଡା , ଧଉରାଖମଣ ଗାଁରେ ବ୍ୟାପକ ଧାନ ଫସଲ ହାତୀପଲ ରାତିରେ ନଷ୍ଟ କରିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Next Post