ଗୁଣିଆ କହିଦେଲା, ପୁତ୍ରମୋହରେ ମା’ ଖୋଳି ପକାଇଲେ ପୁତ୍ରର କବର

ଝାରସୁଗୁଡ଼ା :(ସୁଭାଷ ସହାରେ)- "ତମ ପୁଅ ମରି ନାହିଁ। ବଞ୍ଚିଛି।" ଗୁଣିଆର ଏତିକି କଥା ମାଆ ପାଇଁ ଆଶ୍ବାସନା ଆଣି ଦେଲା। ଚାରି ଦିନ ପୂର୍ବରୁ ପୋତି ପକାଇଥିବା ପୁଅକୁ ପୁଣି ବାହାର କରି ଆଣିଲେ ବାପା ମା'। ମୃତ ପୁଅକୁ କ୍ଷୀର ପିଆଇବାକୁ ଛାତିରେ ଜାବୁଡ଼ି ରଖିଲେ। ଏହିପରି ଏକ ଦାରୁଣ ଦୃଶ୍ୟ…

   ଆସନ୍ତା କାଲି ରାଜରାସ୍ତା ଜାମ କରିବେ ଚାଷୀ 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଆସନ୍ତା କାଲି  ସମ୍ବଲପୁର ସହ  ସମଗ୍ର ପଶ୍ଚିମ ଓଡ଼ିଶାରେ ହେବ ଚାଷି ଆନ୍ଦୋଳନ । ରାଜ୍ୟ  ସରକାରଙ୍କ ତୃଟିପୂର୍ଣ୍ଣ ଧାନକ୍ରୟ ନିତି କୁ ବିରୋଧ କରି ଆସନ୍ତା କାଳିସମଗ୍ର ପଶ୍ଚିମ ଓଡ଼ିଶାରେ ପଶ୍ଚିମ ଓଡିଶା କୄଷକ ସଂଗଠନ ସମ୍ମନୟ ସମିତି ର ଆହ୍ୱାନ କ୍ରମେ…

ପରୀ ହତ୍ୟାକାଣ୍ଡ ବଳି ବା ଦୁଷ୍କର୍ମ ପରେ ହତ୍ୟା ହୋଇଥାଇପାରେ: ସନ୍ଧ୍ୟାବତୀ 

 ସମ୍ବଲପୁର/ରମାକାନ୍ତ ବିଶ୍ବାଳ - ରାଜ୍ୟର ବହୁଚର୍ଚ୍ଚିତ ପରୀ ମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ଜାରି ରହିଥିବା ବେଳେ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ।  ସମ୍ବଲପୁର ଗସ୍ତରେ ଆସିଥିବା ରାଜ୍ୟ  ଶିଶୁ ଅଧିକାର ସୁରକ୍ଷା…

ସାମ୍ବାଦିକତାର ଆଦ୍ୟଭୂମି ଚୌଦ୍ୱାରର ବିକାଶ ପାଇଁ ସହଯୋଗ ଜାରି ରହିବ -ସୂଚନା ଓ ଲୋକସର୍ମ୍ପର୍କ ମନ୍ତ୍ରୀ  

ପେଶାଦାର ସାମ୍ବାଦିକ ସଂଘର ୫ମ ସ୍ୱନକ୍ଷତ୍ର ଦିବସ ପାଳିତ   ଭୁବନେଶ୍ୱର : କଟକଜିଲ୍ଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଲେବର ଟେନାମେଣ୍ଟ ସ୍ଥିତ ଯଯାତିକେଶରୀ କ୍ଲବ ପରିସରରେ ଆଂଚଳିକ ପେଶାଦାର ସାମ୍ବାଦିକ ସଂଘର ୫ମ ସ୍ୱନକ୍ଷତ୍ର ଉତ୍ସବ କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ  ଅନୁଷ୍ଠିତ …

ପୌର ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ 

ଭୁବନେଶ୍ୱର (ଶାସକ ପ୍ରଶାସକ) : କର୍ତ୍ତବ୍ୟରେ  ଅବହେଳା, ସରକାରଙ୍କ ଦ୍ୱାରା ଲକ୍ଷ ଧାର୍ଯ୍ୟ କାର୍ଯ୍ୟ ପୁରଣ କରିବାରେ ବିଫଳତା ଓ ତଥା ପ୍ରଶାସନିକ ଅପାରଗତା ଅଭିଯୋଗରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌର ନିର୍ଦ୍ଦେଶକ ବାସୁଦେବପୁର ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ଜେନାଙ୍କୁ…

ଚୋରା ଶାଗୁଆନ କାଠ ଗଣ୍ଡି ସହିତ ୨ ଅଭିଯୁକ୍ତ ଗିରଫ: ବନକର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଗୁରବାର ଦିନ ୧୦ଟା ସମୟରେ ବାଣ୍ଠପୁର ପଂଚାୟତ ଓସ୍ତିଆ ଆଶ୍ରମ ସ୍କୁଲ ପଛ ପାଖରେ କଟା ଯାଉଥିବା ୫ ଗୋଟି ଶାଗୁଆନ କାଠ ଗଣ୍ଡି ଜବତ କରିବା ସହିତ ୨ ଜଣକୁ ଉକ୍ତ ଘଟଣାରେ ଗିରଫ କରି କୋର୍ଟ ଫରୁଆର୍ଡ କରାଯାଇଛି ।…

ବିଜେଡି ବିଜେପି ସଲାସୁତୁରା ସରକାରରେ ଜନସାଧାରଣ ତଥା ମହିଳା ଅସୁରକ୍ଷିତ:ଚେଲାକୁମାର

ବିଧାୟକ ଓ ବରିଷ୍ଠ କଂଗ୍ରେସ ଆଲୋଚନା କଲେ ପ୍ରଭାରୀ, କାଲି ପରୀ ପରିବାରକୁ ଭେଟିବେ  ଭୁବନେଶ୍ୱର :  ଆଜି ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ…

କଟକ ରେଳଷ୍ଟେସନ ଠାରେ ସ୍ମାରକ ଜାତୀୟ ପତାକା ଉଦ୍ଘାଟିତ

 ରାଧାକିଶୋରପୁର ଠାରେ ଲୋକାର୍ପିତ ହେଲା ଭୂତଳ ଉପମାର୍ଗ  ଭୁବନେଶ୍ୱର (ଶାସକ ପ୍ରଶାସକ)  ସଂରକ୍ଷାକୁ ପ୍ରାଥମିକତା ଦେଇ ଉଭୟ ରେଳ ଓ ସଡକ ବ୍ୟବହାରକାରୀ ମାନଙ୍କ ସୁବିଧା ପାଇଁ ଯାତ୍ରୀ ସୁବିଧା ଯୋଗାଇବାର ଏକ ଅଂଶ ଭାବରେ ରାଧାକିଶୋରପୁର ରେଳ ଷ୍ଟେସନରେ ନୂତନ ଭାବେ ନିର୍ମିତ ଭୂତଳ ଉପାମାର୍ଗକୁ…

ଲଲିତ ଜଗତ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ନୂତନ ଉପ ସଭାପତି

ପଦ୍ମପୁର,: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର  ଲଲିତ ଜଗତ ଜଣେ ଉଚ୍ଚ ଶିକ୍ଷିତ ତଥା ଲୋକ କଲାରେ ରାଜ୍ଯ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ରୁ ତାଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଭାବେ…

ପାତାଳୀ ଶ୍ରୀକ୍ଷେତ୍ରର ଉନ୍ନୟନ କାମର ସମୀକ୍ଷା କଲେ ଆରଡିସି 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରକୁ  ଆଜି ଉତ୍ତରାଞ୍ଚଳ ଆର୍ ଡିସି ନିରଞ୍ଜନ ସାହୁ ପରିଦର୍ଶନ କରିଥିଲେ । ଶ୍ରୀଯୁକ୍ତ ସାହୁ ପହଞ୍ଚିଲା ପରେ ପାତାଳୀ ଟ୍ରଷ୍ଟ ଓ ପାତାଳୀ ସେନା ପକ୍ଷରୁ ସ୍ଵାଗତ…