କାହାଣୀ ସାମୂହିକ ଆତ୍ମହତ୍ୟା ପରର,,,,,,

ବଞ୍ଚିବାର ଶପଥ ନେଇ ପୈତୃକ ଗ୍ରାମକୁ ଫେରିବେ ଲିଲି ।  ଝାରସୁଗୁଡ଼ା :( ସୁଭାଷ ସହାରେ) : ୨୦୧୫ ମସିହାରେ ହରାଇଲେ ବାପାଙ୍କୁ। ତାପରେ ଦୁର୍ଘଟଣାର ଶିକାର ହେଲେ ଏକମାତ୍ର ପୁତ୍ର। ଅନେକ ସେବାଯତ୍ନ ପରେ ମଧ୍ୟ  ବଞ୍ଚାଇ ପାରିଲେ ନାହିଁ ନିଜ ଭାଇର ଜୀବନ। ଶେଷରେ ପରିବାରର ତିନି ଭଉଣୀ ଓ ମାଆ ଜୀବନ…

ସାର ଦର କମାଇଲା ଇଫକୋ, ବସ୍ତା ପିଛା କମିଲା ୫୦ ଟଙ୍କା 

ଇଫକୋ ସମଗ୍ର ଦେଶରେ ଚାଷୀଙ୍କ ପାଇଁ ଏନପି ସାର ମୂଲ୍ୟ ହ୍ରାସ କରିଛି | ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଇଫକୋ  ଏନପି ୨୦ : ୨୦ : ୦ : ୧୩ : ଆମୋନିୟମ୍ ଫସଫେଟ୍ ସଲଫେଟ୍ ସାରର ବ୍ୟାଗ ପିଛା 50 ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛି | ଦେଶର ସମସ୍ତ ଷ୍ଟକ୍ ଏହି ନୂତନ ଦର  ତତ୍କାଳ  କାର୍ଯ୍ୟକାରୀ…

ଆତଙ୍କରାଜ ଶେଷ ହୋଇ ଦେଶର ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ପାରଦର୍ଶୀ ହୋଇଛି: ପ୍ରଧାନମନ୍ତ୍ରୀ

ଆଜି ଜଣେ ପୁଣ୍ୟାତ୍ମାଙ୍କୁ ମଧ୍ୟ ସ୍ମରଣ କରିବାର ଅବସର,ଯାହାଙ୍କ ପ୍ରୟାସ ବିନା ଆୟକର ଆପେଲେଟ୍‌ ଟ୍ରିବୁନାଲ କଟକ ବେଞ୍ଚର ଏହି ସ୍ୱରୂପ କଦାପି ସମ୍ଭବପର ହୋଇପାରି ନଥାନ୍ତା । ଓଡ଼ିଶାର ଜନସାଧାରଣଙ୍କ ସେବା ନିମନ୍ତେ ନିଜକୁ ସମର୍ପିତ କରିଥିବା ବିଜୁ ବାବୁଙ୍କୁ ମଧ୍ୟ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି…

“କ୍ରଟ”ର ସାମାଜିକ ଦାୟିତ୍ୱବୋଧକୁ କେନ୍ଦ୍ର ସରକାରଙ୍କ ପ୍ରଶଂସା 

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ସଂସ୍ଥା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରଟ)  କରୋନା ମହାମାରୀ ସମୟରେ ନିଜର ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ ପୂର୍ବକ ନେଇଥିବା କେତେକ ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର |…

ଉଦ୍ଘାଟିତ ହେଲା “ଆଇ ଲଭ ୟୁ ବାରିପଦା” ସେଲଫି କର୍ଣ୍ଣର 

ବାରିପଦା(ଦିଲ୍ଲୀପ ମହାନ୍ତି) : ଐତିହ ସମ୍ପର୍ଣ୍ଣ ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଏବଂ କିର୍ତୀରାଜି ସମ୍ଭାର ତଥା ଭାତୃତ୍ୱ ଭାବର ପ୍ରସାର ନିମନ୍ତେ ବାରିପଦା ପୌରପାଳିକା ୟୁଡବ୍ଲୁ୍ୟଇଆଇ ପ୍ରକଳ୍ପ ଯୋଜନାରେ ରାସ୍ତା ପାଶ୍ୱର୍ ସୌନ୍ଦର୍ଯ୍ୟ କରଣ ପାଇଁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ…

ବିଳମ୍ବିତ ରାତିରେ ବାଇକ କାର ମୁହାଁମୁହିଁ ଧକ୍କା : ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ

ବାରିପଦା,(ଦିଲ୍ଲୀପ ମହାନ୍ତି) : ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ନିକଟରେ ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଏକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏକ ମୋଟରସାଇକେଲ ସହିତ ଏକ କାରର ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଓଆର-୦୭-ଏମ-୦୦୭୭ ନମ୍ବର…

ସୋଆ ଏନ୍ଏସ୍ଏସ୍ ପକ୍ଷରୁ  ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ଏନ୍ଏସ୍ଏସ୍ ପକ୍ଷରୁ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି ।  ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର ଗୁପ୍ତପଡ଼ା, ଛତାବର,  କୁଜିମହଲ, ପାତ୍ରପଡା…

ଉପଜିଲ୍ଲପାଳ ଜେ ସୋନାଲଙ୍କ  ପଦ୍ମପୁର ବ୍ଲକ ଗସ୍ତ

http://www.youtube.com/watch?v=0z5B-M-f9RQ  ଗୁଣୁପୁର/ମାଧବ ବିଡ଼ିକା :  ଗୁଣପୁର ଉପଜିଲ୍ଲପାଳ ଶ୍ରୀ ଜେ ସୋନାଲ ପଦ୍ମପୁର ବ୍ଲକ ଗସ୍ତରେ ଯାଇଥିଲେ  | ଏହି  ଗସ୍ତ  ଅବସରରେ  ସେ    ବ୍ଲକ୍ ର ସତା, ରାଢୁ, ରୟଲ୍ ପଦର, ଗର୍ବୀ ସିଂ ଆଦି ବିଭିନ୍ନ ଅଞ୍ଚଳ ଗସ୍ତ କରିଲୋକମାନଙ୍କ ସହ ଆଲୋଭନ…

ନିଷ୍ଠା ପରିବାର କଲା କରୋନାକ୍ରାନ୍ତ ମୃତକଙ୍କ ଶବ ସତ୍କାର

ବରଗଡ :- କରୋନା ମହାମାରୀ ସମୟରେ ଧୁସରବାହାଲ,ସୋହେଲା ର ଜଣେ ବ୍ୟକ୍ତିଙ୍କ କରୋନା ରୋଗରେ ମୃତ୍ୟୁବରଣ କରିଥିଲେ । ପ୍ରଶାସନ ଠାରୁ ଖବର ପାଇ ନିଷ୍ଠା ପରିବାରର ସଭ୍ୟ ମାନେ ତୁରନ୍ତ ଘଟଣାସ୍ଥଳକୁ ପହଂଛି ଜାଣିବାକୁ ପାଇଲେ ଯେ ମୃତକଙ୍କ ନିଜ ସଂପର୍କିୟ କେହି ନାହାନ୍ତି । ଏକଥା ଜାଣିବା ପରେ ତତ୍ପର…

ମଉକା ପାଇ ଚଉକା ମାରିଲେ ବୈଜୟନ୍ତ : ପାକିସ୍ଥାନ ପରେ ଏବେ ଏକଛତ୍ରବାଦୀ

" ସୁପ୍ରିମକୋର୍ଟଙ୍କ ରାୟ ଓଡିଶା ସମେତ ୪ ରାଜ୍ୟର ସ୍ୱେଚ୍ଛାଚାରୀ ଶାସନ ପାଇଁ ଚେତାବନୀ"   ଭୁବନେଶ୍ୱର : ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାପରେ ନିଜ ମନ ଭିତରେ ଥିବା ଅସନ୍ତୋଷକୁ ଉଦ୍ଗାରିଛନ୍ତି ବିଜେପି ରାଷ୍ଟ୍ରୀୟ…