ପଦ୍ମପୁର ଏନ୍.ଏ.ସି ବିଜୁ ଯୁବ-ଛାତ୍ର ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

0 2

ପଦ୍ମପୁର : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ପଦ୍ମପୁର(ଏନ୍.ଏ.ସି) ବିଜୁ ଯୁବ-ଛାତ୍ର ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଅନୁଷ୍ଠିତ ସ୍ବେଛାକୃତ ରକ୍ତଦାନ ଶିବିରକୁ ମାନ୍ୟବର ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ବରିହା ଓ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର ମିଳିତ ଭାବେ ଉଦଘାଟନ କରିଛନ୍ତି।ଏହି ଶିବିରରେ ସମ୍ମାନୀତ ଅତିଥି ଭାବେ ବରଗଡ଼ ଜିଲ୍ଲା ବି.ଜେ.ଡ଼ି ଉପ-ସଭାପତି ଶ୍ରୀ ଜନାର୍ଧନ ପାଣିଗ୍ରାହି,ବରଗଡ଼ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଜିଲ୍ଲା ସଂପାଦକ ଶ୍ରୀ ଭୋଜରାଜ୍ ସିଂ ବରିହା, ଜିଲ୍ଲା ଉପ-ସଭାପତି ନବ ବରିହା, ଜିଲ୍ଲା ସମ୍ପାଦକ ଅଚ୍ୟୁତାନନ୍ଦ ସେଠ୍, ଜିଲ୍ଲା ସମ୍ପାଦକ ଭରତ ପଣ୍ଡା,ବିଧାୟକ ପ୍ରତିନିଧି ପ୍ରଶାନ୍ତ ମହାନ୍ତି,ଯୁବନେତା ଶ୍ରୀ କୁନାଲ ସିଂ ବରିହା,ଜିଲ୍ଲା ଆଇ ଟି ସଂଯୋଜକ ଶ୍ରୀ ସୁରେଶ ବାଗ,ଯୁବନେତା ଶିବାଶିଷ ପଟ୍ଟନାୟକ,ବରଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପ-ସଭାପତି ନୀଲାମ୍ବର ଦୀପ୍, ବିଜୁ ଯୁବ ଜନତା ଦଳର ପଦ୍ମପୁର ଏନ୍.ଏ.ସି ସଭାପତି ସୌମ୍ୟ ରଞ୍ଜନ ହୋତା,ଉପ-ସଭାପତି ସର୍ଜୁ ପଟ୍ଟନାୟକ,ବିଜୁ ଛାତ୍ର ଜନତା ଦଳ ପଦ୍ମପୁର ଏନ୍.ଏ.ସି ସଭାପତି ରୋହିତ ସେଠ୍, ଉପ-ସଭାପତି ଅରସଦ୍ ଅଲ୍ଲୀ,ଉପ-ସଭାପତି ନୀରାକାର ଦୀପ୍, ସମ୍ପାଦକ ଚନ୍ଦନ ସାହୁ,ସମ୍ପାଦକ ମନୀଷ ପ୍ରଧାନ,ସମ୍ପାଦକ ମୁକେଶ ରଣା୍,ବରପାଲି ଛାତ୍ର ବ୍ଲକ ସଭାପତି ଅକ୍ଷୟ ଗଡତିଆ ଓ ବିଜୁ ଯୁବ ଛାତ୍ର ଜନତା ଦଳର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଶିବିରରେ ସର୍ବମୋଟ ୪୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

Leave A Reply

Your email address will not be published.