Sign in
Sign in
Recover your password.
A password will be e-mailed to you.
25ବର୍ଷ ରେ ପାଦ ଥାପିଛି ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ସ୍ମାଶ ଭଲିବଲ ଟୁର୍ଣ୍ଣାମେଣ୍ଟ
ନୟାଗଡ଼ :- ନୟାଗଡ଼ ନିକଟସ୍ଥ ଥିବା ଦୁର୍ଗାପ୍ରସାଦ ଗ୍ରାମ ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ଏକଦିବାସିୟ ସ୍ମାଶ ଭଳି ଟୁର୍ନାମେଣ୍ଟ ଦୀର୍ଘବର୍ଷ ଧରି କ୍ଲବ ଦ୍ୱାରା ଏହି ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ଚାଲିଆସୁଛି l ସମସ୍ତ କ୍ଲବ ମେମ୍ବର ମାନଙ୍କ ପ୍ରଚେଷ୍ଟାରେ 25ବର୍ଷରେ ପାଦଥାପିଛି ଜୟଦୁର୍ଗା…
ଚମ୍ପୁଆ, ଗୋଧୂଳି ଗ୍ରାମରେ ଗଣତନ୍ତ୍ର ଦିବସ ପାଳିତ।
କେନ୍ଦୁଝର,ତା୨୮/୧- କେନ୍ଦୁଝର ଉପାନ୍ତ ଗୋଧୂଳି ଗ୍ରାମରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଗ୍ରାମ ବିପ୍ଲବୀ ଧରଣୀଧରଙ୍କ କର୍ମସ୍ଥଳୀ ଥିଲା ଏହିଠାରେ ସେ ଅବସ୍ଥାପିତ ହୋଇ ସିଂହଭୂମ, କେନ୍ଦୁଝର ଜମି ମାପ କରି ସମାଧାନ କରିଥିଲେ। ତେଣୁ ଆଜି ବି ସେଠାରେ ଲୋକଙ୍କ ମଧ୍ୟରେ କୌଣସି…
ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘର ନେତୃବୃନ୍ଦ ଚୟନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ନେତୃବୃନ୍ଦଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏହି ଅବସରରେ ପଡିଆ ବ୍ଲକର ନୂତନ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୀତାରାମ ମାଡି, ଉପସଭାପତି ସୁମନ୍ତ ଖଟେଇ, ସମ୍ପାଦକ ସୁରେଶ…
ବାଲ୍ୟ ବିବାହ ନିବାରଣ ନିମନ୍ତେ ସଚେତନତା ସାଇକେଲ ରାଲି ଆୟୋଜିତ।
କେନ୍ଦୁଝର,ତା୨୮/୧- ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ବାଲ୍ୟ ବିବାହ ନିବାରଣ ନିମନ୍ତେ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲା। ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ପତାକା…
ଡିଏମଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଆରୋଗ୍ୟ ମନ୍ଦିର(ଆଖି ପରୀକ୍ଷା ଏବଂ ଚଶମା ବିକ୍ରୟ କେନ୍ଦ୍ର) ଉଦ୍ଘାଟିତ।
କେନ୍ଦୁଝର,ତା୨୮/୧- ଜିଲ୍ଲା ଖଣିଜ ଅନୁଷ୍ଠାନ (ଡିଏମଏଫ୍)ର ଅର୍ଥ ସହାୟତାରେ ଚାଲିଥିବା ଡିଏମଏଫ୍- ଉଦ୍ୟମୀ ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ସଦର ବ୍ଲକର କାଶୀପୁର ଠାରେ ରୁଦ୍ରନାରାୟଣ ଲୋହରଙ୍କ ଏକ ଚଷମା ତିଆରି ଓ ବିକ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ସଫଳତାର ସହ ଅନୁଷ୍ଠିତ ହୋଇଛି।ଏହି…
ଆଠ ଦିନ ହେଲା ମାଙ୍କଡ଼ ମୁଣ୍ଡରେ ଚକଲେଟ ଡବା
ମାଙ୍କଡ଼ ମୁଣ୍ଡରୁ ଡବା କାଢ଼ିବା ପାଇଁ ବନବିଭାଗର ତତ୍ପରତା
ବେଲଗୁଣ୍ଠା, -(ଶିବରାମଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ରତ୍ନପୁର ଅଞ୍ଚଳରେ ପ୍ରାୟ ଆଠ ଦିନ ହେଲା ଏକ ପ୍ଲାଷ୍ଟିକ ଚକଲେଟ ଡବା ଭିତରେ ମାଙ୍କଡ଼ର ମୁଣ୍ଡ ପଶି ଏଣେତେଣେ ବୁଲୁଥିବାର ଲୋକେ ଦେଖିବା ପରେ ବନବିଭାଗକୁ ଖବର…
ଶିଳ୍ପ ପ୍ରତିଷ୍ଠାକୁ ନେଇ ଜନ ଶୁଣାଣି.
କଳାଗଡ଼ ଗ୍ରାମର ୧୨୪୫ ଚାଷୀଙ୍କ 543.3510 ଏକର ଜମି ଅଧିଗ୍ରହଣ ହେବ |
କେନ୍ଦ୍ରାପଡ଼ା:୨୮.୦୧(ପ୍ରଫୁଲ୍ଲ କୁମାର ମଲ୍ଲ) ମହାକାଳପଡା ବ୍ଲକ ଯଦୁପୁର ପଂଚାୟତ କଳାଗଡ଼ଠାରେ ଶିଳ୍ପ ପ୍ରତିଷ୍ଠାକୁ ନେଇ ଆଜି ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ମଶାକଣୀ ବଡଦାଣ୍ଡ ପଡିଆଠାରେ ଅନୁଷ୍ଠିତ ଜନ ଶୁଣାଣିରେ…
ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା କନକ୍ଲେଭରେ ଶକ୍ତି ବିଭାଗର ପାଭିଲିୟନକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଟିପିସିଓଡିଏଲ୍ ପକ୍ଷରୁ ଉପଭୋକ୍ତା-କୈନ୍ଦ୍ରିକ ପଦକ୍ଷେପ ପ୍ରଦର୍ଶିତ
ରାଉରକେଲାରେ ଚାଲିଥିବା ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାର ଶକ୍ତି କ୍ଷେତ୍ରରେ ଭିଜନକୁ ପ୍ରଦର୍ଶନ କରିବା ପାଇଁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଏକ ପାଭିଲିୟନ ଖୋଲାଯାଇଛି। ଟିପି ସେଣ୍ଟ୍ରାଲ…
ଘୁମୁସର ଉଚ୍ଚ ବିଦ୍ୟାଳୟର ୧୯୭୩ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ପବିତ୍ର ତିଳ ସପ୍ତମୀ ଅବସରରେ ୧୯୪୮ ରେ ପ୍ରତିଷ୍ଠିତ ଘୁମୁସର ଉଚ୍ଚ ବିଦ୍ୟାଳୟର ୧୯୭୩ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବେଲଗୁଣ୍ଠାର ଆରାଧ୍ୟା ମାଆ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ…
ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘର ବାର୍ଷିକ ବୈଠକ ଓ ଆଲୋଚନା ସଭା ଅନୁଷ୍ଠିତ |
ନବରଙ୍ଗପୁର,ତା 28/01/2026,ଅଶୋକ ସାହୁ,ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ,ନବରଙ୍ଗପୁର ଶାଖା ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ମଙ୍ଗରଦରା ପର୍ଯ୍ୟଟନ ସ୍ଥଳୀ ଠାରେ ଅନୁଷ୍ଠାନିକ ବୈଠକ ତଥା ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠିତ ଉକ୍ତ ଅନୁଷ୍ଠାନିକ…