କୋଭିଡ଼ ସଂକ୍ରମଣ ଭୟ : ଭାରତ-ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ  ଡିସେମ୍ବର 31 ପର୍ଯ୍ୟନ୍ତ ସ୍ଥଗିତ 

0

ନୂଆଦିଲ୍ଲୀ : ଲଣ୍ଡନରେ କୋଭିଡ଼-୧୯  ଭୁତାଣୁର ନୂଆ ସ୍ୱରୂପରେ ସଂକ୍ରମଣ ତୀବ୍ର ହେବାରୁ ଲଣ୍ଡନ ଲକଡାଉନ ହୋଇଯାଇଥିବା ବେଳେ ସଂକ୍ରମଣ ଆଶଙ୍କା କରି ଭାରତ ସରକାର ଭାରତ-ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ  ଡିସେମ୍ବର 31 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି | ସୂଚନାଯୋଗ୍ୟ ଯେ ଗତକାଲି ପ୍ରଥମ ଦେଶ ଭାବେ କାନାଡ଼ା ବ୍ରିଟେନ ସହ ବିମାନ ଚଳାଚଳ ସ୍ଥଗିତ କରିଥିଲା | 

Leave A Reply

Your email address will not be published.