ଘୁ.ଉଦୟଗିରି ପ୍ରେସ କ୍ଳବର ବନ୍ଧୁ ମିଳନ

0

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ପ୍ରେସ କ୍ଳବର ସଭାପତି ସମୀର କୁମାର ପାଢୀଙ୍କ ସଭାପତିତ୍ବରେ ଆଜି ସ୍ଥାନୀୟ ସିର୍କୀ ଡ୍ୟାମ ନିକଟରେ ମାସିକ ବୈଠକ ଏବଂ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି I ସମ୍ପାଦକ ବଟକୃଷ୍ଣ ଦାସ ପୂର୍ବ ବିବରଣୀ ପାଠ କରିଥିବା ବେଳେ ସମସ୍ତ ପ୍ରତିନିଧି ନିଜନିଜ ମତ ବ୍ୟକ୍ତ କରିଥିଲେ I ଉକ୍ତ ବୈଠକରେ କ୍ଳବର ଉପ-ସଭାପତି ଅରୁଣ କୁମାର ଷଡଙ୍ଗୀ, ସହ-ସମ୍ପାଦକ ରାମକୃଷ୍ଣ ଚୌଧୁରୀ, କୋଷାଧ୍ୟକ୍ଷ ଗଗନ ପ୍ରଧାନ, ଉପଦେଷ୍ଠା ଶିଶିର କୁମାର ପଟ୍ଟନାୟକ, ବିଦ୍ୟାଧର ପାଳ, ଦେବନାଥ ଦଳବେହେରା, ପତିତପାବନ ସାହୁ, କାର୍ଯ୍ୟକାରେଣୀ ସଭ୍ୟ ପ୍ରତାପ ଚନ୍ଦ୍ର ପାଢୀ, ପ୍ରଶନ୍ନ କୁମାର ମିଶ୍ର, ଅନିଲ କୁମାର ଦଳବେହେରା, ଚନ୍ଦ୍ରଶେଖର ପାଢୀ, ଯୋଶେଫ ଦିଗାଳ, ସଭ୍ୟ ସାମନ୍ତ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.