Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍ ହବ’ ଆସନ୍ତା ୧୦ ତାରିଖ ଦିନ
ବଲାଙ୍ଗିର/ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍ ହବ’ ଆସନ୍ତା ୧୦ ତାରିଖ ଦିନ ଅନୁଷ୍ଠିତ ହେବ । ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫେସ୍ବୁକ୍ ଲାଇଭ୍, ଟ୍ୱିଟର୍ ଲାଇଭ୍ ଏବଂ ୟୁଟ୍ୟୁବ୍ରେ ୧୦ ତାରିଖ ରବିବାର ସଂଧ୍ୟା ୫ଟା…
ବଲାଙ୍ଗୀର ପାଇଁ ଗୌରବ ଆଣିଲେ ଦି ଭାଇ
ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲାର ନାଁ ଉଜ୍ଜ୍ୱଳ କରିଛନ୍ତି ଦୁଇଭାଇ। କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ ପରୀକ୍ଷାରେ ରେକର୍ଡ କରିଛନ୍ତି । ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଛନ୍ତି। ସେହିପରି ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ…
ଆଠମଲ୍ଲିକ- ବିଶ୍ୱ ସର୍ବସାଧାରଣ ସମ୍ପତ୍ତି ସୁରକ୍ଷା ସପ୍ତାହ ପାଳନ
ଆଠମଲ୍ଲିକ/ସନ୍ତୋଷ ମେହେର-ଅନୁଗୋଳ ଜିଲ୍ଲା ଆଠମଲ୍ଲିକର 24ଟି ପଞ୍ଚାୟତରେ ଫାଉଣ୍ଡେସନ ଫୋର ଇକୋ ଲୋଜିକାଲ ସିକ୍ଯୁରିଟି (FES) ଅନୁଗୋଳ ତରଫରୁ "ବିଶ୍ୱ ସର୍ବସାଧାରଣ ସମ୍ପତ୍ତି ସୁରକ୍ଷା ସପ୍ତାହ" ପାଳନ କରାଯାଇଛି I ସେପ୍ଟେମ୍ବର 30 ଠାରୁ ଅକ୍ଟୋବର 09 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ…
ଆୟୁର୍ବେଦ ଓ ଯୋଗ ଉପରେ ପର୍ଯ୍ୟବେଶିତ କୋଭିଡ-19 ପରିଚାଳନା ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଜାରି
ନୂଆଦିଲ୍ଲୀ (ଶାସକ ପ୍ରଶାସକ) - କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଆୟୁର୍ବେଦ ଓ ଯୋଗ ଉପରେ ପର୍ଯ୍ୟବେଶିତ କୋଭିଡ-19 ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)…
ଡ଼ାକ୍ତରମାନେ କୋଭିଡ଼-୧୯ ଭୂତାଣୁର ସୁପର ସ୍ପ୍ରେଡ଼ର ହେବାର ସମ୍ଭାବନା !
ପିଆରଏମ ମେଡ଼ିକାଲ ସୁପାରିଟେଣ୍ଡେଣ୍ଟଙ୍କ ଖାମଖିଆଲି ମନୋଭାବ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପାରିଟେଣ୍ଡେଣ୍ଟ ବି ଏନ ମହାପାତ୍ରଙ୍କ ଖାମଖିଆଲି ଓ ଦାୟିତ୍ୱହୀନ ମନୋଭାବ କାରଣରୁ ଡ଼ାକ୍ତରମାନେ କୋଭିଡ଼-୧୯…
କେନ୍ଦୁଝରର ଅବହେଳିତ ଜନଜାତି
ଶ୍ରୀ ଡମ୍ବରୁଧର ଘଣା
ଜନଜାତି କହିଲେ ଏକ ଭାଷା, ଏକ ପରିଚୟ,ଏକ ସଂସ୍କୃତି , ସମାନ ଧାର୍ମିକ ବିଶ୍ଵାସ, ସମାନ ରୋଜଗାର ପନ୍ଥା , ସମାନ ସାମାଜିକ ନୀତି, ନିଜି ଶିକ୍ଷାପଦ୍ଧତିକୁ ନେଇ ଆଦିମକାଳରୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବାସକରି ଆସୁଥିବା ଗୋଷ୍ଠୀକୁ ବୁଝାଇଥାଏ । ଭାରତ ବର୍ଷର ପ୍ରାୟ ସବୁ…
ହାଥରସ୍ ପୀଡ଼ିତଙ୍କୁ ନ୍ୟାୟ ଦାବି କଲେ ଝାରସୁଗୁଡ଼ାର ସାମାଜିକ ସଙ୍ଗଠନ।
ଝାରସୁଗୁଡ଼ା :(ସୁଭାଷ ସହାରେ) - ହାଥରସଠାରେ ଦଳିତ ଝିଅ ମନୀଷାଙ୍କ ସହ ଯେଉଁ ନାରକୀୟ ଘଟଣା ଘଟି ଯାଇଛି, ତାହାକୁ ନେଇ ଆଜି ସାରା ଭାରତ ସ୍ତମ୍ଭୀଭୂତ ହୋଇ ଯାଇଛି। ଝାରସୁଗୁଡ଼ା ସହରର ବିଭିନ୍ନ ସାମାଜିକ ସଂଗଠନ ଏହି ଘଟଣାର ତୀବ୍ର ପ୍ରତିବାଦ କରି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି।
'ଏଇତ…
ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ ପାଇଁ ଆଗେଇ ଆସିଲେ ନୱଲ
ମହତ କାମ ପାଇଁ ସମ୍ବର୍ଧନା ଜଣାଇଲେ ବିଭିନ୍ନ ସଂଗଠନ ଓ ଜନ ସାଧାରଣ
ଝାରସୁଗୁଡ଼ା(ସୁବାସ ସାହରେ) ଝାରସୁଗୁଡ଼ା ସହରର ମୁରାରୀଲାଲ ଟିବ୍ରିୱାଲ କରୋନା ପଜିଟିଭ ପରେ ଝାରସୁଗୁଡା କୋଭିଡ଼ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୭୨ରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ଅବନତି ଯୋଗୁ ଡାକ୍ତରଙ୍କ ପରାମର୍ଶ…
ଆକ୍ଟିଭ କେଶ କମ କରିବା ପଥରେ ଭାରତ
● ମୋଟ କରୋନା ପଜିଟିଭ୍ ମାମଲାର କେବଳ 13.75% ସକ୍ରିୟ ମାମଲା
● 74% ନୂତନ ସୁସ୍ଥ 10 ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରୁ
● 25ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ ମାମଲାଠାରୁ ଅଧିକ
ନୂଆଦିଲ୍ଲୀ/ ଶାସକ ପ୍ରଶାସକ : ଭାରତରେ ମୋଟ ପଜିଟିଭ୍ ମାମଲା…
50% ଦର୍ଶକଙ୍କ ସହ ସିନେମା ହଲ୍ ଖୋଲିବାକୁ ଅନୁମତି
ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଏସଓପି ଜାରି କଲେ ଶ୍ରୀ ପ୍ରକାଶ ଜାଭଡେକର
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…