Sign in
Sign in
Recover your password.
A password will be e-mailed to you.
ସରକାରୀ ଅର୍ଥ ଲୁଟି ମଧ୍ୟ ଲୋକଙ୍କୁ ମୌଳିକ ସେବା ନାହିଁ
ଦୁର୍ନୀତିଗ୍ରସ୍ତ ଦଳର ପ୍ରାର୍ଥୀଙ୍କୁ ଉଚିତ ଜବାବ ଦିଅ: ସୁରେଶ ପୂଜାରୀ
ବାଲେଶ୍ୱର,(ଶାସକ ପ୍ରଶାସକ) : ଚଳିତ ସଦର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଅଂଶଗ୍ରହଣ କରିଥିବା ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ ବାଲେଶ୍ୱରର ପ୍ରତ୍ୟେକ କ୍ଷେତ୍ରରେ ବଦ୍ଧି ପାଇଥିବା…
ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ମାନସ ଦାସପଟ୍ଟନାୟକ
ବାଲେଶ୍ୱର(ଶାସକ ପ୍ରଶାସକ) : ବାଲେଶ୍ୱର ସଦର ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟ ଜମି ଆସୁଥିବା ବେଳେ ଛାମୁଆ କର୍ମୀ ଓ ନେତାଙ୍କ ଦଳ ବଦଳ ଏବେ ବି ଜାରି ରହିଥିବା ଲକ୍ଷ୍ୟ କରାଯାଇଛି । ସବୁ ଦଳ ପକ୍ଷରୁ ଜିତିବା ପାଇଁ ଚାଲିଛି ରୀତିମତ୍ ଉଦ୍ୟମ । ଏହି…
‘ମଦ କାରବାର ବନ୍ଦ ନ ହେଲେ କେହି ଦେବେନି ଭୋଟ’
ବିଜେଡି ନିର୍ବାଚନୀ ସଭାରେ ମହିଳାଙ୍କ ବିରୋଧ ପ୍ରଦର୍ଶନ
ବାଲେଶ୍ୱର/ଶାସକ ପ୍ରଶାସକ : ଗଣତନ୍ତ୍ରର ମହାକୂମ୍ଭ ଭାବେ ପରିଚିତ ‘ନିର୍ବାଚନ’ର ପରିଚାଳନା ପାଇଁ ସମ୍ପ୍ରତି ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଟଙ୍କା ଓ ମଦକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରଥମଥର ପାଇଁ ସଦର ଉପ-ନିର୍ବାଚନରେ…
ଏବେ ପନିପରିବା ପଚିବାକୁ ନାହିଁ ଡର, ବରଦାନ ପାଲଟିଛି ‘ସବଜି କୁଲର’
ସୁନ୍ଦରଗଡ଼ ଜିଲ୍ଲାରେ କ୍ଷୁଦ୍ର ଚାଷୀଙ୍କ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୭ ଦିନ ଯାଏଁ ସତେଜ ରହି ପାରୁଛି ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଜିରୋ କୁଲିଙ୍ଗ ଚାମ୍ବର’ରେ ।
ସୁନ୍ଦରଗଡ଼(ଶାସକ ପ୍ରଶାସକ) : ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’…
ବିହାରୀବାସୀ ପୁଣି ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ୍ ସରକାରକୁ ନିଶ୍ଚିତ ସମର୍ଥନ କରିବେ – ଧର୍ମେନ୍ଦ୍ର ପ୍ରଧାନ
ବିହାରରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର
• ପାକିସ୍ତାନର ଭାଷା କହୁଛନ୍ତି କଂଗ୍ରେସ ନେତା
• ବାଙ୍କା, ଭାଗଲପୁର, ପାଟନାରେ ନିର୍ବାଚନ ପ୍ରଚାର,
• ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ
• ମୋଦିଙ୍କ ଶାସନ କାଳରେ ଦେଶର ବିକାଶ ଦ୍ରୁତଗାମୀ ହୋଇଛି
• ବିହାର…
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ରାଜ୍ୟସ୍ତରୀୟ ପ୍ରତିନିଧି ସମ୍ମିଳନୀ ଉଦଯାପିତ ।
ଭୁବନେଶ୍ୱର: କୃଷି କ୍ଷେତ୍ରରୁ କର୍ପୋରେଟ୍ ହଟାଅ-କୃଷି ଓ କୃଷକ ବଞ୍ଚାଅ ଆହ୍ୱାନ ଦେଇ ଜନବିରୋଧୀ କୃଷି ଆଇନ୍ ବିରୋଧରେ ଆଜି ଭୂବନେଶ୍ୱର ନେତାଜୀ ଭବନ(ଫରୱାଡ୍ ବ୍ଲକ ରାଜ୍ୟ କାର୍ଯ୍ୟାଳୟ )ଠାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି,ଓଡିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ କୃଷକ ପ୍ରତିନିଧି…
ଏବେ ମଧ୍ୟ ବୁଲିବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ଉପଜିଲ୍ଲାପାଳ
ବରଗଡ :- ବର୍ତମାନ ଚାଲିଛି ପାର୍ବଣ ଋତୁ ଏହା ସାଙ୍ଗକୁ ଚଳିତ ବର୍ଷ କୋରୋନା ଋତୁ ।ବିଗତ ଆଠ ମାସ ହୋଇ ଗଲାଣି ହନ୍ତସନ୍ତ ହୋଇ ଗଲେଣି ବିଶ୍ୱବାସୀ । କୋରୋନା ବଦଳାଇ ଦେଇଛି ଲୋକଙ୍କର ଦିନଚର୍ଯା ଓ ବଞ୍ଚିବାର ପଦ୍ଧତି । ମୁଖ୍ୟତଃ ଏହି ପାର୍ବଣ ଋତୁରେ ଲୋକଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ…
ନିଟ୍ କୃତକାର୍ଯ୍ୟ ସଂକେତ ଓ ସୁଶ୍ରୀ ଶ୍ରେୟାଙ୍କୁ ଜେନିଥି ଲାୟନ୍ସ ଗୁରୁକୂଳ ପକ୍ଷରୁ ସମ୍ବର୍ଧନା
ପଦ୍ମପୁର-ଜେନିଥି ଲାୟନ୍ସ ଗୁରୁକୂଳ,ପଦ୍ମପୁର ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ସଂକେତ ସାହୁ ୬୩୮ ମାର୍କ ଓ ସୁଶ୍ରୀ ଶ୍ରେୟା ଅଗ୍ରୱାଲ ୬୦୫ ମାର୍କ ରଖି ସର୍ବ ଭାରତୀୟ ନିଟ୍ ପରୀକ୍ଷା ୨୦୨୦ ରେ କୃତିତ୍ବ ହାସଲ କରିଛନ୍ତି । ସଂକେତ ସାହୁଙ୍କ ଗ୍ରାମ ଭଟଲି ବ୍ଲକ ଅନ୍ତର୍ଗତ ନୂଆଁଗଡ…
କୋଭିଡ ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଲା
ପୂଜା ସମୟରେ କୋଭିଡ ନିୟମର କଡାକଡି ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଅଧିକ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ
ସବୁ କୋଭିଡ ଯୋଦ୍ଧା ଓ ସେମାନଙ୍କ ପରିବାରକୁ ଦଶହରା ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଅର୍ଥନୈତିକ କାର୍ଯ୍ୟକ୍ରମ ତ୍ବରାନ୍ବିତ କର – ମୁଖ୍ୟମନ୍ତ୍ରୀ…
ଓଡ଼ିଶାରେ କଙ୍ଗନା ଝଡ
ଫେସବୁକରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଓକିଲଙ୍କ ପାଇଁ ବଢ଼ିଲା ସମସ୍ୟା।
ସଭ୍ୟପଦରୁ ନିଲମ୍ବିତ ନିଷ୍ପତ୍ତି ନେଲା ଜିଲ୍ଲା ବାର ଆସୋସିଏସନ, ଜାରି ହେଲା କାରଣ ଦର୍ଶାଅ ନୋଟିସ
ସଦସ୍ୟତା ରଦ୍ଦ କରିବାକୁ ବାର କାଉନସିଲକୁ କରାଯାଇପାରେ ସୁପାରିଶ
ଝାରସୁଗୁଡ଼ା :(ସୁଭାଷ…