ନେହେରୁ ଯୁବ କେନ୍ଦ୍ରର ବିକାଶ କାର୍ଯ୍ୟକ୍ରମ

ମେଲଛାମୁଣ୍ଡା,(ମନୋଜ ଭୋଇ): ବରଗଡ ଜିଲ୍ଳା ସୋହେଲା ବ୍ଳକ ଅଧିନସ୍ତ ଝର ଗ୍ରାମରେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଭାରତ ସରକାର ଅଧିନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର, ବରଗଡ ତରଫରୁ ଏକ ଯୁବକ ସଂଘ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝର ଓ…

ଖୋର୍ଦ୍ଧା ଜିଲ୍ଲା ବିଜେପି ନୂତନ ଜିଲ୍ଲା ସଭାପତି ହେଲେ  ଡ଼. ଯତିନ ମହାନ୍ତି

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ହଟିଲେ ରଶ୍ମୀରଞ୍ଜନ  ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲା ସଭାପତି ଭାବରେ ଡ଼. ଯତିନ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ଡ. ଯତୀନ ମହାନ୍ତି ପୂର୍ବରୁ ଛାତ୍ର ଜୀବନରୁ…

ଟ୍ରାନ୍ସଫର୍ମର ତାରକୁ ଧରି ଆତ୍ମହତ୍ୟା 

ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତାନ କୁମାର ଠାକୁର) :ସହରର ହାଟପଦା ପଡ଼ାର ବିବେକା ନାଥ ନାମକ ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମର ତାର କୁ ଧରି ଆତ୍ମହତ୍ଯା କରିଛନ୍ତି। ସୂଚନା ଅନୁଯାୟୀ ବିଭୁତି ପଡା ଯିବା ରାସ୍ତାରେ ବସିଥିବା ଏକ ଟ୍ରାନ୍ସଫର୍ମରରେ ଲାଗିଥିବା ବିଜୁଳି ତାରକୁ ଯାଇ ଜାବୁଡି…

କି ବର୍ବର : ଗଲା ଗୋଟିଏ ପରିବାରର ୬ ଜୀବନ 

ପାଟଣାଗଡ (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) :  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼  ବ୍ରହ୍ମପୁରା ଅନ୍ତର୍ଗତ କୁସୁମପଡ଼ାରେ ଗତ ବୁଧବାର ଦିନ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗୋଟିଏ ଘର ଭିତରେ ୬ ଜଣଙ୍କର ମୃତଦେହ ପଡିରହିଥିବା ସୂଚନା ମିଳିଛି। ଉକ୍ତ ଘର ବୁଲୁ ଜାନିଙ୍କର ବୋଲି…

ନିଷ୍ଠା ପରିବାର ପକ୍ଷରୁ ଟପ୍ପରଙ୍କୁ ସମ୍ମାନ

 ଶିକ୍ଷା ପାଇଁ ଆର୍ଥିକ ସ୍ବଚ୍ଛଳତା ଏକ ମାପଦଣ୍ଡ ନୁହେଁ, ଉଚ୍ଚ ଅଭିଳାଷ ଓ ଉଦ୍ୟମ ହିଁ ସଫଳତାର ଚାବି କାଠି | ସମ୍ବଲପୁର-(ରମାକାନ୍ତ ବିଶ୍ବାଳ): ବୁଧବାର ଜାତୀୟ ଶିକ୍ଷା ଦିବସ ଅବସରରେ ନିଷ୍ଠା ପରିବାର ପକ୍ଷରୁ ବରଗଡ଼ ଜିଲ୍ଲାରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର…

ଆଜି ନବୀନଙ୍କ ନାଁ ନେଇ ଟାର୍ଗେଟ କଲେ ବୈଜୟନ୍ତ

"ନବୀନ ପଟ୍ଟନାୟକଙ୍କ ପୋଲିସ ବି ସେମିତି କରୁଛି" ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାଲି ଟାର୍ଗେଟ କରିଥିଲେ ଓଡିଶା ସରକାରଙ୍କୁ | ଆଜି ସିଧା ସଳଖ ଟାର୍ଗେଟ କରିଛନ୍ତି ପୋଲିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ |  ଜଣାଶୁଣା ଲେଖକ ଆନନ୍ଦ…

ଆରମ୍ଭ ହେଲା କୋଭିଡ କିୟୋସ୍କ । 

ଝାରସୁଗୁଡ଼ା :(ସୁଭାଷ ସହାରେ)-ସରକାରୀ ପ୍ରୋତ୍ସାହନରେ ଆରମ୍ଭ ହୋଇଛି କୋଭିଡ କିୟୋସ୍କ। ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମାରେ ଏହାର ଶୁଭାରମ୍ଭ ହୋଇଥିଲା  ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ବାରା। ଜିଲ୍ଲାପାଳ ଫିତା କାଟି ଓ ପ୍ରଦୀପ ପ୍ରଜ୍ଜଳନ କରି ଏହାର ଶୁଭାରମ୍ଭ କରିଥିଲେ।  ଏହି…

ପୋଲିସ ଜାଲରେ ଆଇପିଏଲ ବେଟିଂ ରାକେଟ।

 ଜଣେ ଗିରଫ, ନଗଦ ଟଙ୍କା ଓ ମୋବାଇଲ ଜବତ।  ଝାରସୁଗୁଡ଼ା: (ସୁଭାଷ ସହାରେ)-ସେପଟେ ଦୁବାଇରେ ଆଇପିଏଲ, ଏପଟେ ଆଇପିଏଲକୁ ନେଇ ଝାରସୁଗୁଡ଼ାରେ ବେଟିଂ। ନିଜ ନିଜର ପ୍ରିୟ ଟିମକୁ ସମର୍ଥନ କରି କୋଟି କୋଟି ପ୍ରଶଂସକ ରୋମାଞ୍ଚିତ ହେଉଥିବା ବେଳେ, ଏପଟେ ସଟ୍ଟା ବଜାର ମାତିଥିଲା କୋଟି କୋଟି ଟଙ୍କାର…

ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନା। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ନବନିର୍ବାଚିତ କଂଗ୍ରେସ ସଭାପତି ଭରତ ଅୱସ୍ତିଙ୍କୁ ବ୍ରଜରାଜନଗର କଂଗ୍ରେସ କମିଟି ସ୍ଥାନୀୟ ମଣ୍ଡଳୀୟାସ୍ଥିତ କାଳୀ ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଜଣାଇଛି।   ଗତ ନିର୍ବାଚନରେ ଦଳ ପକ୍ଷରୁ ବରଗଡ଼ ସଂସଦ ପ୍ରାର୍ଥୀ ହୋଇଥିବା ବରିଷ୍ଠ…

କିଏ ହଜେଇଛି ଏଇ ଅମୁଲ୍ୟ ରତ୍ନକୁ, ଆସି ନେଇଯାଅ

ଟ୍ରକ ଡ୍ରାଇଭର ଦେଲେ ସହୃଦୟତାର ପରିଚୟ, ୪ ବର୍ଷ ନାବାଳକକୁ ଉଦ୍ଧାର କରି ଥାନାରେ ପହଞ୍ଚାଇଲେ।  ସତରେ ପିଲାମାନଙ୍କ ଫୋଟୋ ଦେବା ଯଦି ଆମ ସାମ୍ବାଦିକତାର ନୀତି ବିରୋଧୀ, ତଥାପି ପିଲାଟିକୁ ତା ବାପା ମାଙ୍କ ଠିକଣା ଖୋଜିଦେବା ପାଇଁ ବା ସେଇ ଅଭାଗା ବାପାମାଙ୍କୁ ରମେଶର ଠିକଣା ଦେବା ପାଇଁ ଆମେ ଏ…