ଜିରୋ ନାଇଟ ସେଲିବ୍ରେସନ ବଂଦ : ନାଇଟ କର୍ଫ୍ୟୁ ଲାଗୁ 

0

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ବଂଦ | ରାଜ୍ୟ ସରକାର ଲାଗୁ କରିଛନ୍ତି ନାଇଟ କର୍ଫ୍ୟୁ | ହେଲେ ସମସ୍ତ ଜରୁରୀ ସେବା ପାଇଁ ଅନୁମତି ଦିଆଯିବ | ଏ ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି | ଶ୍ରୀ ଜେନା ଟୁଇଟ କରି ଜଣାଇଛନ୍ତି ଯେ “ଓଡ଼ିଶାର ସରକାର ଆଜି ରାତି 10 ଟାରୁ ଆସନ୍ତାକାଲି ସକାଳ 5 ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରୁଛନ୍ତି। ସାଧାରଣ ଜନତା ସହଯୋଗ କରିବାକୁ ଅନୁରୋଧ । ସମସ୍ତ ଜରୁରୀ ସେବା ଏବଂ ଗତିବିଧିକୁ କର୍ଫ୍ୟୁ ସମୟ ମଧ୍ୟରେ ଜାରି ରଖିବାକୁ ଅନୁମତି ଦିଆଯାଇଛି |” 

Leave A Reply

Your email address will not be published.