Sign in
Sign in
Recover your password.
A password will be e-mailed to you.
ଗଞ୍ଜେଇ ଚୋରା ଚାଲାଣ : ୨ ଅଭିଯୁକ୍ତ ଗିରଫ।
ପଦ୍ମପୁର - ଜଗଦଲପୁର ପୁଲିସ ପକ୍ଷରୁ ମାଦକଦ୍ରବ୍ୟ ବିରୋଧରେ ଚାଲିଥିବା ଅଭିଯାନରେ ଏକ ବଡ ସଫଳତା ମିଳିଛି। ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ଦୁଇ ଜଣ ଯୁବକଙ୍କୁ ଧରିବା ସହ ତାଙ୍କ ପାଖରୁ ୧୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଜଗଦଲପୁର ଥାନା ସରେଇକେଲା ନିକଟସ୍ଥ ଗୁମ୍ଫା ଡୁଙ୍ଗୁରି ଠାରେ…
ସମ୍ ନର୍ସିଂ କଲେଜ -୨ରେ ପ୍ରଥମ ଜାତୀୟ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର, ଏପ୍ରିଲ ୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ -୨, ଫୁଲନଖରା ପକ୍ଷରୁ ଶନିବାର ଦିନ ପ୍ରଥମ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ନର୍ସିଂ ଫ୍ୟାକଲ୍ଟି, ଛାତ୍ରଛାତ୍ରୀ,…
ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ରେ ସି.ପି.ଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୪/୦୪):- ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ର ଖୁଣ୍ଟପାଲି ପରିସର ରେ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ କେୟାର ମେଡ଼ିସିନ୍ (ISCCM) ର ସ୍କୁଲ୍ ସି.ପି.ଆର୍ ପ୍ରୋଗ୍ରାମ ଅଭିଯାନ ଅନ୍ତର୍ଗତ ସି.ପି.ଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ
ବାଣପୁର:(ସେକ୍ କୌସର):ବାଣପୁର ପି. ଏ ମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ନମ୍ବର 2 ପରିସରରେ ଗୁରୁବାର ଦିନ ନୂଆ ଶିକ୍ଷା ବର୍ଷ ସ୍କୁଲ ପ୍ରବେଶ ଓ ଖଡ଼ିଛୁଆଁଇ ପାରମ୍ପରିକ ରୀତି ନୀତି ଅନୁଯାଇବାଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ସାନାତନ ଜାଲି ଙ୍କତତ୍ୱାବଧାନ ରେ ବାଣପୁର ପଂଚାୟତ ସମିତି ଅଧକ୍ଷ…
ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ପାଳିତ
ବାଲେଶ୍ୱର, ତାରିଖ - ୦୪/୦୪/୨୦୨୬: ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନହାଟ ପରିସରରେ "ଓଡ଼ିଆ ପକ୍ଷ" ପାଳନ ଅବସରରେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ଦ୍ବାରା ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ…
“ଓଡିଆ ଭାଷାରେ ନାମଫଳକ – ସଚେତନତା ପଦଯାତ୍ରା” ଅନୁଷ୍ଠିତ
ବାଲେଶ୍ୱର, ତାରିଖ - ୦୪/୦୪/୨୦୨୬: ଆଜି ପୂର୍ବାହ୍ନ ୯.୦୦ ଘଟିକା ସମୟରେ ଓଡ଼ିଆ ପକ୍ଷ ୨୦୨୬ ଅବସରରେ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପର୍ଯ୍ୟନ୍ତ "ଓଡ଼ିଆ ଭାଷାରେ ନାମଫଳକ - ସଚେତନତା ପଦଯାତ୍ରା" ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଜିଲ୍ଲାପାଳ…
ବେଲଗୁଣ୍ଠାରେ ଦଣ୍ଡ ନାଚର ଧୁମ୍: ଦୁଇ ଭଉଣୀ ମାଁ ଦକ୍ଷିଣକାଳୀ ଓ ମାଁ କାଳୀଙ୍କ ଅପୂର୍ବ ମହାମିଳନ ।
ବେଲଗୁଣ୍ଠା-୪/୪-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ 'ଦଣ୍ଡ ନାଚ' ପାଇଁ ଏବେ ସମଗ୍ର ଜିଲ୍ଲା ଉତ୍ସବମୁଖର। ଏହି କ୍ରମରେ କଳା ଓ ସଂସ୍କୃତିର ସହର ବେଲଗୁଣ୍ଠା ମଧ୍ୟ ଗତ ଚାରି ଦିନ ହେଲା ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହେଉଛି। ଆଜି ପ୍ରଭାତରେ ବେଲଗୁଣ୍ଠା ସହରରେ…
ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ…
ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ
କେନ୍ଦୁଝର, ତା୪/୪ - କେନ୍ଦୁଝର ସହର ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଶିଶୁ…
ଭାରତୀୟ ସେନାର ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ପାଇଁ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାର (CEE)…
କେନ୍ଦୁଝର,ତା୪/୪- ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ନିଯୁକ୍ତି ପାଇଁ ୨୦୨୬–୨୭ ନିଯୁକ୍ତି ବର୍ଷର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ନିମିତ୍ତେ ପଞ୍ଜୀକରଣ ପ୍ରକ୍ରିୟା ୧୩ ଫେବୃଆରୀ ୨୦୨୬ ରୁ ୧୦ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ। ଯୋଗ୍ୟ ଆଶାୟୀମାନେ…