ଝାରସୁଗୁଡ଼ା :(ସୁଭାଷ ସହାରେ)ଝାରସୁଗୁଡା – ଆଜି ଜିଲ୍ଲାରେ ମୋଟ ୧୦୫୮ଜଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟଠାରେ ୧୧୬ଜଣ , ଝାରସୁଗୁଡ଼ା ପୌରପାଳିକାରେ ୧୦୯ଜଣ , ବେଲପାହାଡ଼ ପୌରପାଳିକାରେ ୭୯ଜଣ,ବ୍ରଜରାଜନଗର ପୌରପାଳିକାରେ ୧୨୦ଜଣ,ଲଖନପୁର ବ୍ଲକ କାର୍ଯ୍ୟାଳୟରେ ୯୯ଜଣ,ଲଇକେରା ବ୍ଳକରେ ୧୦୧ଜଣ,କୋଲାବିରା ବ୍ଲକରେ ୧୦୧ଜଣ,କିର୍ମିରା ବ୍ଳକରେ ୯୩ଜଣ,ଝାରସୁଗୁଡ଼ା ରିଜର୍ଭ ପୋଲିସ ଲାଇନରେ ୧୨୦ଜଣ ଏବଂ ଓଏସ୍ଏପି ୨ୟ ବାଟାଲିଅନଠାରେ ୧୨୦ଜଣ କୋଭିଡ ଟୀକା ନେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post