Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ପାଳିତ
ବାଲେଶ୍ୱର, ତାରିଖ - ୦୪/୦୪/୨୦୨୬: ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନହାଟ ପରିସରରେ "ଓଡ଼ିଆ ପକ୍ଷ" ପାଳନ ଅବସରରେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ଦ୍ବାରା ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ…
“ଓଡିଆ ଭାଷାରେ ନାମଫଳକ – ସଚେତନତା ପଦଯାତ୍ରା” ଅନୁଷ୍ଠିତ
ବାଲେଶ୍ୱର, ତାରିଖ - ୦୪/୦୪/୨୦୨୬: ଆଜି ପୂର୍ବାହ୍ନ ୯.୦୦ ଘଟିକା ସମୟରେ ଓଡ଼ିଆ ପକ୍ଷ ୨୦୨୬ ଅବସରରେ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପର୍ଯ୍ୟନ୍ତ "ଓଡ଼ିଆ ଭାଷାରେ ନାମଫଳକ - ସଚେତନତା ପଦଯାତ୍ରା" ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଜିଲ୍ଲାପାଳ…
ବେଲଗୁଣ୍ଠାରେ ଦଣ୍ଡ ନାଚର ଧୁମ୍: ଦୁଇ ଭଉଣୀ ମାଁ ଦକ୍ଷିଣକାଳୀ ଓ ମାଁ କାଳୀଙ୍କ ଅପୂର୍ବ ମହାମିଳନ ।
ବେଲଗୁଣ୍ଠା-୪/୪-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ 'ଦଣ୍ଡ ନାଚ' ପାଇଁ ଏବେ ସମଗ୍ର ଜିଲ୍ଲା ଉତ୍ସବମୁଖର। ଏହି କ୍ରମରେ କଳା ଓ ସଂସ୍କୃତିର ସହର ବେଲଗୁଣ୍ଠା ମଧ୍ୟ ଗତ ଚାରି ଦିନ ହେଲା ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହେଉଛି। ଆଜି ପ୍ରଭାତରେ ବେଲଗୁଣ୍ଠା ସହରରେ…
ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ…
ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ
କେନ୍ଦୁଝର, ତା୪/୪ - କେନ୍ଦୁଝର ସହର ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଶିଶୁ…
ଭାରତୀୟ ସେନାର ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ପାଇଁ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାର (CEE)…
କେନ୍ଦୁଝର,ତା୪/୪- ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ନିଯୁକ୍ତି ପାଇଁ ୨୦୨୬–୨୭ ନିଯୁକ୍ତି ବର୍ଷର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ନିମିତ୍ତେ ପଞ୍ଜୀକରଣ ପ୍ରକ୍ରିୟା ୧୩ ଫେବୃଆରୀ ୨୦୨୬ ରୁ ୧୦ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ। ଯୋଗ୍ୟ ଆଶାୟୀମାନେ…
ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠା ବ୍ଲକ୍ ଶିକ୍ଷା ସଚେତନତା ରଥ ଉଦ୍ଘାଟିତ
ବେଲଗୁଣ୍ଠା,୦୪/୦୪,-(ଶିବରାମ ଚୌଧୁରୀ )ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ରାଜ୍ୟରେ ପ୍ରଥମ କରି ବିଦ୍ୟାଳୟକୁ ଆସୁଥିବା ଶିଶୁ ମାନଙ୍କ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହା ସହିତ ଅଭିଭାବକ ମାନଙ୍କ ଶିକ୍ଷା ଏବଂ ଶିକ୍ଷା ଅଧିକାର ସମ୍ପର୍କରେ ସଚେତନ କରାଇବା…
ଜମି ଅଧିଗ୍ରହଣ ଓ ଲୋକଙ୍କ ଅଧିକାର : ଯୁବ ଅଧିବକ୍ତାଙ୍କୁ ସକ୍ରିୟ ଭୂମିକା ନେବାର ଆହ୍ୱାନ
କେନ୍ଦୁଝର,ତା୪/୪-ଆଜି କେନ୍ଦୁଝର ଲ ଫାର୍ମ କେନ୍ଦୁଝର ଦ୍ଵାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ଜମି ଅଧିଗ୍ରହଣ ଆଇନ, ୨୦୧୩ (RFCTLARR Act, 2013) ଓ ଲୋକଙ୍କ ଅଧିକାର ବିଷୟରେ ଗଭୀର ଆଲୋଚନା ହୋଇଛି। ସେମିନାରରେ ଯୁବ ଅଧିବକ୍ତାମାନଙ୍କୁ ଆହ୍ୱାନ କରାଯାଇଛି ଯେ, ସେମାନେ ଏହି କ୍ଷେତ୍ରରେ ଅଧିକ…
ଓଡ଼ିଆ ପକ୍ଷର ଚତୁର୍ଥ ଦିବସ : ଓଡ଼ିଆରେ ନାମ ଫଳକ ଅଭିଯାନ ଆୟୋଜିତ
କେନ୍ଦୁଝର, ୦୪/୦୪/୨୦୨୬: ଓଡ଼ିଆ ପକ୍ଷ-୨୦୨୬ର ଚତୁର୍ଥ ଦିବସରେ କେନ୍ଦୁଝରଠାରେ ଓଡ଼ିଆରେ ନାମ ଫଳକ ଅଭିଯାନ ଆୟୋଜିତ ହୋଇଛି । ଏହି କ୍ରମରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ପଦଯାତ୍ରା ଆୟୋଜିତ କରି ଉକ୍ତ ଅଭିଯାନର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବଜାରରେ…
ବ୍ରହ୍ମପୁରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆଜିଠାରୁ ଉତ୍ତୀର୍ଣ୍ଣ ୭୦ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ବ୍ରହ୍ମପୁର ଉନ୍ନୟନ କତୃପକ୍ଷ କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ଗୃହର…