Sign in
Sign in
Recover your password.
A password will be e-mailed to you.
ବାଲି ର ଅଭାବ : ଉପଜିଲ୍ଲାପାଳ ଙ୍କୁ ଦାବପତ୍ର ପ୍ରଦାନ କଲା ପଦ୍ମପୁର ଟ୍ରାକ୍ଟର ମାଲିକ ସଂଘ।
ପଦ୍ମପୁର:- ପଦ୍ମପୁର ଅଞ୍ଚଳରେ ବାଲି ଚୋରାଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ତଥା ପ୍ରଶାସନ ପକ୍ଷରୁ ବ୍ୟାପକ ଧରପଗଡ କରାଯାଇ ଗାଡ଼ି ଗୁଡିକୁ ଜବତ କରାଯାଇ ଚାଳକ ମାନଙ୍କୁ କୋର୍ଟ ଚାଲାଣ କରାଯାଉଛି। ନିଶ୍ଚିତ ଭାବରେ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଦୁର୍ଭାଗ୍ୟ ଜନକ ବିଷୟ ଏହା ଯେ…
ବିଶ୍ୱ ପରିବେଶ ଦିବସରେ ସମ୍ବଲପୁରରୁ ଜାତୀୟ ଅଭିଯାନ “ମୋର ୫୦୦ ମିଟର ସହର”ର ଶୁଭାରମ୍ଭ
ସମ୍ବଲପୁର/ଭୁବନେଶ୍ୱର, ଜୁନ୍ ୫: ସର୍ବଭାରତୀୟ ସ୍ୱେଚ୍ଛାସେବୀ-ଚାଳିତ ୟୁଥ୍ ଫର୍ ୱାଟର୍-ଇଣ୍ଡିଆ ଅଭିଯାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏହାର ନୂତନ ଜାତୀୟ ପଦକ୍ଷେପ “ମୋର ୫୦୦ ମିଟର ସହର” ଆଜି ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନର ଜାତୀୟ ଶୁଭାରମ୍ଭ ସମ୍ବଲପୁର ସହରର ଐତିହାସିକ…
ସମ୍ବଲପୁରୀ ହସ୍ତତନ୍ତ ଶିଳ୍ପର ରୂପାନ୍ତର ପାଇଁ ହିଣ୍ଡାଲକୋ ଓ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରାଳୟ ମଧ୍ୟରେ ପାଇଁ…
ଭୁବନେଶ୍ୱର : ନିରନ୍ତର ସମୁଦାୟ ବିକାଶ ଏବଂ ଓଡ଼ିଶାର ପ୍ରସିଦ୍ଧ ତଥା ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସଂରକ୍ଷଣ ତଥା ଉନ୍ନତି ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ଅଧୀନସ୍ଥ ୱିଭର୍ସ ସର୍ଭିସ ସେଣ୍ଟର (ଡବ୍ଲ୍ୟୁଏସ୍ସି) ସହ…
ଡାଲମିଆ ଭାରତ ପକ୍ଷରୁ “ବିଶ୍ୱ ପରିବେଶ ଦିବସ” ପାଳନ
କଟକ, ଜୁନ୍ ୫, ୨୦୨୬: ଏକ ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁନଃବ୍ୟକ୍ତ କରି, ଭାରତର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ସଂସ୍ଥା ଡାଲମିଆ ଭାରତ ଲିମିଟେଡ୍ ପକ୍ଷରୁ କଟକରେ ବିଶ୍ୱ ପରିବେଶ ସପ୍ତାହ–୨୦୨୬ ପାଳନ ହୋଇଛି। ପରିବେଶ ସୁରକ୍ଷା, ସ୍ଥାୟୀ ତଥା…
ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ
ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା
ଭୁବନେଶ୍ୱର : ନବୀକରଣଯୋଗ୍ୟ ଶକ୍ତି ନେତୃତ୍ୱରେ ମିଶ୍ରିତ ଶକ୍ତି ଏବଂ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ରୂପାନ୍ତରଣ ଆଡକୁ ଓଡ଼ିଶାର ଲକ୍ଷ୍ୟ ବିଷୟରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ…
ବୃକ୍ଷରୋପଣ ସହ ବିଶ୍ୱ ପରିବେଶ ଦିବସ ପାଳନ କଲା ଟିପିଏସ୍ଓଡିଏଲ୍
ଟାଟା ସଷ୍ଟେନେବିଲିଟି ମାସ ଆରମ୍ଭ
ବ୍ରହ୍ମପୁର,ଜୁନ- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଗୋପାଳପୁରସ୍ଥିତ ଜେଏନ୍ ଟାଟା ଟେକ୍ନିକାଲ୍ ଇନଷ୍ଟିଚ୍ୟୁଟ୍ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।…
କଙ୍ଗନା ରାନାୱତ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଅନୁଷ୍ଠିତ ‘ଭାରତ ଭାଗ୍ୟ ବିଧାତା’…
ଭୁବନେଶ୍ୱରରେ: ଆସନ୍ତା ଜୁନ୍ ୧୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ 'ଭାରତ ଭାଗ୍ୟ ବିଧାତା'ର ଟିମ୍ ଦେଶର ସେହି ପ୍ରକୃତ ହିରୋମାନଙ୍କୁ ସମ୍ମାନିତ କରିବା ପାଇଁ ସାରା ଦେଶ ଗସ୍ତ କରୁଛନ୍ତି, ଯେଉଁମାନେ ସଂକଟ ସମୟରେ ଅତି ଚୁପଚାପ୍ ଭାବରେ ସାରା ଭାରତକୁ ଏକାଠି ବାନ୍ଧି…
ଓଡ଼ଗାଁ ସିଭିଲ କୋର୍ଟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ, ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ,
ଓଡ଼ଗାଁ, ୫।୬(ଶ୍ରୀକାନ୍ତ କୁମାର ମିଶ୍ର): ବିଶ୍ୱ ପରିବେଶ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା ସଭା ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣର ସଚିବ ତଥା ଅତିରିକ୍ତ…
କଦଳୀବନ୍ଧ ବିଦ୍ୟାଳୟକୁ ‘ପ୍ରକୃତିମିତ୍ର’,କୋମଣ୍ଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ‘ପ୍ରକୃତିବନ୍ଧୁ’ ପୁରସ୍କାର
ଓଡ଼ଗାଁ, ୫୬(ଶ୍ରୀକାନ୍ତ କୁମାର ମିଶ୍ର): ବିଶ୍ୱ ପରିବେଶ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ଦୁଇଟି ଶିକ୍ଷାନୁଷ୍ଠାନ ଓ ଶିକ୍ଷକ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହୋଇଛନ୍ତି। ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧ…
ବିଶ୍ୱ ପରିବେଶ ଦିବସରେ ଓଡ଼ଗାଁ ଏନ୍ଏସିର ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମ,
ଓଡ଼ଗାଁ, ୫।୬(ଶ୍ରୀକାନ୍ତ କୁମାର ମିଶ୍ର): ବିଶ୍ୱ ପରିବେଶ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସହରାଞ୍ଚଳର ପଥପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା ଓ ଜନସାଧାରଣଙ୍କ ମଧ୍ୟରେ…