ଶ୍ରୀପୁରା ଗ୍ରାମବାସୀ ଓ ମହିିଳା ସଂଗଠନ ତରଫରୁ ଦେଶୀ ମଦ ଭାଟି ଟେଣ୍ଡରକୁ ବାତିିଲ ପାଇଁ ସ୍ମାରକ ପତ୍ର

0 2

ଝାରସୁଗୁଡା(ସୁବାସ ସାହାରେ : ଆଜିି ଝାରସୁଗୁଡା ଜିିଲ୍ଲା ଶ୍ରୀପୁରା ଗ୍ରାମର ଗ୍ରାମବାସୀ ଓ ମହିିଳାସଂଘ,ଏସ୍ .ଏଚ୍.ଜିି. ଗ୍ରୁପମହିିଳା ତଥା ମାଁ ଦୁର୍ଗତିିନାସନୀ ସଂଘ ତରଫରୁ ଜିିଲ୍ଲାପାଳ ଅଫିସରେ ଡେପୁଟି କଲେକ୍ଟରଙ୍କୁ ସ୍ମାରକ ପତ୍ର ଦିିଆଯାଇଥିଲା। ଉଲ୍ଲେଖଥାଉ ଯେ,ଗତ 2017 ମସିହାରେ ମହିଳା ସଂଘ ତରଫରୁ  ଦେଶୀଭାଟି ବନ୍ଦ ପାଇଁ ଜିିଲ୍ଲପାଳ ଓ ଅବକାରୀ ବିିଭାଗକୁ ଦାବିି ଦିିଆଯାଇଥିଲା। କିିନ୍ତୁ ପ୍ରଶାସନ ତରଫରୁ କୈାଣସି କାର୍ଯ୍ୟ ଅନୁଷ୍ଠାନ ନ ହେବାରୁ ଡିସେମ୍ବର ୨୦୧୭ରୁ ଗ୍ରାମର ସମସ୍ତ ମହିିଳାମାନଙ୍କ ତରଫରୁ ୨୪ ଘଣ୍ଟିଆ ଦେଶୀ ମଦ ଭାଟି ସାମନାରେ ଧାରଣା ଦିିଆଯାଇଥିଲା। ଏହିି ଆନ୍ଦୋଳନ ଦୀର୍ଘ ଆଠ ମାସ ଜାରି  ରହିିଥିଲା | ଶେଷରେ ୨୦୧୮ ତତ୍କାଳିିନ ଜିିଲ୍ଲାପାଳ ମହିିଳା ମାନଙ୍କ ଏକତା ଓ ସହିିଷ୍ଣୁତାକୁ ହୃଦୟଙ୍ଗମ କରିି ଶେଷରେ ମଦଭାଟି ବନ୍ଦ କରିିବାକୁ ଘୋଷଣା କରିଥିଲେ । ପୁଣି ପ୍ରଶାସନ ଓ ଅବକାରୀ ତରଫରୁ ଏ ବର୍ଷ ଶ୍ରୀପୁରା ଦେଶୀ ମଦ ଭାଟି ପାଇଁ ଟେଣ୍ଡର ଆହ୍ବାନ କରାଯାଇଛିି। ଯାହାକୁ ମହିିଳା ସଂଗଠନ ବିିରୋଧ କରିିବାକୁ ଅଣ୍ଟା ଭିିଡିଛନ୍ତିି। ଏହିି ଅବସରରେ ମିନତିି ପାତ୍ର,ରତ୍ନାକର ପ୍ରଧାନ,ଅଜୀତ ରଥ,ନଳନୀପଷାୟତ,ଲତାଭୁଏ,ମନ୍ଦାକିିନିି ନାୟକ,କଲ୍ୟାଣୀ କାଲୋ, ଶୈଳବାଳା ପାତ୍ର,ଶାନ୍ତିିଲତା ନେଟି,ସଯୁକ୍ତା ମାଝି,ଗଜପତିି ଭୋଇ,ନବନୀ ତନ୍ତୀ,ପୁଷ୍ପାଞ୍ଜଳିି ମାଝି,ଓ ଯଜ୍ଞାସୀନିି ଭୋଇ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.