ପ୍ରଥମ ପର୍ଯ୍ୟାୟର ତୃତୀୟ ଦିବସରେ ଜିଲ୍ଲାର ୭ ଟି ବ୍ଲକର ୧୪ ଟି ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍…

http://www.youtube.com/watch?v=msNC-vA_2U4  ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଥମ ପର୍ଯ୍ୟାୟର ତୃତୀୟ ଦିବସରେ  ଗଜପତି ଜିଲ୍ଲାର ୭ ଟି ବ୍ଲକର ୧୪ ଟି ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଗୁରୁବାର ଦିନ ସୁରୁଖୁରୁରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ…

ହିନ୍ଦୋଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରକ । 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢାଖୋଲ ସବ୍‌ଡିଭିଜନ ଚାରମାଳ ଥାନାର ହିନ୍ଦୋଳ ଠାରେ ଆଜି ଅପରାହ୍ନ ୩ ଟା ପାଖାପାଖିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ସମ୍ବଲପୁର କଟକ ରାସ୍ତା ଜାତୀୟ ରାଜପଥ ୫୫ ର ଚାରମାଳ ଥାନା…

ରାଣୀ ଅନ୍ନପୂର୍ଣ୍ଣା ବାଳିକା ହାଇସ୍କୁଲରେ ସଡକ ସୁରକ୍ଷା ସପ୍ତାହ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଆଞ୍ଚଳିକ ପରିବହନ ପ୍ରାଧିକରଣ ସମ୍ବଲପୁର ସହଯୋଗରେ  ସ୍ଵାସ୍ଥ୍ୟସେବୀ ଅନୁଷ୍ଠାନ ସାର୍କ ଆୟୋଜିତ ୩୨ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇ ଯାଇଛି।  ଏହି ପରିପ୍ରେକ୍ଷୀରେ ରେଢ଼ାଖୋଲ ରାଣୀ ଅନ୍ନପୂର୍ଣ୍ଣା ବାଳିକା ହାଇସ୍କୁଲର ଛାତ୍ରୀମାନଙ୍କୁ ସାମିଲ   ଏକ…

ପାତୁଲିପାଲି ଗ୍ରାମରେ ହାତୀ ଉପଦ୍ରବ, କଦଳୀ ଓ କୋବି ବଗିଚା ଖାଇଗଲେ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି।ଗତ କିଛି ଦିନ ପୂର୍ବରୁ ଜଙ୍ଗଲୀ ହାତୀ ପଲ ସବୁ ଅମଳକ୍ଷମ ଧାନ ଫସଲ ଖାଇବା ସହ ଦଳି ନଷ୍ଟ କରି  ସାରିବା ପରେ ଏବେ ଏହି ହାତୀ ସବୁ ଖାଦ୍ୟ ଅନେଶ୍ୱନରେ ଗାଁ ଓ ସହର…

ହୁତୁହୁତୁ ଜଳି ପାଉଁଶ ହୋଇଗଲା ବସ 

ଏଠି ଦମକଳ ଅଫିସରେ ଅଚଳ ଟେଲିଫୋନ ସେବା ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି I ଘୁ.ଉଦୟଗିରି ସ୍ଥିତ ଶ୍ରୀରାମପଦା ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ପାର୍କିଂ ହୋଇ ଥିବା ଏକ ଘରୋଇ ବସରେ ପାଖାପାଖି ଅପରାହ୍ନ…

“ନୟାଗଡ଼ରୁ ପୁରୀ ଏବଂ ଭୁବନେଶ୍ୱର ଟ୍ରେନ ଚଳାଚଳ ପୁନଃବାହାଲ ହେଉ “

ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଲେ  ମନ୍ତ୍ରୀ ଡ଼ ଅରୁଣ ସାହୁ | ଭୁବନେଶ୍ୱର (ଶାସକ ପ୍ରଶାସକ) ନୟାଗଡ଼ରୁ ପୁରୀ ଏବଂ ଭୁବନେଶ୍ୱର (ସେବା ଏକ୍ସପ୍ରେସ)ର ପୁନଃ ଚଳାଚଳ କରିବା ପାଇଁ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଛନ୍ତି କୃଷି କୃଷକ ସଶକ୍ତିକରଣ,…

ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟର : ଜଣେ ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ ।

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା କୁଟରୁ ଥାନା ଅନ୍ତର୍ଗତ କେତୁଲନାର ସୀମା ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଏହି ଗୁଳିବିନିମୟ ରେ ମାଓବାଦୀ ସଂଗଠନ ର ଫରସେଗଡ଼ ଆକ୍ସନଟିମ ର ଡେପୁଟି କମାଣ୍ଡର ସାୟବୋ…

ଅଜଣା ବ୍ୟକ୍ତିଙ୍କ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ।

ମାଲକାନଗିରି/ବି ଶ୍ରୀନିବାସ ପାତ୍ର :  ସଦର ମହକୁମା ନିକଟସ୍ଥ କାଦବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଜଣେ ବ୍ୟକ୍ତି ଙ୍କ ଲାଶ ଗାମୁଛା ରେ ଓହଳି ରହିଥିବା ଦେଖିବାକୁ ମିଳିଥିଲା ।  ପାହାଡ ଉପରେ ଥିବା ସାଗୁଆନ ଗଛରେ ଗାମୁଛା…

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିରୋଧରେ ଧର୍ମଗଡ଼ ଥାନାରେ ଏତଲା : କୋଭିଡ ନିୟମ ଉଲଂଘନ ଅଭିଯୋଗ

କଳାହାଣ୍ଡିରୁ ତୁଳମଣି ନାଗ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଓ ଏନଏନସିର ଭାରତୀୟ ଜାତୀୟ କଂଗ୍ରେସ କର୍ମକର୍ତ୍ତା ମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,ବିଧାୟକ ଓ କର୍ମକର୍ତ୍ତା ଙ୍କ ବିରୋଧରେ ଧର୍ମଗଡ଼ ଥାନା ଏକ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ଗତ ୧୪ତାରିଖ ଦିନ ଜୟପାଟଣା…

ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶୋଭାଯାତ୍ରା :  “ଆୱାର ସି ଏମ ଆୱାର ହିରୋ”

ପାଇକମାଲ :- କିଛିଦିନ ପୂର୍ବରୁ ସି ଭୋଟର୍ସ ଓ ରାଷ୍ଟ୍ରୀୟ ଗଣମାଧ୍ୟମ ଏଭିପି ନିଉଜର ଏକ ସର୍ଭେ ରିପୋର୍ଟ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ବିବେଚିତ କରାଯାଇଥିଲା । ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିବାରୁ…